fbpx
BSKY
BJD MC SKY
BJD MS SKY
Browsing Category

Breaking News

ବଢ଼ିବ Retirement ବୟସ ଓ Pension ରକମ! ଜାଣନ୍ତୁ ସରକାରଙ୍କ ନୂଆ ଯୋଜନା ବିଷୟରେ

ନୂଆଦିଲ୍ଲୀ: ସମସ୍ତ କର୍ମଚାରୀଙ୍କ ପାଇଁ ଖୁବଶୀଘ୍ର ଏକ ଖୁସି ଖବର ଆସିବାକୁ ଯାଉଛି । ସମସ୍ତ ସରକାରୀ କମର୍ଚାରୀଙ୍କର ଅବସରକାଳୀନ ବୟସ ଓ ପେନସନ ରକମ ବୃଦ୍ଧି ପାଇପାରେ । ଅବସର କାଳୀନ ବୟସ ବୃଦ୍ଧି ସହ ୟୁନିଭରସାଲ ପେନସନ…

ଫାର୍ମ ହାଉସର ପୋଖରୀ ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ବାପା ଦେଲେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫାର୍ମ ହାଉସର ପୋଖରୀ ଭିତରୁ ମିଳିଛି ଛାତ୍ରୀଙ୍କ ମୃତଦେହ । ଭୁବନେଶ୍ୱରର ଅନ୍ତର୍ଗତ ନନ୍ଦନକାନନ ଥାନା ରଘୁନାଥପୁର ନିକଟସ୍ଥ ଏକ ଫାର୍ମ ହାଉସ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି ।…

ଅଫଗାନ ମାନଙ୍କୁ ଏକେ-୪୭ରେ ମାଡ଼ ମାରୁଛନ୍ତି ତାଲିବାନି ଆତଙ୍କୀ, କାବୁଲ ଏୟାରପୋର୍ଟକୁ ଯିବାକୁ ଦେଉନାହାନ୍ତି

କାବୁଲ: ତାଲିବାନ ମାନେ ପୂରା ଆଫଗାନିସ୍ତାନକୁ ଅକ୍ତିଆରକୁ ନେଇଯାଇଛନ୍ତି । ପୂରା ଦେଶ ଏବେ ଆତଙ୍କବାଦୀଙ୍କ ହାତ ମୁଠାରେ । ଆଫଗାନିସ୍ତାନ ସମ୍ପର୍କିତ ଅନେକ ଭିଡିଓ ଏବେ ସୋସିଆଲ ମିଡିଆେରେ ଭାଇରାଲ୍ ହେଉଛି, ଯେଉଁଥିରୁ…

ଦେଶରେ ପ୍ରଥମ: BSKY ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି(ଓଡ଼ିଶା ଭାସ୍କର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ ହୋଇଛି । ମାଲକାନଗିରି ସଂସ୍କୃତି ଭବନରେ BSKY ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ମ୍ୟାଲେରିୟା ମଶାର ସନ୍ଧାନ କରିଥିବା ରୋନାଲ୍ଡ ରସଙ୍କୁ କେତେ ଜଣ ଜାଣିଛନ୍ତି? ଅଧ୍ୟୟନ କରୁ କରୁ ନିଜେ ହୋଇଯାଇଥିଲେ ଏହାର ଶିକାର

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ମଶା ଦିବସ । ମ୍ୟାଲେରିୟା ହେଉଛି ମୌସୁମୀର ସବୁଠୁ ବଡ଼ ସମସ୍ୟା ମଧ୍ୟରୁ ଗୋଟିଏ । ଏହା ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ଆକ୍ରାନ୍ତ କରିବାରେ ସକ୍ଷମ । ଏହି…

ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ବିନ୍

ସବୁଜ ପନିପରିବା ଖାଇବାରେ ସ୍ୱାଦିଷ୍ଟ ହେବା ସହ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ପୋଷକ ତତ୍ତ୍ୱ ପ୍ରଚୁର ମାତ୍ରାରେ ରହିଥାଏ । ସେହି ସବୁଜ ପନିପରିବା ମଧ୍ୟରେ ରହିଛି ବିନ୍, ଯାହାକୁ ଖାଇବା ଦ୍ୱାରା…

NEET PG ପାଇଁ ପଞ୍ଜୀକରଣ ଓ ସଂଶୋଧନ ତାରିଖ ବଢ଼ିଲା, କରନ୍ତୁ ଆବେଦନ

ନୂଆଦିଲ୍ଲୀ: ନିଟ୍ ପିଜି ପାଇଁ ରେଜିଷ୍ଟ୍ରେସନ ଓ କରେକସନ ପାଇଁ ସମୟସୀମା ବୃଦ୍ଧି କରାଯାଇଛି । ଏହି ସମୟ ସୀମା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଆବେଦନକାରୀମାନେ ଅଫିସିଆଲ ୱେବସାଇଟ୍ ntaboard.edu.in…

କେଉଁ ସମୟରେ କ୍ଷୀର ପିଇଲେ ତାହା ଶରୀରକୁ ପର୍ଯ୍ୟାପ୍ତ ଶକ୍ତି ଯୋଗାଇଥାଏ, ଜାଣନ୍ତୁ

କ୍ଷୀରରେ କ୍ୟାଲସିୟମ, ଭିଟାମିନ୍ ଡି, ଫସଫରସ୍ ଭଳି ପୋଷକ ତତ୍ତ୍ୱ ଭରି ରହିଥାଏ । କ୍ଷୀର ଶରୀରକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କ୍ଷୀର ହେଉଛି ପ୍ରୋଟିନର ଏକ ମୁଖ୍ୟ ଉତ୍ସ । କ୍ଷୀର…

ଅଗଷ୍ଟ ୨୭ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୭ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଅଗଷ୍ଟ ୨୭ରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେପ୍ଟେମ୍ବର ୧ରୁ ବିଧାନସଭା ଅଧିବେଶନ ଥିବାରୁ…

ଏବେ ଆଉ ପୋଲିସ୍ ଆଖିରେ ଧୂଳି ଦେଇପାରିବେନି ଟ୍ରାଫିକ୍ ନିୟମ ଉଲଙ୍ଘନକାରୀ, ଆସିଗଲା ନୂତନ ଚାଲାଣ ନିୟମ: ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ପୂର୍ବରୁ ଲାଗୁ ହୋଇଥିବା ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଲୋକ ନିୟମ ଉଲଙ୍ଘନ କରୁଛି ତେବେ ଗାଡ଼ି ଚାଳକଙ୍କ ପାଖକୁ ଚାଲାଣ ପଠାଉଛି ପୋଲିସ୍ । ଏଥିପାଇଁ ପ୍ରମାଣ ସୂରୁପ ଉକ୍ତ ଗାଡ଼ିର ଫଟୋ ମଧ୍ୟ…