Browsing Category

Breaking News

ମାଆକୁ କଟୁରୀରେ ହାଣି, ହତ୍ୟା କଲା ପୁଅ

ଯାଜପୁର: ରାଗ ମଣିଷର ପ୍ରଧାନ ଶତ୍ରୁ ଅଟେ, କେବେଳେ ସ୍ତ୍ରୀ ସ୍ୱାମୀ ମାରିଦେଉଛି ତ କେତେବେଳେ ମାଆ ଜନ୍ମକଲା ଶିଶୁକୁ ମାରିଦେଉଛି । ସେହିପରି ଆଜି ରାଜ୍ୟରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ପୁଅ ତାର ନିଜ…

(Video) ମଣିଷକୁ ସମ୍ପର୍କର ମୂଲ୍ୟ ଶିଖାଇଲା ନିରୀହ ମାଙ୍କଡ଼: ବୁଢ଼ୀ ମାଉସୀଙ୍କ ଶବକୁ ଧରି ଝରାଇଲା ଲୁହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବଳ ମଣିଷ ନୁହନ୍ତି, ମନର ଭାବନାକୁ ପଶୁପକ୍ଷୀମାନେ ମଧ୍ୟ ବୁଝିପାରନ୍ତି । ସେଥିପାଇଁ ଭଲପାଉଥିବା ନିଜର ମଣିଷଟିଏ ଆରପାରିକୁ ଚାଲିଗଲା ପରେ ପଶୁମାନେ ମଣିଷ ପରି ଆଖିରୁ ଲୁହ ଗଡ଼ାଇଥାନ୍ତି ।…

ଦେଶରେ ବଢୁଛି ଫ୍ଲ୍ୟୁ ମାମଲା, କୋଭିଡ ପରି ଦେଖାଯାଉଛି ଲକ୍ଷଣ, ପରାମର୍ଶ ଜାରି କଲେ କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ ଦୀର୍ଘ ଦିନ ଧରି ଥଣ୍ଡା, ଜ୍ୱର ଏବଂ କାଶ ସହିତ ଇନଫ୍ଲୁଏଞ୍ଜା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି । ଦୁଇବର୍ଷ ଧରି ଦେଶ କୋଭିଡ ମହାମାରୀର ସମ୍ମୂଖୀନ ହେବା ପରେ ବର୍ତ୍ତମାନ ଏହି ମାମଲାର…

PM ମୋଦୀଙ୍କୁ ବିପକ୍ଷ ଦଳର ୯ ନେତାଙ୍କ ଖୋଲା ଚିଠି: CBI ଓ EDର ଦୂରୁପଯୋଗ ନେଇ ଆସିଲା ଅଭିଯୋଗ

ନୂଆଦିଲ୍ଲୀ: ନିକଟରେ ଦେଶର ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ସରିଥିବା ବେଳେ ଆଗକୁ ପୁଣି କିଛି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ କମ୍ ସମୟ ରହିଥିବା ବେଳେ ଏବେ ଦେଶର…

ଭାରତୀୟ ଗ୍ୟାସ୍ ପ୍ରାଧିକରଣ ପକ୍ଷରୁ ମିଳୁଛି ନିଯୁକ୍ତି: ମାସକୁ ୪୦ରୁ ୬୦ ହଜାର ପର୍ଯ୍ୟନ୍ତ ଦରମା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଗ୍ୟାସ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ଗେଲ) ପକ୍ଷରୁ ଅନେକ ପଦବୀ ପାଇଁ ନିଯୁକ୍ତି ବାହାରିଛି । ପ୍ରାର୍ଥୀଙ୍କୁ ସିନିଅର ଓ ଜୁନିଅର ଆସୋସିଏଟ ପଦରେ ନିଯୁକ୍ତି…

SBI ବଜାର ଠାରୁ ଶସ୍ତାରେ ବିକ୍ରି କରୁଛି ସୁନା, ଚେକ୍ କରନ୍ତୁ ୧୦ ଗ୍ରାମକୁ କେତେ ଟଙ୍କା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ଆଣିଛି, ଯେଉଁଥିରେ ଆପଣ ଶସ୍ତା ସୁନା କିଣି ପାରିବେ। ଆପଣ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଏକ ସ୍ୱତନ୍ତ୍ର ଅଫର…

ଆପଣଙ୍କ ଶରୀରରେ କେଉଁ କେଉଁ ରୋଗ ରହିଛି: ମୁହଁ ଦେଖି ଜାଣନ୍ତୁ ରୋଗର ସଙ୍କେତ

ରୋଗ କାହା ଶରୀରରେ ନାହିଁ । ଜୀବନ ଅଛି ମାନେ ସମସ୍ତଙ୍କଠାରେ ରୋଗ ରହିଛି । ତେବେ କିଛି ଲୋକଙ୍କ ଶରୀରରେ ଅନେକ ରୋଗ ରହିଥିବା ବେଳେ ସେମାନେ ନିଜକୁ ସୁସ୍ଥ ବୋଲି ଭାବିଥାନ୍ତି । ଆଉ କିଛି ଲୋକଙ୍କ ଠାରେ କୌଣସି ରୋଗ…

ବାଲାଂଦେଶର ଅମ୍ଳଜାନ କାରଖାନାରେ ବିସ୍ଫୋରଣ, ୬ ମୃତ

ଢାକା: ବାଲାଂଦେଶ ଛୋଟଗ୍ରାମ ଜିଲ୍ଲାର ଏକ ଅମ୍ଳଜାନ କାରଖାନାରେ ଅଗ୍ନିକାଣ୍ଡ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଏହା ବ୍ୟତୀତ ୩୦ ଜଣ ଲୋକେ ଆହାତ ହୋଇଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।…

ମୋ ପତ୍ନୀ ୨୨ ବର୍ଷ ହେଲା ହୋଲିରେ ବାପଘରକୁ ଯାଇ ନାହାନ୍ତି: ୧୦ ଦିନ ଛୁଟି ଦିଅନ୍ତୁ, ଇନ୍ସପେକ୍ଟରଙ୍କ ଛୁଟି ଦରଖାସ୍ତ ଭାଇରାଲ

ନୂଆଦିଲ୍ଲୀ: ସରକାରୀ ହେଉ କି ପ୍ରାଇଭେଟ ଚାକିରି ହେଉ ସମସ୍ତଙ୍କୁ ଛୁଟି ଦରକାର ହୋଇଥାଏ । ଅନେକ ସମୟରେ କିଛି ବ୍ୟକ୍ତିଙ୍କର ମଜାଳିଆ ଛୁଟି ଦରଖାସ୍ତ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ଏପରି ଏକ ଘଟଣା ଦେଖିବାକୁ…

ଚିନ୍ମୟୀ ମୃତ୍ୟୁ ରହସ୍ୟ: ଆଜି ଆସିବ ଲାଇ ଡିଟେକ୍ସନ ରିପୋର୍ଟ, ୩୧ ଜଣଙ୍କୁ ମାରାଥନ ଜେରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁକୁ ଏହା ମଧ୍ୟରେ ୪ ଦିନି ବିତିଯାଇଥିବା…