Browsing Category

Breaking News

ପୁଣି ବଢିଲା ଜ୍ୟାକଲିନଙ୍କ ସମସ୍ୟା: ଦେଶ ଛାଡ଼ିବା ସହିତ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କଲା ED

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଫାଶରେ ପଡିଥିବା ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଦେଶ ଛାଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ। ଶନିବାର ନିୟମିତ ଜାମିନରେ ଦାଖଲ ହୋଇଥିବା ସମୟରେ ଏଭଳି ବଡ଼ ଖୁଲାସା ହୋଇଛି।…

ଫେକ୍ କଷ୍ଟମର କେୟାର ନମ୍ବର ଉପରେ ଲାଗିବ ଲଗାମ୍: ଆକ୍ସନ୍ ମୋଡରେ ସରକାର, ଜାଣନ୍ତୁ କ’ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: ଆଜିକାଲି ନକଲି କଷ୍ଟମର କେୟାର ନମ୍ବର ଜାଲିଆତିର ଅନେକ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ କେନ୍ଦ୍ରରେ ଥିବା ମୋଦୀ ସରକାର ଏଥିରେ ଲଗାମ୍ ଲଗାଇବାକୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନେକ ଥର…

ଏପରି ସ୍ୱାମୀର ପରମ ଶତ୍ରୁ ପାଲଟିଯାଏ ପତ୍ନୀ: ଆଖି ଆଗରେ ବି ଦେଖିବାକୁ ଚାହାଁନ୍ତିନି

ନୀତି ଶାସ୍ତ୍ରର ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ନିଜ ଚାଣକ୍ୟ ନୀତିରେ ଜୀବନ ସହ ଜଡ଼ିତ ଅନେକ ତଥ୍ୟ ବିଷୟରେ କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିର ଶକ୍ତି ଉପରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପରି ଜଣେ ସାଧାରଣ…

Video: ଝରକା ପାଖ ସିଟ୍ ପାଇଁ ପୁଅ-ଝିଅଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ସ୍କୁଲ ବସରେ ଚାପୁଡ଼ା ବର୍ଷା

ନୂଆଦିଲ୍ଲୀ: ରାସ୍ତାଘାଟରେ ଲୋକମାନେ ଛୋଟ ଛୋଟ କଥାକୁ ନେଇ ଲଢ଼ୁଥିବାର ତ ଆପଣମାନେ ନିଶ୍ଚିତ ଦେଖିଥିବେ । ଏହା ସହ ସାମାନ୍ୟ ଟଙ୍କା ପାଇଁ, ପାର୍କିଂ, ଛୋଟକାଟିଆ ଧକ୍କା ପାଇଁ ଲୋକମାନେ ପରସ୍ପରର ଜୀବନ ନେବାକୁ…

ଟି -୨୦ ବିଶ୍ୱକପ: ସୁପର-୧୨ ପ୍ରଥମ ମ୍ୟାଚରେ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୮୯ ରନରେ ହରାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଆଜିଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ପର୍ଯ୍ୟାୟର ମୁକାବିଲା ଆରମ୍ଭ ହୋଇଛି। ପ୍ରଥମ ମୁକାବିଲାରେ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ବଡ ବ୍ୟବଧାନରେ ହରାଇଛି ପଡୋଶୀ ନ୍ୟୁଜିଲାଣ୍ଡ। ସିଡନୀରେ ଅନୁଷ୍ଠିତ…

ଦୀପାବଳି ଓ ଛଟ୍ ପୂଜା ପାଇଁ ଟ୍ରେନ୍ ଯାତ୍ରା କରୁଥିଲେ ସାବଧାନ୍! ଏହି ସାମଗ୍ରୀ ନେଉଥିଲେ ହୋଇପାରେ ୩ ବର୍ଷ ଜେଲ

ନୂଆଦିଲ୍ଲୀ: ଭାରତୀୟ ରେଲୱେରେ ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ ଲୋକ ଯାତ୍ରା କରୁଛନ୍ତି । ଏହା ସହ କିଛି ପର୍ବ-ପର୍ବାଣୀ ଆସିଲେ ଯାତ୍ରୀଙ୍କ ସଂଖ୍ୟା ଅଧିକ ବଢ଼ିଯାଏ । ଏବେ ଦୀପାବଳି ଓ ଛଟ ପୂଜା ପାଇଁ ଲୋକମାନେ ନିଜ ନିଜ…

ବିଦ୍ୟୁତ ଆଘାତରେ ଚାଲିଗଲା ୩ ଜୀବନ: ଛେଳିକୁ ବଞ୍ଚାଇବାକୁ ଯାଇ ମୃତ୍ୟୁ

ତେଲକୋଇ: ରାଜ୍ୟରେ ଏକ ମରଣଯନ୍ତା ସାଜିଛି ବିଦ୍ୟୁତ ଆଘାତ । ପ୍ରତିଦିନ କିଛି ନା କିଛି ବିଦ୍ୟୁତ ଜନିତ ମୃତ୍ୟୁ ଘଟଣା ସାମନାକୁ ଆସୁଛି । ଏବେ ତେଲକୋଇ ଅଞ୍ଚଳରୁ ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଏଠାକାର ୩…

୬ ଟି ଷ୍ଟେସନରେ ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍: ଏଣିକି ଆପଣଙ୍କୁ ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ପାର୍ବଣ ଋତୁରେ ନିଜର ସମସ୍ତ ରେଲୱେ ଷ୍ଟେସନରେ ଜମୁଥିବା ଭିଡ଼ ସମୟରେ ବିଶୃଙ୍ଖଳା ରୋକିବା ଓ ଅନାବଶ୍ୟକ ଲୋକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ରେଳ ଏକ ବଡ଼ ନିଷ୍ପତ୍ତି ନେଇଛି । କେନ୍ଦ୍ରୀୟ…

Prasar Bharti ମାଧ୍ୟମରେ କରାଯିବ ସରକାରୀ ସିଧା ପ୍ରସାରଣ କାର୍ଯ୍ୟ: ସମସ୍ତ ରାଜ୍ୟ ଓ ମନ୍ତ୍ରଣାଳୟକୁ କେନ୍ଦ୍ରର ନୋଟିସ୍

ନୂଆଦିଲ୍ଲୀ: ଏଣିକି ସମସ୍ତ ସରକାରୀ ପ୍ରସାରଣ କାର୍ଯ୍ୟ କରିବ ପ୍ରସାର ଭାରତୀ । ଭବିଷ୍ୟତରେ କେନ୍ଦ୍ର ସରକାରଙ୍କର କୌଣସି ମନ୍ତ୍ରଣାଳୟ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରସାରଣରେ ସାମିଲ ହୋଇପାରିବେ ନାହିଁ । ନିଜର…

ଅକ୍ଟୋବର ୨୫ରେ ସ୍କୁଲ-କଲେଜ, କୋର୍ଟ ଓ ବ୍ୟାଙ୍କ ସବୁ ବନ୍ଦ: ଛୁଟି ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅକ୍ଟୋବର ୨୫ରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସୂର୍ଯ୍ୟପରାଗ ପାଇଁ ସମସ୍ତ ସରକାରୀ ଅଫିସ ଛୁଟି ରହିବ । ସରକାରୀ ସ୍କୁଲ, କଲେଜ, ରାଜସ୍ୱ ବିଭାଗୀୟ କୋର୍ଟ ବ୍ୟାଙ୍କ ଛୁଟି ରହିବ…