Browsing Category

Breaking News

ଭୁବନେଶ୍ୱରରେ ପହଞ୍ଚିଲେ ଲିଜେଣ୍ଡ କ୍ରିକେଟର: ଆସନ୍ତାକାଲି ବାରବାଟୀରେ ମହାସଂଘର୍ଷ

ଭୁବନେଶ୍ୱର: ଆସନ୍ତାକାଲି କଟକ ବାରବାଟୀ ମ୍ୟାଚରେ ଖେଳାଯିବ ଲିଜେଣ୍ଡସ ଲିଗ କ୍ରିକେଟ । ମୁହାଁମୁହିଁ ହେବେ ଟିମ ଇଣ୍ଡିଆର ପୂର୍ବତନ ଷ୍ଟାର ବୋଲର ହରଭଜନ ସିଂହ ଏବଂ ଇରଫାନ ପଠାନ । ଏଥିପାଇଁ ଉଭୟ ଦଳର ଖେଳାଳିମାନେ ଆଜି…

(Video) ପରିଣତ ବୟସରେ ଗୁହାଳ ସଫା କରି ଚଳୁଛନ୍ତି ବୃଦ୍ଧ ଦମ୍ପତ୍ତି… ଭଙ୍ଗା ଦଦରା କୁଡ଼ିଆ ହିଁ ସାଜିଛି ସାହା ଭରଷା…

ଖଟିବା ପାଇଁ ବୟସ ନାହିଁ, ଚର୍ମ ଧୁଡୁ ଧୁଡୁ ହୋଇ ଗଲାଣି, ଠିକ ଭାବେ କଥା ବି କହି ପାରୁ ନାହାନ୍ତି  । ଆଉ ଏମିତି ଦୁରାବସ୍ଥାରେ ପେଟକୁ ମୁଠାଏ ଦାନା ପାଇଁ ଗାଈ ଗୁହାଳ ସଫା କରିବା ସହ ଘାସ କାଟି ଯାହା ଘାସ ବିକ୍ରି…

ଫିଟ୍ ରହିଲେ ୧୦ ଲକ୍ଷ ପୁରସ୍କାର ଓ ବୋନସ: କର୍ମଚାରୀମାନଙ୍କୁ ଫିଟନେସ୍ ଚ୍ୟାଲେଞ୍ଜ ଦେଲେ କମ୍ପାନୀ ସିଇଓ

ମୁମ୍ବାଇ: ଅନଲାଇନ୍ ବ୍ରୋକିଙ୍ଗ ଫାର୍ମ 'ଜିରୋଧା'ର ସହ ସମ୍ପାଦକ ଏବଂ ସିଇଓ 'ନିତିନ କାମଥ' ନିଜ କମ୍ପାନୀର କର୍ମଚାରୀଙ୍କୁ ଏକ ଭିନ୍ନ ଚ୍ୟାଲେଞ୍ଜ ଦେଇଛନ୍ତି। ଏହି ଚ୍ୟାଲେଞ୍ଜ ସ୍ୱାସ୍ଥ୍ୟ ସହିତ ଜଡ଼ିତ। ସେ ତାଙ୍କ…

Retirement ଘୋଷଣା ନେଇ ଅନୁମାନ କରୁଥିଲେ ଫ୍ୟାନ୍ସ: ଏହି ଘୋଷଣା କଲେ କ୍ୟାପଟେନ କୁଲ

ନୂଆଦିଲ୍ଲୀ: ଆଇପିଏଲ ୨୦୨୩କୁ ନେଇ ବଡ ଘୋଷଣା କରିଛନ୍ତି କ୍ୟାପଟେନ କୁଲ ମାହି । ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଗାମୀ ସିଜନକୁ ନେଇ ଏହି ଘୋଷଣା କରିଛନ୍ତି । ଧୋନୀ ନିଜ ଅବସରକୁ ନେଇ ଘୋଷଣା…

ଆଠ ବର୍ଷର ବାଳକର ତଣ୍ଟିରେ ଅଟକିଗଲା ଏକ କଏନ୍, ତିନି ଦିନ ପର୍ଯ୍ୟନ୍ତ ଚାଲିଲା ଡାକ୍ତରଙ୍କ ସଂଘର୍ଷ

ନୂଆଦିଲ୍ଲୀ: ଗୋଟିଏ ଆଠ ବର୍ଷର ଶିଶୁର ଗଳାରେ ଏକ କଏନ ଅଟକି ଯାଇଥିଲା । ତେବେ ସବୁଠାରୁ ଦୁଃଖର କଥା ହେଉଛି ଉକ୍ତ କଏନଟି ତିନି ଦିନ ପର୍ଯ୍ୟନ୍ତ ତଣ୍ଟିରେ ଲାଗି ରହିଥିଲା । ଏହାପରେ ଶିଶୁଟିର ଶରୀରରେ ଅନେକ ଜଟିଳ ସମସ୍ୟା…

କେତେ ଆଉ ପ୍ରେମ କରିବ, କେତେ ଆଉ ଜୀବନ ହାରିବ: ପିତାମାତାଙ୍କ ଭଲ ପାଇବା ଟିକେ ବୁଝ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ । ମାତ୍ର ଆଜି ଏହି ପବିତ୍ର ଉକ୍ତିଟି ବୋଧହୁଏ ମିଥ୍ୟା ପାଲଟିଯାଇଛି । ଆଜି ଶହ ଶହ ଯୁବକ, ଯୁବତୀ ପ୍ରେମ ପାଇଁ ନିଜ ଜୀବନ ହାରିବାକୁ ପଛାଉ ନାହାନ୍ତି ।…

IRCTC ପକ୍ଷରୁ ଆସିଲା ଶସ୍ତା ଟୁର୍ ପ୍ୟାକେଜ୍, କମ୍ ପଇସାରେ ଥରେ ତିରୁପତି ବାଲାଜୀ ବୁଲି ଆସନ୍ତୁ

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣପ୍ରିୟ ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ଟୁର୍ ପ୍ୟାକେଜ୍ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏହି ସୁଯୋଗ ଆସିଛି । ଏହି…

ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଭୁବନେଶ୍ୱର କ୍ଲବର ସଭାପତି ପଦ ପାଇଁ ଦୁଇ ପୂର୍ବତନ ଆଇଏଏସ ଅଧିକାରୀ ଅସିତ ତ୍ରିପାଠୀ ଓ ସତ୍ୟ ପ୍ରକାଶ…

SSC CGL 2022 : ଚୟନ ପ୍ରକ୍ରିୟା ରେ ବଡ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ(SSC) ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା(CGL)୨୦୨୨ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିସହିତ SSC CGL ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନଙ୍କ ପାଇଁ ୧୭ ସେପ୍ଟେମ୍ବରରୁ ଅନ୍‌ଲାଇନ୍…

IAS-IPS ଅଧିକାରୀଙ୍କ ପାଇଁ ଆସିଲା ନୂଆ ନିୟମ: କେନ୍ଦ୍ର ସରକାର ଜାରି କଲେ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୋଲିସ ସେବା (ଆଇପିଏସ) ଓ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀଙ୍କ ପାଇଁ ଏକ ନୂଆ ନିୟମ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଆସାମ-ମେଘାଳୟ…