
Browsing Category
Breaking News
Professor of Practice ପଦବୀ ପାଇଁ ଆରମ୍ଭ ହେବ ନିଯୁକ୍ତି: ସମସ୍ତ ଶିକ୍ଷାନୁଷ୍ଠାନ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଲା UGC
ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ତରଫରୁ ଏକ ନୂଆ ଅପଡେଟ୍ ଆସିଛି । ଖୁବଶୀଘ୍ର ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ପଦବୀରେ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି । ୟୁନିଭରସିଟି ଓ କଲେଜଗୁଡ଼ିକରେ ଏହି ପଦବୀରେ…
Video: ଗଲୱାନ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ପ୍ରଥମ ଦେଖା ସାକ୍ଷାତ
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀରେ ଦେଖା ସାକ୍ଷାତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ। ଇଣ୍ଡୋନେସିଆ ରାଷ୍ଟ୍ରପତି ଆୟୋଜନ କରିଥିବା ରାତ୍ରୀ ଭୋଜନରେ ଦୁହିଁଙ୍କ…
OPTCL ପକ୍ଷରୁ ବାହାରିଲା ୨୫୦ଟି ପଦବୀ: ଆସନ୍ତା ତିନି ଦିନ ମଧ୍ୟରେ ଆବେଦନ କରନ୍ତୁ
ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…
ଷ୍ଟେଟ ବ୍ୟାଙ୍କର ଗ୍ରାହକଙ୍କୁ ବଡ଼ ଝଟକା: ସୁଧ ହାର ବୃଦ୍ଧି କଲା ବ୍ୟାଙ୍କ, ଦେବାକୁ ପଡିବ ଅଧିକ EMI
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ର ସମସ୍ତ ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର। ଏସବିଆଇ ଏହାର ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କାରଣ ବ୍ୟାଙ୍କ ଏହାର ଗ୍ରାହକମାନଙ୍କର ଲୋନ୍…
ବୈଜ୍ଞାନିକଙ୍କ ବଡ଼ ସଫଳତା: ଛତୁରୁ ନିର୍ମାଣ ହେବ କମ୍ପ୍ୟୁଟର ଚିପସ୍, ବିଶ୍ୱରୁ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ହ୍ରାସ ପାଇବ
ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବୈଦ୍ୟୁତିକ ବର୍ଜ୍ୟବସ୍ତୁକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ତେବେ ଏହି କ୍ଷତି ପଛର ଏକ ବଡ଼ କାରଣ ହେଉଛି ଇଲେକ୍ଟ୍ରୋନିକ ଚିପ୍ସ । ଏହି ଚିପ୍ସ ତିଆରି କରିବା ପାଇଁ…
(Video) G20 Summit 2022ରେ ଚମକିଲେ ମୋଦୀ: ଇଣ୍ଡୋନେସିଆର ପ୍ରାଚୀନ ବାଦ୍ୟଯନ୍ତ୍ର ବଜାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଇଣ୍ଡୋନେସିଆ ଗସ୍ତରେ ଯାଇଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଜି୨୦ ସମ୍ମିଳନୀ ୨୦୨୨ରେ ଯୋଗ ଦେବା ସହିତ ଭାରତୀୟ ସଂପ୍ରଦାୟଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ…
ଜାନୁଆରୀ ୧୮ରେ ହେବ JEE Mains ୨୦୨୩ ପରୀକ୍ଷା! ଛାତ୍ରଛାତ୍ରୀଙ୍କୁ ସ୍ପଷ୍ଟିକରଣ ଦେଲା NTA
ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ସ ପରୀକ୍ଷା ୨୦୨୩କୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ସୋସିଆଲ ମିଡ଼ିଆରେ ଜେଇଇ ମେନ୍ସ ୨୦୨୩କୁ ନେଇ…
ଗୋଟିଏ ଦିନ ବଢିଲା କଟକର ଐତିହାସିକ ବାଲିଯାତ୍ରା; ଲୋକଙ୍କ ଆଗ୍ରହକୁ ଦେଖି ନିଷ୍ପତ୍ତି
କଟକ:କଟକର ଐତିହାସିକ ବାଲି ଯାତ୍ରା ଆସନ୍ତାକଲି ସରିବାକୁ ଥିବାବେଳେ ଏହାକୁ ଆଉ ଗୋଟିଏ ଦିନ ବଢାଇ ଦିଆଯାଇଛି । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବୁଧବାର ଦିନ ସରିବାକୁ ଥିବା ଐତିହାସିକ…
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା:ଚାଷୀଙ୍କୁ ୨୦୦ ଶହ କୋଟି ଟଙ୍କା ଇନପୁଟ୍ ସହାୟତା ଯୋଗେଇ ଦେବାକୁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାୟ ୨୦୦ ଶହ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା କରିଛନ୍ତି। ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳର ଦୁଃଖୀ ଚାଷୀଙ୍କ ପାଇଁ ୨୦୦ ଶହ କୋଟି ଘୋଷଣା କରିଛନ୍ତି।…
Video : ରେଲୱେ ଟ୍ରାକରେ ଜୋତା ପାଇଁ ଜୀବନକୁ ବିପଦରେ ପକାଇଲେ ବ୍ୟକ୍ତି, ରାମଦୂତ ସାଜିଲେ RPF ଯବାନ୍
ସମଗ୍ର ବିଶ୍ୱରେ ଅବହେଳା ଯୋଗୁଁ ପ୍ରତିଦିନ ବହୁସଂଖ୍ୟ ଲୋକ ପ୍ରାଣ ହରାଉଛନ୍ତି । ରାସ୍ତା ଓ ରେଲୱେ ଟ୍ରାକରେ ସତର୍କତା ଅବଲମ୍ବନ କରୁନଥିବା ଲୋକ ଦୁର୍ଘଟଣାର ଶିକାର ହେଉଥିବାର ଭିଡିଓ ନିକଟରେ ସୋସିଆଲ ମିଡିଆରେ ଭାଇରାଲ…