Browsing Category

Breaking News

CBI Raid Rabri Residence ; ଜମି ବଦଳରେ ଚାକିରି ମାମଲାରେ ପୁଣି ଚଢଉ, ପୁଣି ଦୋହରିଲା ପୁରୁଣା ଇତିହାସ

ପାଟନା: ବିହାରର ପୂର୍ବତନ ସିଏମ୍ ରାବ୍ରି ଦେବୀଙ୍କ ବାସଭବନରେ ପହଞ୍ଚିଛି ସିବିଆଇ ଟିମ୍ । ସିବିଆଇ ଟିମ୍ ରାଜଧାନୀ ପାଟନାରେ ଥିବା ବାସଭବନରେ ଚଢାଉ କରିଛି । ଜମି ବଦଳରେ ଚାକିରି ଦେବା ପ୍ରସଙ୍ଗରେ କେନ୍ଦ୍ରୀୟ…

ବଡ଼ ଖବର: ହାଇଦ୍ରାବାଦରେ ଫିଲ୍ମ ସୁଟିଂ ସମୟରେ ଆହତ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଫିଲ୍ମର ସୁଟିଂ ସମୟରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ଅମିତାଭ ବଚ୍ଚନ ନିଜେ ଏହି ସୂଚନା ଦେଇଛନ୍ତି। ଅମିତାଭ ବଚ୍ଚନ କହିଛନ୍ତି, ''ହାଇଦ୍ରାବାଦରେ 'ପ୍ରୋଜେକ୍ଟ କେ' ସୁଟିଂ ସମୟରେ ଆକ୍ସନ୍…

ରାଜ୍ୟରେ ଆରମ୍ଭ ହେବ ଶିଶୁଶ୍ରେଣୀ: ଅଙ୍ଗନୱାଡ଼ି ପରେ ପିଲାମାନେ ଗୋଟିଏ ବର୍ଷ ଶିଶୁ ଶ୍ରେଣୀରେ ଅଧ୍ୟୟନ କରିବେ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରି ଆରମ୍ଭ ହେବ ଶିଶୁଶ୍ରେଣୀ। ଆସନ୍ତା ଶିକ୍ଷାବର୍ଷରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ଦୁଇ ହଜାର ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ। ପୂର୍ବରୁ ପିଲାମାନେ ପ୍ରଥମେ ଅଙ୍ଗନୱାଡ଼ି ଓ ପରେ ପ୍ରଥମ…

Mission Shakti ନିଯୁକ୍ତି: ଏହି ଜିଲ୍ଲାରେ ୧୧୭ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର। ଜନହବୀ ମହିଳା ମହାସଂଘ ଯାଜପୁର ପକ୍ଷରୁ ୧୧୭ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି। ପ୍ରାର୍ଥୀମାନେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ପଦବୀରେ…

”ଗଣତନ୍ତ୍ର ସୁରକ୍ଷାକାରୀଙ୍କ ଉପରେ କବଜା କରିଛି ବିଜେପି, ସେଥିପାଇଁ ‘ଭାରତ ଯୋଡା ଯାତ୍ରା’ କରିବାକୁ ପଡିଲା”:…

ନୂଆଦିଲ୍ଲୀ: ବିଦେଶରେ ଭାରତକୁ ବଦନାମ କରିବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ଦେଶରେ ଗଣତନ୍ତ୍ରର ସୁରକ୍ଷା ତଥା ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରଦାନ କରୁଥିବା ସମସ୍ତ ଅନୁଷ୍ଠାନ…

ଭାରତରେ ସକାଳୁ କମ୍ପିଲା ପୃଥିବୀ, ଏହି ସ୍ଥାନରେ ଅନୁଭୂତ ହେଲା ପ୍ରବଳ କମ୍ପନ

ନୂଆଦିଲ୍ଲୀ: ସୋମବାର ସକାଳେ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ରିପୋର୍ଟ ଅନୁଯାୟୀ ସକାଳ ପ୍ରାୟ ୫.୭ ସମୟରେ କମ୍ପନ ଅନୁଭୂତ ହୋଇଥିଲା।…

ସିଗାରେଟ୍ ଧୂଆଁକୁ ନେଇ ତୁମ୍ବିତୁଫାନ୍‌: ୭୦ ପ୍ରତିଶତ ଉତ୍ତର ଭାରତୀୟ ତାମିଲନାଡୁ ଛାଡ଼ିଲେଣି

ଚେନ୍ନାଇ: ପ୍ରାୟ ଦେଢ଼ ମାସ ପୂର୍ବେ ତିରୁପୁରର ଏକ ଚା’ ଦୋକାନରେ ସିଗାରେଟ୍ ଧୂଆଁ ଯୋଗୁଁ ବିବାଦ ଉପୁଜିଥିବା ବିବାଦ ଏତେ ବଡ଼ ସମସ୍ୟା ସୃଷ୍ଟି କରିବ ତାହା କେହି ଭାବି ନଥିଲେ । ଏହା ପରେ ତାମିଲନାଡୁରେ ବାହ୍ୟ…

୧୦ରୁ ମାଟ୍ରିକ୍ ପରୀକ୍ଷା: ୩୨୧୮ କେନ୍ଦ୍ରରେ ପରୀକ୍ଷା ଦେବେ ୫.୪୧ଲକ୍ଷ ଛାତ୍ରଛାତ୍ରୀ

କଟକ,୫ା୩ (ଭାସ୍କର ନ୍ୟୁଜ୍‌): ଆସନ୍ତା ୧୦ ତାରିଖରୁ ମାଟ୍ରିକ୍‌ ପରୀକ୍ଷାର ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ…

ପ୍ରାଇଭେଟ ଚାକିରିଆ ମାନଙ୍କୁ ଲାଗିବ ବଡ଼ ଝଟକା, PF ଉପରେ ସୁଦ୍ଧା ସୁଧହାର କମ୍ ହୋଇପାରେ!

ନୂଆଦିଲ୍ଲୀ: ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୋଟି ଲୋକଙ୍କୁ ଖୁବ୍ ଶୀଘ୍ର ଏକ ବଡ଼ ଝଟକା ଦେବାକୁ ଯାଉଛନ୍ତି ସରକାର। PF ଉପରେ ସୁଧ ହାରକୁ ନେଇ ଏହି ମାସରେ ନିଷ୍ପତ୍ତି ନିଆଯିବ। ଚଳିତ ଆର୍ଥିକ ବର୍ଷ ପାଇଁ PF…

KYC ଅପଡେଟ୍ ନାଁରେ ଠକେଇ, ଅଭିନେତ୍ରୀଙ୍କ ସମେତ ୪୦ ଜଣଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍

ମୁମ୍ବାଇ: ମୁମ୍ବାଇରେ KYC ଅପଡେଟ୍ କରିବା ନାମରେ ତିନି ଦିନ ମଧ୍ୟରେ ୪୦ ଜଣଙ୍କ ସହ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ଖାର ୟୁନିୟନ ପାର୍କରେ ରହୁଥିବା ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ୱେତା ସୁମେଶ ମେମନ ମଧ୍ୟ ଠକାମିର…