Browsing Category
Breaking News
ଭାଙ୍ଗିଗଲା ଟି-୨୦ ବିଶ୍ୱକପ ସ୍ୱପ୍ନ: ଇଂଲଣ୍ଡ ଆଗରେ ସରେଣ୍ଡର କରିଗଲା ଭାରତ
ଏଡିଲେଡ: ଟି-୨୦ ବିଶ୍ୱକପ ୨୦୨୨ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ଆଗରେ ସରେଣ୍ଡର କରିଯାଇଛି ଭାରତୀୟ ଟିମ୍ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ଧିମା ଆରମ୍ଭ କରିଥିଲା। କେ.ଏଲ ରାହୁଲ ମାତ୍ର ୫ ରନ୍…
ଏସବିଆଇର ୪୪ କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର: ବନ୍ଦ ହୋଇଯିବ SBI YONO ଆକାଉଣ୍ଟ! ବ୍ୟାଙ୍କ ଦେଲା ବଡ଼ ସୂଚନା
ନୂଆଦିଲ୍ଲୀ: ଯଦି ଆପଣ ଜଣେ ଏସବିଆଇର ଗ୍ରାହକ ଓ ନିଜ ମୋବାଇଲରେ ୟୋନୋ ଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଆପଣଙ୍କ ଏସବିଆଇ ୟୋନୋ ଆପ୍ ବନ୍ଦ ହୋଇଯିବ! ଏପରି ଏକ ମେସେଜ୍ ଏବେ ସୋସିଆଲ…
ନେତା-ଅର୍ଚ୍ଚନାଙ୍କ ସମ୍ପର୍କକୁ ନେଇ ପୋଲ ଖୋଲିଲେ ଭଉଣୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲେଡି ବ୍ଲାକମେଲ ଅର୍ଚ୍ଚନା ନାଗଙ୍କୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ନେତା, ମନ୍ତ୍ରୀଙ୍କ ସହ ଅର୍ଚ୍ଚନାଙ୍କ ସମ୍ପର୍କ ଥିବା ସହ ବଡ଼ ବଡ଼ ନେତାଙ୍କ ସହ ତାଙ୍କ…
Ind Vs Eng Semifinal: ହାର୍ଦିକ ପାଣ୍ଡ୍ୟାଙ୍କ ଧୁଆଁଧାର ଅର୍ଦ୍ଧଶତକ, ଇଂଲଣ୍ଡ ଆଗରେ ବିଜୟ ଲକ୍ଷ୍ୟ ୧୬୯
ଏଡିଲେଡ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଏଡିଲେଡରେ ଖେଳାଯାଉଛି । ଏହି ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ଜସ୍ ବଟଲର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ ।…
National Exit Test କ’ଣ: ଆସନ୍ତାବର୍ଷରୁ ହଟିଯିବ NEET PG, ଗୋଟିଏ ପରୀକ୍ଷାକୁ ବାଧ୍ୟତାମୂଳକ କରିବ NMC!
ନୂଆଦିଲ୍ଲୀ: ମେଡିକାଲ ସେକ୍ଟରରେ କ୍ୟାରିୟର କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଅନ୍ୟତମ କୁହାଯାଉଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ…
ହୋଟେଲ ରୁମରେ ସୁଟ୍ କରାଯାଇଥିବା ‘ଅଶ୍ଲୀଳ ଭିଡିଓ’ ହେଲା ଭାଇରାଲ: ଦମ୍ପତି ଗିରଫ
ନୂଆଦିଲ୍ଲୀ: ହୋଟେଲ ରୁମରେ ପର୍ଣ୍ଣ ଭିଲ୍ମ ସୁଟ୍ କରିବା ଅଭିଯୋଗରେ ଦମ୍ପତିଙ୍କୁ ଗରିଫ କରାଯାଇଛି । ମୁସଲିମ୍ ବହୁସଂଖ୍ୟକ ଦେଶ ଇଣ୍ଡୋନେସିଆରେ ସେହି ଦମ୍ପତିଙ୍କୁ ୬ ବର୍ଷ ଜେଲଦଣ୍ଡ ହୋଇପାରେ । ତେବେ ଦମ୍ପତି ୨ ଜଣ…
ଆଧାରକାର୍ଡ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ସରକାର: ଏଣିକି ପ୍ରତି ୧୦ ବର୍ଷରେ କରିବାକୁ ପଡ଼ିବ…
ନୂଆଦିଲ୍ଲୀ: ଯଦି ଆପଣ ୧୦ ବର୍ଷ ପୂର୍ବେ ଆଧାରକାର୍ଡ ପ୍ରସ୍ତୁତ କରିଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଏକ ଗାଇଡଲାଇନ୍ ଜାରି କରିଛି । ୧୦…
ଭୂମି ଅଧିକାର ଅଭିଯାନ ସହରର ଗରିବ ଲୋକଙ୍କ ଜୀବନରେ ରୂପାନ୍ତର ଆଣିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର :ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ସୁଦିନ ଆସିଛି । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ମୁଖ୍ୟମନ୍ତ୍ରୀ…
ଟି୨୦ ବିଶ୍ବକପ୍ ଦ୍ବିତୀୟ ସେମି-ଫାଇନାଲ୍:ଟସ୍ ହାରିଲା ଭାରତ, କିନ୍ତୁ ମ୍ୟାଚ ଜିତିବ ପାଇଁ କରିବ ଫାଇଟ
ଆଡିଲେଡ୍: ଟସ୍ ହାରିଲା ଭାରତ । ଏବେ ବ୍ୟାଟିଂ କରିବ ଦଳ । ଅଷ୍ଟ୍ରେଲିଆର ଆଡିଲେଡ୍ ଗ୍ରାଉଣ୍ଡରେ ଆଜି ୨ୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ୨ୟ ସେମିଫାଇନାଲରେ…
ବାଲିଯାତ୍ରାରେ ନିମ୍ନମାନର ଖାଦ୍ୟନେଇ ଚଢାଉ, ବାସି ଖାଦ୍ୟକୁ ଫୋପାଡି ଦିଆଗଲା
କଟକ: ଆରମ୍ଭ ହୋଇସାରିଛି ଐତିହାସିକ ବାଲିଯାତ୍ରା । ବିଭିନ୍ନ ରକମର ସାମଗ୍ରୀ ବିକ୍ରି ହେବା ସହ ଖାଦ୍ୟର ଚାହିଦାକୁ ସେତିକି ପ୍ରାଧାନ୍ୟ ଦିଆଯାଇଥାଏ ବାଲିଯାତ୍ରାରେ । ତେବେ ଆଜି କଟକ ବାଲିଯାତ୍ରା ପଡିଆରେ ମହାନଗର ନିଗମ…