Browsing Category

Breaking News

ରାଜ୍ୟରେ ଆରମ୍ଭ ହେବ ଛତୁ ମିଶନ: ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ସବସିଡି, ସାମିଲ୍ ହେବେ SHG, ବଢ଼ିବ ଉତ୍ପାଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଛତୁ ମିଶନ । ବର୍ତ୍ତମାନ ରାଜ୍ୟରେ ବାର୍ଷିକ ପାଖାପାଖି ୩୫ ହଜାର ଟନ୍ ଛତୁ ଉତ୍ପାଦିତ ହେଉଥିବା ବେଳେ…

ବିବାଦ ଘେରରେ କୋଟା : ଦିନ କୁ ଦିନ ବୃଦ୍ଧି ପାଉଛି ଆତ୍ମହତ୍ୟା ସଂଖ୍ୟା, ଛାତ୍ରଛାତ୍ରୀ ପାଇଁ କୋଟା ସୁରକ୍ଷିତ କି ?

କୋଟା: କୋଟା ରାଜସ୍ଥାନର ଏକ ସହର ଯାହା କେବଳ ଏହାର ପ୍ରାଚୀନ ସ୍ଥାପତ୍ୟ ସ୍ଥାନ ଏବଂ ଚମତ୍କାର ଉଦ୍ୟାନ ପାଇଁ ପ୍ରସିଦ୍ଧ ନୁହେଁ ବରଂ ଆଇଆଇଟି ଏବଂ ମେଡିକାଲ୍ କଲେଜରେ ଦାଖିଲା ଭରିବା ପାଇଁ ଉଚ୍ଚତ୍ତମ କୋଚିଂ କ୍ଲାସ୍…

ଯୁକ୍ତ ତିନି ଓ ପିଜି ସ୍ତରରେ ଲାଗୁ ହେବ ଷ୍ଟାର୍ଟ ଅପ୍ ନୀତି: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ଓ ସୁଦୃଢ଼ୀକରଣ କରିବା ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ଏହି କ୍ରମରେ ରାଜ୍ୟର କଲେଜ ସ୍ତରରେ ଲାଗୁ ହେବାକୁ…

ସାରା ଦେଶରେ ଲାଗୁ ହେବ OPS! ରଦ୍ଦ ହୋଇଯିବ NPS, କ’ଣ ରହିଛି PFRDAର ଯୋଜନା

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ପୁରୁଣା ପେନସନ ବ୍ୟବସ୍ଥା (ଓପିଏସ) ଲାଗୁ ନେଇ ଚର୍ଚ୍ଚା ଜାରି ରହିଛି । ଏଥିସହିତ କେନ୍ଦ୍ର ସରକାର ନୂଆ ପେନସନ ବ୍ୟବସ୍ଥାକୁ ରଦ୍ଦ କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି । କିଛି…

Odisha Staff Selection Commission ପକ୍ଷରୁ ବାହାରିଲା ୧୩୯୦ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ୧୩୯୦ଟି ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । କମ୍ବାଇନଡ୍ ପୋଷ୍ଟ ଗ୍ରାଜୁଏଟ ଲେବଲ (ସିଜିଏଲ)…

କୋର୍ଟରେ ହାଜର ହେଲେ ଜଗବନ୍ଧୁ; ସ୍ୱାମୀ ସ୍ତ୍ରୀଙ୍କୁ ହୋଇପାରେ ମୁହାଁମୁହିଁ ଜେରା

ଭୁବନେଶ୍ୱର: ସାରା ରାଜୟରେ ଚର୍ଚ୍ଚାରେ ଥିବା ଅର୍ଚ୍ଚନା ନାଗ ମାମଲାରେ ଆସିଲା ବଡ ଅବଡେଟ୍ । ଆଜି ଭୁବନେଶ୍ୱର କୋର୍ଟରେ ହାଜର ହେଲେ ଉଭୟ ସ୍ୱାମୀ-ସ୍ତ୍ରୀ । ତେବେ ଉଭୟଙ୍କୁ ହୋଇପାରେ ମୁହାଁ ମୁହିଁ ଜେରା । ତେବେ…

୩୦ ବର୍ଷ ପରେ ପୁରୁଷଙ୍କୁ ହୋଇପାରେ ଏହି ସମସ୍ୟା: ହୋଇଯାଅ ସାବଧାନ୍

୩୦ ବର୍ଷ ବୟସ ପରେ ପ୍ରାୟତଃ ପୁରୁଷମାନଙ୍କଠାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟାଗୁଡିକ ସାଧାରଣ ହୋଇପାରେ କିମ୍ବା ଗମ୍ଭୀର ମଧ୍ୟ ହୋଇପାରେ । ଏଭଳି ପରିସ୍ଥିତିରେ ଲୋକମାନେ ଏହି ସମସ୍ୟା…

ଏଲନ୍ ମସ୍କ ଲଞ୍ଚ କଲେ ଟ୍ୱିଟରର ଅପଡେଟ୍ ଆକାଉଣ୍ଟ୍ ଭେରିଫିକେସନ୍ ପ୍ରୋଗ୍ରାମ : ଏଣିକି ୩ଟି ରଙ୍ଗରେ ହେବ ଟିକ୍

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଟ୍ୱିଟର ୟୁଜର ଓ ଅନେକ ଦିନରୁ ଟ୍ୱିଟରର ଅପଡେଟ୍ ଆକାଉଣ୍ଟ୍ ଯାଞ୍ଚ ପ୍ରୋଗ୍ରାମକୁ ଅପେକ୍ଷା କରିଛ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଟ୍ୱିଟର ଅନେକ ସମୟ ଅପେକ୍ଷା ପରେ…

ଆଙ୍ଗୁଠି ଫୁଟାଇବା ଅଭ୍ୟାସ ଯୋଗୁଁ ହୋଇପାରେ ବଡ଼ କ୍ଷତି: ଶୁଣିଲେ ଉଡିଯିବ ହୋସ୍!

ଆଙ୍ଗୁଠି ଫୁଟାଇବା ବହୁତ ଖରାପ ଅଭ୍ୟାସ । ଆମ ଭିତରେ ଅନେକ ଲୋକ ଏପରି ଅଛି, ଯେଉଁମାନଙ୍କୁ ଆଙ୍ଗୁଠି ଫୁଟାଇବାର ଅଭ୍ୟାସ ରହିଛି । ସେମାନେ ଦିନକ ଭିତରେ ଅନେକ ଥର ଆଙ୍ଗୁଠି ଫୁଟାଇଥାନ୍ତି । କେବେ ଆପଣ ଭାବିଛନ୍ତି କି,…

LACରେ ମୁହାଁମୁହିଁକୁ ନେଇ ଗୃହରେ ରାଜନାଥଙ୍କ ବିବୃତି: କହିଲେ-‘ଆମ ସେନା ଚୀନକୁ ବାହାଦୂରୀରେ ଦେଲା ଜବାବ’

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶରେ ଭାରତ ଚୀନ ସେନା ମୁହାଁମୁହିଁ ହେବାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧୀମାନଙ୍କ ହଙ୍ଗାମା ଜାରି ରହିଛି । ଏହାରି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସମାରେ ଏହାକୁ ନେଇ…