Browsing Category

Breaking News

ଆସିଲା ADR ରିପୋର୍ଟ, ଜାଣନ୍ତୁ ଦେଶର ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଆଜି ରିପୋର୍ଟ ପ୍ରକାଶ ପାଇଛି । ଦେଶର ସବୁଠୁ ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀ ତାଲିକା ଉଲ୍ଲେଖ କରାଯାଇଛି । ତେବେ ଏହି ରେଶରେ ଆଗରେ ରହିଛନ୍ତି…

(Video) ବିଜେଡି କର୍ମୀଙ୍କ ଉପରେ ଗର୍ଜିଲେ ବିଧାୟିକା ଉପାସନା ମହାପାତ୍ର, ଦେଲେ ମୁହତୋଡ ଜବାବ

ଭୁବନେଶ୍ବର: ବୈଠକ ମଧ୍ୟରେ ରାଗିଗଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର । ପଞ୍ଚାୟତ ସମିତି ବୈଠକରେ ଉପାସନାଙ୍କ ନାଲି ଆଖି ଦେଖି ହୋହାଲ୍ଲା ଏବଂ ଠେଲାପେଲା ଦେଖାଯାଇଛି । ବିଜେଡି ନେତାଙ୍କ କାର୍ଯ୍ୟକୁ ସେ…

ଇସ୍ରୋକୁ ମିଳିଲା ବଡ଼ ସଫଳତା: ଉତ୍‌କ୍ଷେପଣ ହେଲା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ‘ସ୍ପେଡେକ୍ସ’

ଭୁବନେଶ୍ୱର: ଉତ୍‌କ୍ଷେପଣ ହେଲା ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ‘ସ୍ପେଡେକ୍ସ’ । ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ କଲା ଇସ୍ରୋ । ରାତି ୧୦ଟା ୧୫ ସେକେଣ୍ଡରେ ହେଲା ଉତ୍‌କ୍ଷେପଣ। PSLV-C60 ରକେଟ୍ ଦ୍ବାରା…

ଜାନୁଆରୀ ପହିଲାରୁ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଏଲପିଜି ସିଲିଣ୍ଡର, ପେନସନ ଓ କାର ଦର…

ନୂଆଦିଲ୍ଲୀ: ଆଉ ଦିନକ ପରେ ନୂଆବର୍ଷ। ତେଣୁ ନୂଆ ବର୍ଷ ସହିତ ବଦଳିଯିବ କିଛି ନିୟମ। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ଏଥିରେ କାର୍ ମୂଲ୍ୟ, ଏଲପିଜି ସିଲିଣ୍ଡର ମୂଲ୍ୟ, ପେନସନ ନିୟମ, ଆମାଜନ…

ପୁଣି ଘଟିଥାନ୍ତା ବଡ ବିମାନ ଦୁର୍ଘଟଣା…ମଝି ଆକାଶରେ ଦେଖାଗଲା ଲ୍ୟାଣ୍ଡିଂ ଗିୟରରେ ସମସ୍ୟା

ନୂଆଦିଲ୍ଲୀ: ବଡ ଦୁର୍ଘଟଣାରୁ ବର୍ତ୍ତିଲା ବଜେଟ୍ ସାଉଥ କୋରିଆନ ଏୟାରଲାଇନ୍ସ ଜେଜୁ । ଆଜି ମଧ୍ୟ ବିମାନର ଲ୍ୟାଣ୍ଡିଂ ଗିୟରରେ ସମସ୍ୟା ହୋଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ ବଡ ଦୁର୍ଘଟଣାରୁ ବର୍ତ୍ତି…

ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି, ବୀମା କମ୍ପାନୀକୁ ସହଯୋଗ ପାଇଁ ପ୍ରମୁଖ ଶାସନ ସଚିବଙ୍କ ପରାମର୍ଶ

ଭୁବନେଶ୍ବର: ଅଦିନିଆ ବର୍ଷାରେ ଚାଷ ଉଜୁଡି ଯାଇଥିବା ବେଳେ ଚିନ୍ତାରେ ରହିଛି ଚାଷୀକୂଳ । କେତେକ ସ୍ଥାନରେ ଚାଷୀ ଆତ୍ମହତ୍ୟା କରିଥିବା ମଧ୍ୟ ଜଣାପଡିଛି । ତେବେ ଏହାରି ଭିତରେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଘୋଷଣା…

ଦେଶରେ ପାଳନ ହେଉଛି ରାଷ୍ଟ୍ରୀୟ ଶୋକ: ନୂଆ ବର୍ଷ ସେଲିବ୍ରେସନ ନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ଗତ ୨୬ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଛି । ସେଥିପାଇଁ ଦେଶ ସାରା ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏହି ରାଷ୍ଟ୍ରୀୟ ଶୋକକୁ ସମ୍ମାନ ଜଣାଇ ସରକାରୀ…

ଜାନୁଆରୀରେ ୧ରୁ ୪ ସହରର ଆକାଶପଥ ସହ ଯୋଡ଼ି ହେବ ଓଡ଼ିଶା, ସିଏମ୍‌ଓ ପକ୍ଷରୁ ସୂଚନା

ଭୁବନେଶ୍ୱର: ଆଉ ୪ ସହରର ଆକାଶପଥ ସହ ଯୋଡ଼ି ହେବାକୁ ଯାଉଛି ଓଡ଼ିଶା । ଜାନୁଆରୀରେ ୧ରୁ ଝାରସୁଗୁଡ଼ାରୁ ୪ ସହରକୁ ଉଡ଼ିବ ବିମାନ । ଝାରସୁଗୁଡ଼ାରୁ ସିଧାସଳଖ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ମୁମ୍ବାଇକୁ ଉଡ଼ିବ ।…

ନୂଆବର୍ଷରେ ରିଚାର୍ଜ କରନ୍ତୁ Jioର ଏହି ଶସ୍ତା ପ୍ଲାନ, ବର୍ଷକ ଯାଏଁ ନୋ ଟେନସନ !

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟଫୋନ । ଛୋଟରୁ ବୁଢା ସମସ୍ତେ ମୋବାଇଲର ବ୍ୟବହାର କରୁଛନ୍ତି । ତେବେ ଆଜିକା ସମୟରେ ମୋବାଇଲ ସିମର ଆକର୍ଷଣୀୟ ଅଫର ଦେଖି ଗ୍ରାହକମାନେ ମଧ୍ୟ ସେମାନଙ୍କର…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ‘ଲୁଲୁ’ର ମୃତ୍ୟୁ: ୩୬ ବର୍ଷ ରହି ନେଲା ବିଦାୟ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିମ୍ପାଞ୍ଜିର ମୃତ୍ୟୁ । ବୟସାଧିକ କାରଣରୁ ସିମ୍ପାଞ୍ଜିର ମୃତ୍ୟୁ ହୋଇଥିବା ସୂଚନା । ସିମ୍ପାଞ୍ଜିର ନାମ ଜୁଲୁ ଥିବାବେଳେ ୩୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି ।…