Browsing Category

Breaking News

ବିଧାନସଭାରୁ ହଟିଲା କୋଭିଡ କଟକଣା,ସାମ୍ବାଦିକ ମାନଙ୍କୁ ପ୍ରେସ ଗ୍ୟାଲେରୀ ଯିବାକୁ ମିଳିଲା ଅନୁମତି

ଭୁବନେଶ୍ୱର: କୋଭିଡ ମହାମାରୀ ପାଇଁ ବିଧାନସଭାରେ ବହୁ କଟକଣା ଲାଗୁ କରାଯାଇଥିଲା । ବର୍ତ୍ତମାନ ଏହି ସବୁ କଟକଣାକୁ ସମ୍ପୁର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଏଥର ବିଧାନସଭାରେ ସନ୍ଧ୍ୟା ୭ଟା ଯାଏଁ ଗୃହ ଚାଲିବାକୁ ଥିବା…

ଶୀତରେ ଥରୁଛି ସାରା ରାଜ୍ୟ, ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର: ଗତ କିଛି ଦିନ ହେବ ସାରା ରାଜ୍ୟରେ ଶୀତର ପ୍ରଭାବ ବଢିବାର ଲାଗିଛି । ଫଳରେ ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୪ ସହର । ତେବେ ଆହୁରୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।…

କୋରେଇ ଟ୍ରେନ ଦୁର୍ଘଟଣାରେ ରେଲୱେ ବିଭାଗର ବଡ ସୂଚନା, ମୃତକଙ୍କୁ ମିଳିବ ୫ ଲକ୍ଷ..

ଯାଜପୁର :ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଏକ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ତେବେ କୌଣସି କାରଣରୁ ଏକ ମାଲବାହୀ ଟ୍ରେନ ଲାଇନ୍…

କୋରେଇ ଟ୍ରେନ ଦୁର୍ଘଟଣା :ବାତିଲ ହେଲା ୮ଟ୍ରେନ,୫ଟି ଟ୍ରେନକୁ ଆଂଶିକ ବାତିଲ

ଭୁବନେଶ୍ୱର: କୋରେଇ ଟ୍ରେନ ଦୁର୍ଘଟଣା ପରେ ବାତିଲ ହେଲା୮ ଟ୍ରେନ । ସୂଚନାମୁତାବକ ବର୍ତ୍ତମାନ ୮ ଟି ଟେନକୁ ବାତିଲ କରାଯାଇଛି । ଏହା ସହିତ ୫ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ଏକ୍ସପ୍ରେସ ସହ ପ୍ୟାସେଞ୍ଜର…

ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ: ମୃତକଙ୍କ ପରିବାରକୁ ଜଣାଇଲେ ସମବେଦନା

ଯାଜପୁର: ମାଲବାହୀ ଟ୍ରେନ ଲାଇନଚ୍ୟୁତ ଖବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ଏଥିସହିତ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ, ଆହତଙ୍କ ଆଶୁ…

ବିହାର ସଡକ ଦୁର୍ଘଟଣାରେ ୧୨ମୃତ : ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ବିହାର: ସଡ଼କ ସୁରକ୍ଷା ପାଇଁ ଦିନକୁ ଦିନ ନିୟମ ହେଉଛି, ହେଲେ ଦେଶ ତଥା ରାଜ୍ୟରେ ପ୍ରତିଦିନ ସଡକ ଦୁର୍ଘଟଣା ଦେଖିବାକୁ ମିଳୁଛି । ତେବେ ରବିବାର ଦିନ ବିହାର ବୈଶାଳୀ ଜିଲ୍ଲାରେ ଏକ ମର୍ମାନ୍ତୁଦ ସଡକ ଦୁର୍ଘଟଣା ସାମ୍ନାକୁ…

କୋରେଇରେ ଟ୍ରେନ ଦୁର୍ଘଟଣା; ୩ ମୃତ, ଅନେକ ଲୋକ ଆହତ

ଯାଜପୁର: ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଏକ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି । ତେବେ କୌଣସି କାରଣରୁ ଏକ ମାଲବାହୀ ଟ୍ରେନ ଲାଇନ୍…

କଂଗ୍ରେସର କୌଣସି ବିକାଶ ଯୋଜନା ନାହିଁ, ଏହା ପଛରେ ଆପଣଙ୍କର ଭୋଟ୍ ନଷ୍ଟ କରନ୍ତୁ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଗୁଜରାଟ: ଆସନ୍ତା ମାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଲାଣି। ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଆମ୍ରେଲି ଜିଲ୍ଲାର ଲୋକଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ନିବେଦନ…

ପୁରୁଷ ବି ଶିଶୁଙ୍କୁ ଜନ୍ମ ଦେଇ ପାରିବ, ସ୍ତନ୍ୟପାନ କରାଇ ପାରିବ: ଜାଣନ୍ତୁ କ’ଣ ରହିଛି ବୈଜ୍ଞାନିକଙ୍କ ଟେକ୍ନିକାଲ ପ୍ରୋସେସ୍

ନୂଆଦିଲ୍ଲୀ: ଗତ ୧୯୭୪ରେ ‘କୁଆଁରା ବାପ’ ନାମକ ଏକ ଫିଲ୍ମ ମୁକ୍ତିଲାଭ କରିଥିଲା । ଉକ୍ତ ଫିଲ୍ମରେ ସିନେ ତାରକା ମହମୁଦ ଏକ ଗରିବ ରିକ୍ସାବାଲା ଭୂମିକାରେ ଆସିଥିଲେ । ଫିଲ୍ମରେ ସେ ଗୋଟିଏ ଶିଶୁକୁ ମାଆ ପରି ଲାଳନ ପାଳନ…

ଫିଫା ବିଶ୍ୱକପ୍ ୨୦୨୨: କତାରରେ ଆରମ୍ଭ ହେଲା ଫୁଟବଲ୍ ବିଶ୍ୱକପ୍, ଉଦଘାଟନୀ ସମାରୋହରେ ରଙ୍ଗ ଲଗାଇଲେ ବିଟିଏସ୍ ଗାୟକ

କାତର: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ କାତାରରେ ଆରମ୍ଭ ହୋଇଛି ଫୁଟବଲ୍ ବିଶ୍ୱକପ୍। ଏହି କାର୍ଯ୍ୟକ୍ରମରେ କେ ପପ୍ ବ୍ୟାଣ୍ଡ ବିଟିଏସର ଜଙ୍ଗ୍ କୁକ୍ ଏବଂ ପ୍ରସିଦ୍ଧ ଅଭିନେତା ମୋର୍ଗାନ୍ ଫ୍ରିମ୍ୟାନ୍ ଯୋଗ ଦେଇଥିଲେ।…