Browsing Category

Breaking News

KYC ଅପଡେଟ୍ ନାଁରେ ଠକେଇ, ଅଭିନେତ୍ରୀଙ୍କ ସମେତ ୪୦ ଜଣଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍

ମୁମ୍ବାଇ: ମୁମ୍ବାଇରେ KYC ଅପଡେଟ୍ କରିବା ନାମରେ ତିନି ଦିନ ମଧ୍ୟରେ ୪୦ ଜଣଙ୍କ ସହ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ଖାର ୟୁନିୟନ ପାର୍କରେ ରହୁଥିବା ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ୱେତା ସୁମେଶ ମେମନ ମଧ୍ୟ ଠକାମିର…

ମୋଦୀ ସରକାରରେ ଦିଗୁଣା ହୋଇଛି ଭାରତର ମୁଣ୍ଡପିଛା ଆୟ, କିନ୍ତୁ ଆୟରେ ଅସମାନତା ଦେଉଛି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମୋଦୀ ସରକାରରେ ଭାରତରେ ବ୍ୟକ୍ତିଙ୍କର ମୁଣ୍ଡପିଛା ଆୟ ଦିଗୁଣା ହୋଇଛି। ୨୦୧୪-୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ବର୍ତ୍ତମାନ ଦେଶର ମୁଣ୍ଡପିଛା ଆୟ…

ଶେଷ ହେଲା ଟେନିସ୍ କ୍ୟାରିଅର: ଯେଉଁଠାରେ ଖେଳ ଆରମ୍ଭ କରିଥିଲେ ସେହି ସ୍ଥାନରେ ଖେଳିଲେ ଶେଷ ମ୍ୟାଚ୍

ହାଇଦ୍ରାବାଦ: 'ଖୁସିର ଲୁହ' ସହିତ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କର ଟେନିସ୍ ଯାତ୍ରା ଶେଷ କରିଛନ୍ତି। ଦିନେ ଯେଉଁଠାରେ ସେ ନିଜର ଖେଳ ଆରମ୍ଭ କରିଥିଲେ ରବିବାର ଦିନ ସେହି ସ୍ଥାନରେ ଖେଳି ତାଙ୍କର ଟେନିସ୍…

ଲୋକାର୍ପିତ ହେଲା ବିଜୁ ଏକ୍ସପ୍ରେସ୍‍-ୱେ: ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ’

ବରଗଡ଼: ଆଜି ପଶ୍ଚିମ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ୍‍-ୱେର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ବରଗଡ଼, ନୂଆପଡ଼ା ଓ…

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ପାଇଁ ବଡ ଖବର, ବୟସ ସୀମା ବୃଦ୍ଧି କଲେ ସରକାର

ମୁମ୍ବାଇ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଆଶାୟୀଙ୍କ ପାଇଁ ଏକ ବଡ଼ ଖବର ଆସିଛି। ସରକାରୀ ଚାକିରି ପାଇଁ ବୟସ ସୀମାକୁ ଦୁଇ ବର୍ଷ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର। ତେଣୁକରି ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ…

ଲିଭରକୁ କ୍ଷତି ପହଞ୍ଚାଇ ପାରେ ହୋମିଓପାଥି, ମୃତ୍ୟୁ ମଧ୍ୟ ହୋଇପାରେ: ରିସର୍ଚ୍ଚ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଅନୁସନ୍ଧାନ କରି ଆଜିର ସମୟରେ ବିଭୀନ୍ନ ପ୍ରକାର ରୋଗ ପାଇଁ ଉନ୍ନତମାନର ଔଷଧ ପ୍ରସ୍ତୁତ କରିଛନ୍ତି । ଯାହା ଖୁବ୍ ପ୍ରଭାବି ଅଟେ । କିନ୍ତୁ ସମୟ ଥିଲା ଯେତେବେଳେ ଲୋକମାନେ ଆୟୁରବେଦ ଏବଂ…

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଆଜି ରାଜ୍ୟର ୮ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ତାତିରୁ ନିସ୍ତାର ନାହିଁ। ଏହି…

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ହିଜାବ ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀମାନେ ପରୀକ୍ଷା ଦେଇପାରିବେ ନାହିଁ । ସମସ୍ତ ଛାତ୍ରୀଙ୍କୁ ନିୟମ ପାଳନ କରିବାକୁ ପଡ଼ିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାର…

ଏଚଆଇଭି ପଜିଟିଭ୍ ଛୁଞ୍ଚିକୁ ପୁନଃ ବ୍ୟବହାର କଲେ ଡାକ୍ତର, ପ୍ରଭାବିତ ହେଲେ ଅନେକ ଶିଶୁ ରୋଗୀ

ଉତ୍ତରପ୍ରଦେଶ: ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତ୍ତମାନ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଜଣେ ଛୋଟ ଶିଶୁ ଏଚଆଇଭି ପଜିଟିଭ୍ ପରୀକ୍ଷା କରିବା ପରେ ସେହି ଛୁଞ୍ଚିକୁ ଏକାଧୀକ ରୋଗୀଙ୍କ ଉପରେ ବ୍ୟବହାର ହୋଇଛି ବୋଲି ଶିଶୁର…

E-Shram କାର୍ଡରେ ଲାଭ ଉଠାଇବେ କେମିତି: କେନ୍ଦ୍ର ସରକାର ଗରିବଙ୍କୁ କେଉଁ ସବୁ ଫାଇଦା ଦେଉଛନ୍ତି, କେମିତି ରେଜିଷ୍ଟ୍ରେସନ କରିବେ

ନୂଆଦିଲ୍ଲୀ: ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଛନ୍ତି । ଏହି ସ୍କିମରେ ଯୋଡ଼ି ହେଲେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଅନେକ…