fbpx
Browsing Category

Breaking News

ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା, ୧୨ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ଭବନରେ ଭକ୍ତ ମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ବେଳେ ଦଳାଚକଟା ହୋଇ ୧୨ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଗୁରୁତର ଭାବରେ ଆହତ ହୋଇଛନ୍ତି ।…

ଇପିଏଫ୍‌ଓ ସଦସ୍ୟଙ୍କ ଇ-ନାମାଙ୍କନ ଦାଖଲ, ଜାଣନ୍ତୁ ଏହି ସୁବିଧା ପାଇବା ପାଇଁ କଣ ଜରୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରମ ମନ୍ତ୍ରାଳୟ ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ଅନଲାଇନ୍‌ରେ ଇ-ନାମାଙ୍କନ ଦାଖଲ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ସୁବିଧା ପାଇବା ପାଇଁ ସଦସ୍ୟ…

ଶ୍ରମିକଙ୍କୁ ନକଲି ଟଙ୍କା ଦେବା ପଡ଼ିଲା ମହଙ୍ଗା, ଠକ ଠିକାଦାର ରସିକ ଗିରଫ

ମାଲକାନଗିରି(ଓଡ଼ିଶା ଭାସ୍କର):ଆଜିକାଲି ସମାଜରେ ଲୋକମାନେ ଠକେଇ କରିବାର ବିଭିନ୍ନ ଉପାୟ ଖୋଜୁଛନ୍ତି । କିଏ ସାଇବର ଲୁଟ୍ କଲାଣି ତ ଆଉ କିଏ ଜାଲ ନୋଟ୍ ଦେଲାଣି । ସେହିପରି ନକଲି ନୋଟ୍ ଦେଇ ଫସିଯାଇଛନ୍ତି ସମ୍ବଲପୁରର ଜଣେ…

ଝିଅ ପାଇଁ କେତେ ଟଙ୍କା? ତପସ୍ୱିନୀଙ୍କ ବାପାଙ୍କୁ ଫୋନ୍ କରି ଟଙ୍କା ଅଫର କଲେ ସୁମିତଙ୍କ ସାଙ୍ଗ(ଭିଡ଼ିଓ)

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ଦପସ୍ୱିନୀ ଦାଶ ସୁମିତ ସାହୁଙ୍କ ପାରିବାରିକ ବିବାଦ ଲାଗିରହିଛି । ଦିନକୁ ଦିନ ନୂଆ ନୂଆ ଅଡ଼ୁଆ ସୂତାର ଖିଅ ଲମ୍ବିବାରେ ଲାଗିଛି, କିନ୍ତୁ କୌଣସି…

ବର୍ଷା ପାଇଁ ସ୍ଥଗିତ ହେଲା ଭାରତ-ଶ୍ରୀଲଙ୍କା ଫାଇନାଲ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଅଣ୍ଡର-୧୯ ଏସିଆ କପର ଫାଇନାଲ ମ୍ୟାଚ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି । ପ୍ରଥମେ ଟସ୍ ଜିତି ଶ୍ରୀଲଙ୍କା ବ୍ୟାଟିଂ ଆରମ୍ଭ କରି ୩୩ ଓଭରରେ ୭ ୱିକେଟ ହରାଇ ୭୪ ରନ୍…

ପଞ୍ଚାୟତିରାଜ ଆଇନରେ ସଂଶୋଧନକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜ ସଂଶୋଧନରେ ବାଜିଲା କ୍ୟାବିନେଟ୍ ମୋହର । ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି । ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଲେ କାର୍ଯ୍ୟାନୁଷ୍ଠାନ ନେଇ…

ବଡ଼ ଖବର: ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଡେଡ ବେସରକାରୀ ହାଇସ୍କୁଲ,…

୫ ମହାନଗର ନିଗମରେ ଜାଗା ମିଶନ: କ୍ୟାବିନେଟ୍ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ୯ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଥିରେ ୫ ମହାନଗରରେ ଥିବା ବସ୍ତିବାସିନ୍ଦାଙ୍କ ପାଇଁ ହୋଇଛି ବଡ଼ ଘୋଷଣା । ୫ ମହାନଗର ନିଗମ ପାଇଁ…

ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା, ନାଇଟ୍ କର୍ଫ୍ୟୁରୁ ଏମାନଙ୍କୁ କରାଯାଇଛି ମୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଯାଇଛି । କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି କଟକଣା ଲଗାଯାଇଛି । ଅଫିସରେ କର୍ମଚାରୀ ଏକାଠି ହୋଇ ଉତ୍ସବ ପାଳନ କରିପାରିବେ ନାହିଁ…

କେଇ ମିନିଟରେ ଚାଲିଗଲା ବାପା, ମାଆ ଓ ସାନ ଭଉଣୀର ଜୀବନ: ସବୁଦିନ ପାଇଁ ଏକୁଟିଆ ହୋଇଗଲା ୭ ବର୍ଷର କୁନି ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଥାରେ ଅଛି, ଦଇବ ଦାଉ ସାଧିଲେ ମଣିଷ ହୋଇଯାଏ ତୁଚ୍ଛ । ମାତ୍ର ଦୁଃଖର କଥା ଏଭଳି ଏକ ଛାତିଫଟା, ହୃଦୟ ବିଦାରକ ଘଟଣା ଘଟିଛି ଏକ କୁନି ଝିଅ ସହିତ ଆଉ ଅଭାଗୀ ବୁଢ଼ୀ ମାଆ ସହିତ । ୭ ବର୍ଷର…