CHARIDHAM
Browsing Category

Breaking News

ଖୁବଶୀଘ୍ର ରାଜ୍ୟରେ ଖୋଲିବ ୩ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର: ପରିବହନ ବିଭାଗର ନୂଆ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବାକୁ ଯାଉଛି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଆଇଡିଟିଆର) । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅଶୋକ…

ପୁଣି ବଢ଼ିବ ମହଙ୍ଗା ଭତ୍ତା! କର୍ମଚାରୀଙ୍କୁ ପୁଣି ବଡ଼ ଉପହାର ଦେବେ ମୋଦୀ ସରକାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ପୁଣି ଏକ ବଡ଼ ଖୁସି ଖବର ଆସୁଛି । ପୁଣି ବଢ଼ିବ ମହଙ୍ଗା ଭତ୍ତା (ଡିଏ) । ସାରା ଦେଶରେ ଏବେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ସରକାର କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ବିଚାର…

ଅଟୋ ଉପରେ ଓଲଟିଲା ବାଲି ବୋଝେଇ ଟ୍ରକ : ୪ ମୃତ

ମହାରାଷ୍ଟ୍ର: ସଡ଼କ ଦୁର୍ଘଟଣା ପ୍ରତିଦିନ ଦେଖିବାକୁ ମିଳୁଥିବା ବେଳେ ଆଜି ମହାରାଷ୍ଟ୍ରରେ ଏକ ସଡ଼କ ଦୃର୍ଘଟଣାରେ ୪ଟି ଜୀବନ ଚାଲିଯାଇଛି । ଦୃର୍ଘଟଣାଟି ମହାରାଷ୍ଟ୍ର ରାଇରଙ୍ଗପୁର ଠାରେ ଘଟିଛି । ଏକ ବାଲି ବୋଝେଇ ଟ୍ରକ…

T-20 World Cup ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଅଧିନାୟକ ରୋହିତ ଆହତ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୯ ତାରିଖରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ୧୦ ତାରିଖ ଭାରତ-ଇଂଲଣ୍ଡ ମଧ୍ୟରେ…

କଂଗ୍ରେସ-ଭାରତ ଯୋଡ ଯାତ୍ରା’ର ଟ୍ୱିଟର ଆକାଉଣ୍ଟକୁ ବ୍ଲକ୍ କରାଯିବା ଉଚିତ, କେଜିଏଫ ମ୍ୟୁଜିକ୍ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେଙ୍ଗାଲୁରୁ କୋର୍ଟ ପକ୍ଷରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କୋର୍ଟ ଆଜି ତାଙ୍କର ଆଦେଶରେ କଂଗ୍ରେସ ଏବଂ ଏହାର ଭାରତ ଯୋଡ଼ ଯାତ୍ରା ଆକାଉଣ୍ଟକୁ ବ୍ଲକ୍ କରିବାକୁ କହିଛନ୍ତି । ଭାରତ ଯୋଡ଼ ଯାତ୍ରା ସମୟରେ…

ବେଙ୍ଗାଲୁରୁ ହାଇକୋର୍ଟର ନିର୍ଦ୍ଦେଶ: କଂଗ୍ରେସ ଓ ‘ଭାରତ ଯୋଡ଼ୋ ଯାତ୍ରା’ର ଟ୍ୱିଟର ହ୍ୟାଣ୍ଡେଲ ହେବ ବ୍ଲକ

ନୂଆଦିଲ୍ଲୀ : ବେଙ୍ଗାଲୁରୁ ହାଇକୋର୍ଟ ଟ୍ୱିଟରକୁ କଂଗ୍ରେସ ପାର୍ଟି ଏବଂ ଭାରତ ଯୋଡ଼ୋ ଯାତ୍ରା ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କଂଗ୍ରେସ କପିରାଇଟ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି…

ଏହି ବ୍ୟାଙ୍କର ଗ୍ରାହକଙ୍କୁ ବଡ଼ ଝଟକା: ଲୋନର ସୁଧ ହାର ବଢ଼ାଇବାରୁ ଦେବାକୁ ପଡ଼ିବ ଅଧିକ EMI

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଯଦି ଆପଣଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି, ତେବେ ବର୍ତ୍ତମାନଠାରୁ ଆପଣଙ୍କୁ ଅଧିକ ସୁଧ ଦେବାକୁ ପଡିବ । ବ୍ୟାଙ୍କ ଲୋନର ସୁଧ…

ଏବେ ୟୁଟ୍ୟୁବ୍ ଠାରୁ ଅଧିକ ଟଙ୍କା ମିଳିବ ଟ୍ୱିଟରରେ, ୪୨ ମିନିଟ ପର୍ଯ୍ୟନ୍ତ ଭିଡିଓ ପୋଷ୍ଟ କରିପାରିବେ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ହାସଲ କରିବା ପରେ ପ୍ରତିଦିନ କିଛି ନୂଆ ଘଟଣା ଘଟୁଛି। ଏଥର ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର ଅଛି।…

ପ୍ରକାଶ ପାଇଲା ASO ରେଜଲ୍ଟ: ୧୧୦୪ ଜଣ କୃତକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଲିଖିତ ପରୀକ୍ଷା ରେଜଲ୍ଟ । ମୋଟ ୧୧୦୪ ଜଣ ପ୍ରାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି । ଏନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି ।…

ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୮ ନଭେମ୍ବର ଅର୍ଥାତ୍ କାଲି ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ଯେଉଁଥିପାଇଁ ଏହାର ସୂତକ କାଳ ବି ମାନିବାକୁ ପଡ଼ିବ । ଭାରତୀୟ ସମୟ ଅନୁସାରେ, ୮ ନଭେମ୍ବରରେ…