Browsing Category
Breaking News
ଆଜି ସରକାରୀ କର୍ମଚାରୀଙ୍କ ପାଇଁ ନିରାଶର ଦିନ, ବଢିଲା ମହଙ୍ଗା ଭତ୍ତାର ଅପେକ୍ଷା, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ
ନୂଆଦିଲ୍ଲୀ: ବର୍ଷକୁ ଦୁଇଥର ସରକାରୀ କର୍ମଚାରୀଙ୍କୁ ପ୍ରିୟ ଭତ୍ତା ଦିଆଯାଏ। ସରକାରୀ ନିୟମ ଅନୁଯାୟୀ ଜାନୁଆରୀରୁ ଜୁଲାଇ ପର୍ଯ୍ୟନ୍ତ ପ୍ରିୟତା ଭତ୍ତା ଦିଆଯାଏ। ଏହା ଏକ ଭିନ୍ନ ବିଷୟ ଯେ, ହୋଲି ଏବଂ ଦିୱାଲୀ ପୂର୍ବରୁ…
ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ଏକ Smart Band Aid: ଘା’ ଭଲ ହେବା ପରେ ଡିଭାଇସ୍ ଚର୍ମରେ ମିଶିଯିବ
ନୂଆଦିଲ୍ଲୀ: ସାଧାରଣ ଭାବେ ଶରୀରର କୌଣସି ସ୍ଥାନରେ କିଛି କ୍ଷତ ସୃଷ୍ଟି ହେଲେ ଆମେ ବ୍ୟାଣ୍ଡ ଏଡ ଲଗାଇଥାଉ । ତେବେ ଘା’କୁ ଶୁଖାଇବା ପାଇଁ ଏବେ ଆସିଯାଇଛି ଏକ ସ୍ମାର୍ଟ ବ୍ୟାଣ୍ଡ ଏଡ । ଏହି ବ୍ୟାଣ୍ଡ ଏଡ ସାଧାରଣ ବ୍ୟାଣ୍ଡ…
(video) ୨୪ ଘଣ୍ଟା ପରେ ୬୦ ଫୁଟ ଗଭୀର ବୋଲୱେଲରୁ ଉଦ୍ଧାର ହେଲା ୮ ବର୍ଷିୟ ଲୋକେଶ, ସାରା ରାତି ଜଗିରହିଥିଲେ ଜିଲ୍ଲାପାଳ
ନୂଆଦିଲ୍ଲୀ : ୬୦ ଫୁଟ ଗଭୀର ବୋରୱେଲକୁ ଖସି ପଡ଼ିଥିବା ଆଠ ବର୍ଷର ଲୋକେଶ ଉଦ୍ଧାର ହୋଇଛନ୍ତି । ବୁଧବାର ପ୍ରାୟ ୨୪ ଘଣ୍ଟା ପରେ ବାଳକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏସଡିଆରଏଫ୍ ଟିମ୍ ର ୩ଟି ଟିମ୍ ଏବଂ…
ଇଟାଭାଟି ଧୁଆଁରେ ମଜୁରିଆଙ୍କ ଶ୍ୱାସରୁଦ୍ଧ, ୫ମୃତ, ଜଣେ ଅସୁସ୍ଥ
ରାୟପୁର: ଛତିଶଗଡର ମହାସମୁଣ୍ଡ ଜିଲ୍ଲାରେ ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୫ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଅସୁସ୍ଥ ହୋଇପଡିଥିବା କଥା ସାମ୍ନାକୁ ଆସିଛି। ବୁଧବାର ଅର୍ଥାତ ଆଜି ପୋଲିସ ଅଧିକାରୀମାନେ ଏହି…
ଚାକିରି ବଦଳରେ ଜମି ସ୍କାମ ମାମଲା ; ଯାଦବ ପରିବାରକୁ ଆଶ୍ୱସ୍ତି, ବାପା-ଝିଅ-ମାଙ୍କୁ ଜାମିନ୍
