Browsing Category
Breaking News
ରାଜ୍ୟରେ କମିଛି ଶୀତର ପ୍ରକୋପ; ୩ରୁ ଥରିବ ସାରା ଓଡିଶା
ଭୁବନେଶ୍ୱର: ରାଜ୍ୟକୁ ଉତ୍ତରା ପବନ ବହୁଥିବା ବେଳେ ବର୍ତ୍ତମାନ ଉତ୍ତର ପୂର୍ବରୁ ପବନ ବହିବ । ଫଳରେ ରାଜ୍ୟରେ କିଛି ଦିନ କମ ମାତ୍ରାରେ ଶୀତ ଅନୁଭୂତ ହେବ । କିନ୍ତୁ ଡିସେମ୍ବର ୩ ରୁ ସାରା ରାଜ୍ୟରେ ପୁଣିଥରେ ଉତ୍ତରା…
ଦେଶବ୍ୟାପୀ ଗ୍ୟାଙ୍ଗଷ୍ଟର ଲିଙ୍କ ମାମଲାରେ ୨୦ ଟି ସ୍ଥାନରେ ରେଡ କରୁଛି NIA
ନୂଆଦିଲ୍ଲୀ :ଗ୍ୟାଙ୍ଗଷ୍ଟର-ଆତଙ୍କବାଦୀ ନକ୍ସସ ମାମଲାର ଯାଞ୍ଚର ଏକ ଅଂଶ ଭାବରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦିଲ୍ଲୀ-ଏନସିଆର, ରାଜସ୍ଥାନ, ହରିୟାଣା, ଏବଂ ପଞ୍ଜାବର ସମେତ ୨୦ ଟି ସ୍ଥାନରେ ଚଢ଼ାଉ ଆରମ୍ଭ…
ସରକାରୀ ଦଲାଲ ମାମଲା, ଚାକିରୀରୁ ବିଦାହେଲେ ଫାର୍ମାସିଷ୍ଟ ଓ ଷ୍ଟାପ ନର୍ସ
ମାଲକାନଗିରି: ରାଜ୍ୟରେ ଚାକିରୀକୁ ନେଇ ଅନେକ ଦୁର୍ନୀତି ମାମଲା ସାମ୍ନାକୁ ଆସୁଛି । ସରାକାରୀ ହେଉ କି ବେସରକାରୀ ସବୁଆଡେ ଲାଂଚ କାରବାର ମମଲା ବନ୍ଦ ହେବାର ନାଁ ନେଉନାହିଁ । ଏହି କାରଣରେ ଚାକିରୀ ପଦବୀ ପାଇଁ ବଂଚିତ…
ଗ୍ରାମବାସୀ ଏବଂ ରେଞ୍ଜ ଅଧିକାରୀ ମୁହାଁମୁହିଁ; ୩ ଗୁରୁତର ୪ ନିଖୋଜ ଉଦ୍ଧାର
କେନ୍ଦୁଝର: କରଞ୍ଜିଆ ବନଖଣ୍ଡରେ ଗ୍ରାମବାସୀ ଓ ବନକର୍ମଚାରୀଙ୍କ ମଧ୍ୟରେ ମୁହାମୁହିଁ ହୋଇଛି । ଫଳରେ କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…
ଓଡ଼ିଶାରୁ ଦୁଇ ଜଣଙ୍କୁ ଶିଳ୍ପଗୁରୁ ଏବଂ ୧୩ ଜଣଙ୍କୁ ଜାତୀୟ ଶିଳ୍ପକାର ପୁରସ୍କାର
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୂଆଦିଲ୍ଲୀ ଠାରେ କୁଶଳୀ ଶିଳ୍ପକାରମାନଙ୍କୁ ଶିଳ୍ପଗୁରୁ ଏବଂ ଜାତୀୟ ଶିଳ୍ପକାର ପୁରସ୍କାର ପ୍ରଦାନ କରାଯାଇଛି । ୨୦୧୭, ୨୦୧୮ ଏବଂ ୨୦୧୯ ବର୍ଷ ପାଇଁ ୩୦ ଜଣଙ୍କୁ ଶିଳ୍ପ ଗୁରୁ ପୁରସ୍କାର ଏବଂ…
ଭାରତର GDP ଅଭିବୃଦ୍ଧି ପୂର୍ବାନୁମାନ ହ୍ରାସ କାଲ SBI, ଦ୍ୱିତୀୟ ତ୍ରୈୟମାସରେ ଅଭିବୃଦ୍ଧି ହାର ୫.୮% ହୋଇପାରେ
ନୂଆଦିଲ୍ଲୀ: ଉତ୍ପାଦନ କାର୍ଯ୍ୟକଳାପରେ ଦୁର୍ବଳତା ଏବଂ ମାର୍ଜିନ ଚାପ ବୃଦ୍ଧି ହେତୁ ଜୁଲାଇ-ସେପ୍ଟେମ୍ବର ତ୍ରୈୟମାସରେ ଦେଶର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ଏସବିଆଇ ରିସର୍ଚ୍ଚ ୫.୮ ପ୍ରତିଶତକୁ ହ୍ରାସ କରିଛି ।…
ଆସନ୍ତାକଲି ବନ୍ଦ ପଦ୍ମପୁର: ଉଦେଶ୍ୟ ମୂଳକ ରେଡ୍କୁ ବିରୋଧ କରି ପଦ୍ମପୁର ବଣିକ ସଂଘର ୧୨ ଘଣ୍ଟିଆ ଡାକରା
ପଦ୍ମପୁର: ସକାଳେ ଆଇଟି ରେଡ୍, ସନ୍ଧ୍ୟାରେ ଜିଏସଟି ରେଡ୍। ଏହାକୁ କିଛି ଲୋକେ ରାଜନୈତିକ ଉଦେଶ୍ୟରେ କରାଯାଉଥିବା କହିଥିବା ବେଳେ କିଛି ଲୋକେ ଏହାକୁ ସକାଳ ରେଡ୍ର ରିଭେଞ୍ଜ ସନ୍ଧ୍ୟାରେ ବୋଲି କହୁଛନ୍ତି। ଉପନିର୍ବଚନୀ…
ଧର୍ମର ସ୍ୱାଧୀନତା ଅନ୍ୟମାନଙ୍କର ବିଶ୍ୱାସକୁ ପରିବର୍ତନ କରିବା ପାଇଁ ଅଧିକାର ଦିଏନାହିଁ- କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଧର୍ମର ସ୍ୱତନ୍ତ୍ରତା ଅଧିକାରରେ ଅନ୍ୟ ଧର୍ମର ଲୋକଙ୍କ ଧର୍ମ ପରିବର୍ତ୍ତନ କରିବା ମୌଳିକ ଅଧିକାରରେ ସାମିଲ ନାହିଁ। ଦେଶରେ ଅବୈଧ ରୂପେ ହେଉଥିବା ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ଦାଖଲ ହୋଇଥିବା…
Video: ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଅଫତାବ ଉପରେ ଆକ୍ରମଣ ଉଦ୍ୟମ, ଖଣ୍ଡା ଧରି ଗୋଡ଼ାଇଲେ ଲୋକେ
ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଅଫତାବ ପୁନାୱାଲାକୁ ନେଇ ଯାଉଥିବା ପୋଲିସ ଭ୍ୟାନ୍ ଉପରେ ହୋଇଛି ଆକ୍ରମଣ । ରୋହିଣୀ ଏଫଏସ୍ଏଏଲ କାର୍ଯ୍ୟାଳୟ ବାହାରେ ଏହି ଘଟଣା ଘଟିଛି । ଘଟଣା ସମୟର ଭିଡିଓ…
ପଦ୍ମପୁର: ୭ଟି ଜାଗାରେ ଜିଏସଟି ଚଢାଉ, ସକାଳେ ଆଇଟି-ସନ୍ଧ୍ୟାରେ ଜିଏସଟି
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚଢାଉ । ସକାଳ ସମୟରେ ଆଇଟି ଏବଂ ସନ୍ଧ୍ୟାରେ ଜିଏସଟି ଚଢାଉ ହୋଇଛି । ସମୁଦାୟ ୭ଟି ଜାଗାରେ ଚଢାଉ ହୋଇଥିବା ଜଣା ପଡ଼ିଛି । ବରଗଡ଼ରେ ୩ଟି, ପଦ୍ମପୁରରେ ୨ଟି ସ୍ଥାନରେ ଚଢାଉ…