Browsing Category
Breaking News
୨୮ ଅକ୍ଟୋବରରେ ଭୁବନେଶ୍ୱରେ ଆୟୋଜନ ହେବ ନିଯୁକ୍ତି ମେଳା, ଭାଗ ନେଇ ପାରିବେ ଆଂଶିକ ଭିନ୍ନକ୍ଷମ
ଭୁବନେଶ୍ୱର: ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି, ସେଥିରେ ଆଂଶିକ ଭିନ୍ନକ୍ଷମ ମାନେ (୪୦% ରୁ ଅଧିକ ନୁହେଁ)…
ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ ଆୟୋଜନ କରିବ ସ୍କିଲ ଇଣ୍ଡିଆ, ଯୁବପିଢ଼ିଙ୍କୁ ମିଳିବ ବହୁ ନିଯୁକ୍ତି ପ୍ରସ୍ତାବ
ଭୁବନେଶ୍ୱର: ଓଡ଼ିଶାର ଯୁବପିଢ଼ିଙ୍କୁ ଆପ୍ରେଣ୍ଟଶିପ ପ୍ରଶିକ୍ଷଣ ଏବଂ ନିଯୁକ୍ତି ସୁଯୋଗ ଦେବା ଲାଗି ଆସନ୍ତା ୬ ନଭେମ୍ବର ୨୦୨୨, ରବିବାର ଦିନ ଢେଙ୍କାନାଳ ଠାରେ ‘କୌଶଳ ମହୋତ୍ସବ’ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ…
ଶାରଳା ପୁରସ୍କାର ପାଇଲେ ଗୌରହରି: କଥାକାର ଭାବେ ହାସଲ କରିଛନ୍ତି ନିଆରା ପରିଚୟ
କଥାକାର ଗୌରହରି ଦାସଙ୍କ ଆଜି ମିଳିଛି ଏକ ବିରାଟ ଉପହାର । ସ୍ୱତନ୍ତ୍ର ଉତ୍ସବରେ ଶାରଳା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ପୁରସ୍କାର ଭାବରେ ୫ ଲକ୍ଷ ଟଙ୍କା ସହିତ ମାନପତ୍ର ଏବଂ ଫଳକ ପ୍ରଦାନ ଗ୍ରହଣ…
‘ଡାର୍ଟୀ ବମ୍’ ବାହାନାରେ ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣ କରିପାରେ ଋଷ, ଚେତାଇ ଦେଲେ ରକ୍ଷାମନ୍ତ୍ରୀ
ନୂଆଦିଲ୍ଲୀ: ୟୁକ୍ରେନ୍ରେ ଜାରୀ ରହିଥିବା ଯୁଦ୍ଧ ମଧ୍ୟରେ ପରମାଣୁ ଆକ୍ରମଣର ଆଶଙ୍କା ବଢିବାରେ ଲାଗିଛି। 'ଡାର୍ଟୀ ବମ୍' ବାହାନାରେ ଋଷ ସେନା ୟୁକ୍ରେନ୍ ଉପରେ ପରମାଣୁ ବୋମା ଆକ୍ରମଣ କରିପାରେ ବୋଲି କୁହାଯାଉଛି। ଋଷ…
ଡ୍ରାଇ ସାମ୍ପୁରୁ କ୍ୟାନ୍ସର ହେବା ଆଶଙ୍କା: ଭାରତରେ ବିକ୍ରି ହେଉଛି କି ଏହି ସାମ୍ପୁ ? ସ୍ପଷ୍ଟୀକରଣ ଦେଲା କମ୍ପାନୀ…
ନୂଆଦିଲ୍ଲୀ: ୟୁନିଲିଭର କମ୍ପାନୀର ଅନେକ ସାମ୍ପୁରେ ବେଞ୍ଜୀନ୍ ନାମକ ଭୟଙ୍କର କେମିକାଲ ମିଳିବା ପରେ କମ୍ପାନୀ ଆମେରିକା ବଜାରରୁ ନିଜ ଉତ୍ପାଦ ଫେରାଇବାକୁ ନିଷ୍ପତି ନେଇଛି । ଏହାରି ମଧ୍ୟରେ ୟୁନିଲିଭର ସହାୟକ କମ୍ପାନୀ…
ବିଶ୍ୱ କ୍ରିକେଟ୍ ରେ କୋହଲିଙ୍କ ଦବଦବା ପୁଣି ଆରମ୍ଭ, ଟି -୨୦ ର଼୍ୟାଙ୍କିଙ୍ଗରେ ଟପ୍ ୧୦ କୁ ଫେରିଲେ
ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିବା ପରେ ପୁଣିଥର ବିଶ୍ୱ କ୍ରିକେଟରେ ଦବଦବା ଆରମ୍ଭ କରିଛନ୍ତି ବିରାଟ କୋହଲି। ଏହା ସହିତ ବିଶ୍ୱ କ୍ରିକେଟରେ ନିଜର ହଜିଯାଇଥିବା ରାଜତ୍ୱକୁ ପୁନର୍ବାର ବିରାଟ…
SDJM କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ: ତଥ୍ୟ ନଥାଇ ପ୍ରଚାର ପ୍ରସାର ନକରିବାକୁ ଗଣମାଧ୍ୟମକୁ କଲେ ଅନୁରୋଧ
ଭୁବନେଶ୍ୱର: ବହୁ ବ୍ଲାକ୍ମେଲିଂ ମାମାଲାରେ ଆଜି ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗ । ଝାରପଡ଼ା ଜେଲ୍ରୁ କଡ଼ା ସୁରକ୍ଷା ବଳୟରେ ଆଣି ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା । ପ୍ରଯୋଜକ ଅକ୍ଷୟ…
ଗ୍ରାଜୁଏଟଙ୍କ ପାଇଁ ବାହାରିଲା ବମ୍ପର ଚାକିରି: ଦରମା ୯୨ ହଜାର, ସେନାର ଏହି ପଦବୀ ପାଇଁ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଭାରତୀୟ ସେନାରେ ରହିଛି ବମ୍ପର ସରକାରୀ ନିଯୁକ୍ତି ସୁଯୋଗ । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ମି ଆର୍ଡିନେନ୍ସ ଡିପୋ ଏବଂ ୟୁନିଟରେ ସାମଗ୍ରୀ ସହାୟକ ପାଇଁ ଚାକିରି ବାହାରିଛି । ବିଜ୍ଞପ୍ତି…
ବେଡରୁମରେ ପ୍ରେମିକ ସହ ରାସଲୀଳା କରୁଥିଲେ ବୋହୂ: ଶବ୍ଦ ଶୁଣି କବାଟ ଖୋଲିଦେଲେ ଶ୍ୱଶୁର, ଆଉ ତା’ପରେ…
ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଏକ ଗାଁରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ବେଡରୁମରେ ନିଜ ପ୍ରେମିକ ସହ ରାସଲୀଳା କରୁଥିବା ବୋହୂକୁ ଧରିପକାଇଲେ ଶ୍ୱଶୁର । ଏହି ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ…
Video: ଗୋଟିଏ ରନୱେରେ ଆସିଗଲା ୨ଟି ପ୍ଲେନ୍, ଆଉ ତା’ପରେ…
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସୁଛି । ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ରନୱେରେ ୨ଟି ଏୟାରକ୍ରାଫ୍ଟକୁ ଆସୁଥିବା ଦେଖିବାକୁ ମିଳିଛି…