ନୂଆଦିଲ୍ଲୀ : ଚାକିରି ପାଇଁ ଜମି ସ୍କାମ ମାମଲାରେ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତାଙ୍କ ଝିଅ ସୀମା ଭାରତୀଙ୍କୁ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କା ଲେଖାଏଁ ବଦଳରେ ରାଉସ୍ ଆଭେନ୍ୟୁ କୋର୍ଟ ଏହି ତିନିଜଣଙ୍କୁ…
ଯୁବକଙ୍କ ପେଟରୁ ବାହାରିଲା ଗୋଟି ଗୋଟି କରି ୫୬ଟି ବ୍ଲେଡ୍, ୩ଘଣ୍ଟା ଚାଲିଲା ଅପରେସନ
ଜାଲୋର: ରାଜସ୍ଥାନର ଜାଲୋର ଜିଲ୍ଲାର ସାନଚୋରରେ ଏକ ଘରୋଇ କମ୍ପାନୀର ଆକାଉଣ୍ଟାଣ୍ଟ ଗୋଟିଏ ପରେ ଗୋଟିଏ ୫୬ ଟି ବ୍ଲେଡ୍ ଗିଳିଥିଲେ। ଏହା ପରେ ସେ ରକ୍ତ ବାନ୍ତି କରିବା ଆରମ୍ଭ କଲେ। ସାଙ୍ଗମାନେ ଯୁବକଙ୍କୁ ଏକ ଘରୋଇ…
ଅରୁଣାଚଳ ଉପରେ ଚୀନର ଦାବିକୁ ଆମେରିକା କଲା ଖାରଜ, ଭାରତ ସମର୍ଥନରେ ସଂସଦରେ ଉପସ୍ଥାପିତ ହେଲା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
ନୂଆଦିଲ୍ଲୀ: ଆମେରିକା ଚୀନ୍ ଏବଂ ଅରୁଣାଚଳ ପ୍ରଦେଶକୁ ବିଭାଜନ କରୁଥିବା ମ୍ୟାକମାହନ୍ ଲାଇନକୁ ଆନ୍ତର୍ଜାତୀୟ ସୀମା ଭାବରେ ବିବେଚନା କରିଛି। ଏହି ପ୍ରସଙ୍ଗରେ ଆମେରିକା ସଂସଦରେ ଏକ ଦ୍ୱିପାକ୍ଷିକ ସଂକଳ୍ପ ଉପସ୍ଥାପିତ…
ସମଲିଙ୍ଗୀ ଦମ୍ପତ୍ତିଙ୍କ ଶିଶୁକୁ ନେଇ ଆସିଲା ବଡ ଖବର, ହେବନି ଜନ୍ମ ପଞ୍ଜିକରଣ
ରୋମ: ଇଟାଲୀ ସରକାର ନିଜ ସହାର ମିଲାନର ମେୟରଙ୍କୁ ଏକ ଆଦେଶ ଦେଇଛନ୍ତି । ଆଦେଶରେ କୁହାଯାଇଛି ଯେ, ସମଲିଙ୍ଗୀ ଦମ୍ପତ୍ତିଙ୍କ ଶିଶୁର ଜନ୍ମ ପଞ୍ଜିକରଣ ବନ୍ଦ କରାଯାଉ । ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀର ଏହି ଆଦେଶ…
ବଲିଉଡରୁ ଆସିଲା ଦୁଃଖ ଖବର: ଚାଲିଗଲେ ଜଣେ ସିନିୟର ଆର୍ଟିଷ୍ଟ
ନୂଆଦିଲ୍ଲୀ: ନିକଟରେ ଅଭିନେତା ସତୀଶ କୌଶିକଙ୍କ ପରଲୋକ ଘଟିଥିବା ବେଳେ ପୁଣି ବଲିଉଡ ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ଦୁଃଖଦ ଖବର । ଅଭିନେତା ସମୀର ଖାଖର ମନୋରଞ୍ଜନଧର୍ମୀ ଦୁନିଆକୁ ଅଲବିଦା ଜଣାଇଛନ୍ତି । ସମୀରଙ୍କୁ…
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଅନେକ ପଦବୀ ଖାଲି: ଯୁକ୍ତଦୁଇ ଓ ଗ୍ରାଜୁଏଟଙ୍କ ପାଇଁ ବଡ଼ ସୁଯୋଗ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସାଇଣ୍ଟିଷ୍ଟ ‘ବି’, ଆସିଷ୍ଟାଣ୍ଟ ଲ’…