fbpx
Browsing Category

Breaking News

ମୁମ୍ବାଇରେ ଅଗ୍ନିକାଣ୍ଡ; ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ୧୫ ଆହତ

ମୁମ୍ବାଇ: ମୁମ୍ବାଇର ତାରଦେଭସ୍ଥିତ କମଲା ବିଲ୍ଡିଂର ୨୦ ମହଲା ବିଲ୍ଡିଂରେ ଭୀଷଣ ନିଆଁ ଲାଗିଯାଇଛି । ନିଆଁରେ ଜଳିଯାଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ୧୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ…

ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ପୁଅ ହୋଇଛି ନା ଝିଅ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ପ୍ୟାରେଣ୍ଟ୍ସ କ୍ଲବ୍ ରେ ସାମିଲ ହୋଇସାରିଛନ୍ତି । ପ୍ରିୟଙ୍କା ଶୁକ୍ରବାର ଦିନ ଏହି ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ପ୍ରିୟଙ୍କା ସରୋଗେସୀ ଜରିଆରେ ମାତୃତ୍ୱ ଲାଭ…

କରୋନା ପାଇଁ ଆପଣଙ୍କର ବାହାଘର ହଠାତ୍ ବନ୍ଦ ହୋଇଗଲା କି, ଆପଣ ଆଡଭାନ୍ସ ଦେଇଥିବା ସମସ୍ତ ଟଙ୍କା ଫେରିପାଇବେ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: କୋଭିଡ୍ ପାଇଁ ମଣିଷ ଆଜି ଅନେକ ସମସ୍ୟା ଦେଇ ଗତି କରୁଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଲକଡାଉନ, ସଟଡାଉନ ଭଳି କଟକଣା ଲାଗୁ କରାଯାଉଛି । ଅନେକ ଲୋକଙ୍କର ବାହାଘର ପୂର୍ବରୁ ସ୍ଥିରୀକୃତ…

ଚମକିବେ ଆଉ ଏକ ଓଡ଼ିଆ: ଇଣ୍ଡିଆ ଗେଟରେ ଶୋଭା ପାଇବାକୁ ଯାଉଥିବା ସୁଭାଷଙ୍କ ପ୍ରତିମୂର୍ତ୍ତିି ତିଆରି କରିବେ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ…

ନୂଆଦିଲ୍ଲୀ : ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ଇଣ୍ଡିଆ ଗେଟ୍ ରେ ସ୍ଥାପନ ହେବ । ଏନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ସୂଚନା ଦେଇଥିଲେ । ତେବେ…

୨୦ ମହଲା ବିଶିଷ୍ଟ ବିଲ୍ଡିଂରେ ଲାଗିଲା ଭୀଷଣ ନିଆଁ, ୨ ମୃତ; ୧୫ ଆହତ

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ଏକ ୨୦ ମହଲା ବିଶିଷ୍ଟ ବିଲ୍ଡିଂରେ ଭୀଷଣ ନିଆଁ ଲାଗିଯାଇଛି । ଏହି ଅଗ୍ନିକାଣ୍ଡ ମୁମ୍ବାଇର ତାଡଦେବ ଅଞ୍ଚଳରେ ଘଟିଛି । ଏଠାରେ ଥିବା କମଳା ବିଲ୍ଡିଂର ୧୮ ନମ୍ବର ମହଲାରେ ନିଆଁ…

ଟିକା ପାଇଁ ଜାରି ହେଲା ନୂଆ ଗାଇଡଲାଇନ୍, କରୋନାରୁ ସୁସ୍ଥ ହେବାର ଏତିକି ଦିନ ପରେ ନେଇପାରିବେ ଭାକସିନ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ପକ୍ଷରୁ ଟିକାକରଣର ନୂଆ ଗାଇଡଲାଇନ୍ ଜାରି ହୋଇଛି । ପ୍ରିକସନ୍ ଡୋଜ୍ ସମେତ ଅନ୍ୟ ଦୁଇଟି ଡୋଜ୍ କୁ କେଉଁ ସମୟରେ ନେବା ଦରକାର ସେ ସମ୍ପର୍କରେ ଗାଇଡଲାଇନ୍ ରେ ଦର୍ଶାଯାଇଛି ।…

ଆସନ୍ତା ୨୭ ତାରିଖରୁ ୧ମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆରମ୍ଭ ହେବ କ୍ଲାସ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ୟୁଟ୍ୟୁବରେ ଆରମ୍ଭ ହେବ । ପ୍ରତ୍ୟେକ ସପ୍ତାହର ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ କ୍ଲାସ ଜାରି ରହିବ । ଏନେଇ ଓଡ଼ିଶା…

ଭୟ ବଢ଼ାଇଲାଣି କରୋନା: ଦିନକରେ ୩.୩ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ, ୧୦ହଜାର ପାର୍ ହେଲା ଓମିକ୍ରନ; ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୭ ହଜାର ୭୦୪ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ଟିଭ୍ କେସ୍ ୨୧ ଲକ୍ଷ ପାର୍ କରିଛି । ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୧ ଲକ୍ଷ ୧୩ ହଜାର…

ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ: ଆଜି ୯ ହଜାର ତଳେ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ଆଜି ଏହିସବୁ ରାଜ୍ୟରେ ହେବ ବର୍ଷା, ବଢ଼ିବ ଶୀତ; ଆଇଏମଡି ପକ୍ଷରୁ ଚେତାବନୀ

ନୂଆଦିଲ୍ଲୀ: ରାଜଧାନୀରେ ବଢ଼ିପାରେ ଶୀତ । ପ୍ରବଳ ଶୀତ ସାଙ୍ଗକୁ ଆଜି ରାଜଧାନୀ ଦିଲ୍ଲୀରେ ବର୍ଷା ହେବାର ଆଶଙ୍କା ରହିଛି । ତେବେ ଦିଲ୍ଲୀରେ ଗତକାଲି ବିଳମ୍ବିତ ରାତି ରେ ବର୍ଷା ହୋଇଥିଲା । ଆଜି ମଧ୍ୟ ଦିଲ୍ଳୀର କିଛି…