fbpx
Browsing Category

Breaking News

ଆଫଗାନିସ୍ତାନର ତାଲିବାନ୍ ନିୟନ୍ତ୍ରିତ ଅଞ୍ଚଳରେ ବନ୍ୟା, ୪୦ ମୃତ; ସହାୟତା ପାଇଁ ଡହଳବିକଳ ସ୍ଥାନୀୟ ଲୋକେ

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଥିବା କାମଦୀଶ ଘାଟୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏଥିରେ ପାଖାପାଖି ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକଙ୍କ ଘର ଭାଙ୍ଗିବା ସହିତ…

କାହିଁକି ବାରମ୍ବାର ଆସୁଛି ବାତ୍ୟା? ବୈଜ୍ଞାନିକ ମାନେ କହିଲେ ଏହା ପଛରେ ଥିବା ବଡ଼ କାରଣ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଦେଶ ତଥା ଦୁନିଆ, ଅନେକ ପ୍ରକାରର ଘୂର୍ଣ୍ଣିବଳୟର ସାମନା କରିଛି । ଚଳିତ ବର୍ଷ ତାଉତେ ଏବଂ ୟସ୍ ଭାରତରେ ବିଶେଷ କ୍ଷୟକ୍ଷତି ଘଟାଇଛି । ବର୍ତ୍ତମାନ କେନ୍ଦ୍ର ବିଜ୍ଞାନ ଏବଂ…

ମଶା କାମୁଡ଼ିବା ପରେ ଶରୀରରେ କାହିଁକି କୁଣ୍ଡାଇ ହୁଏ? କଣ ମଶା ବିଷାକ୍ତ ହୋଇଥାନ୍ତି? ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରେ: ମଶା କାମୁଡ଼ିବା ପରେ ଶରୀରରେ କୁଣ୍ଡାଇ ହୋଇଥାଏ । କାମୁଡ଼ିଥିବା ସ୍ଥାନ ନାଲି ପଡ଼ିଯାଏ । ତେବେ ଆପଣ ମାନେ କେବେ ଭାବିଚନ୍ତି କି ଏପରି କାହିଁକି ହୁଏ ? କଣ ପାଇଁ ମଶା କାମୁଡ଼ିବା ପରେ ସେହି ସ୍ଥାନ…

ଏଣିକି ୧୧ ଭାଷାରେ ଇଞ୍ଜିନିୟରିଂ ପାଠପଢ଼ା

ଓଡ଼ିଶା ଭାସ୍କର ବ୍ୟୁରୋ: ଏଣିକି ଯୁବପିଢ଼ିଙ୍କୁ ମିଳିବ ଆହୁରି ପାଠପଢ଼ା ସୁବିଧା । ଏକାଡେମିକ୍ ବ୍ୟାଙ୍କ୍ ଅଫ୍ କ୍ରେଡିଟ୍ ଭର୍ଚୁଆଲ୍ ମୋଡ୍ ଦ୍ୱାରା ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ…

ଏଲଆଇସିର ଏହି ଯୋଜନାରେ ଜମା କରନ୍ତୁ ୧୩୦ ଟଙ୍କା, ଝିଅର ବିବାହରେ ମିଳିବ ୨୭ ଲକ୍ଷ, ଜାଣନ୍ତୁ କିପରି ?

ନୂଆଦିଲ୍ଲୀ: ବାପା-ମାଆ, ଝିଅ ଜନ୍ମ କରିବାପରେ ସେମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଅନେକ କିଛି ଇନଭେଷ୍ଟମେଣ୍ଟ ପଲିସି ନେବା ପାଇଁ ପ୍ଲାନ୍ କରନ୍ତି । ତେଣୁ ଜୀବନ ବୀମା ନିଗମ ବା ଏଲଆଇସି ଝିଅ ମାନଙ୍କ ଭବିଷ୍ୟତକୁ ଆଖି…

ସୀମା ବିବାଦକୁ ନେଇ ଗର୍ଜିଲେ ବିଜେଡି ଓ କଂଗ୍ରେସ ନେତା, କହିଲେ ‘ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଉନି କେନ୍ଦ୍ର’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାର କୌଣସି ତଥ୍ୟକୁ ନନେଇ ଦେଇଛନ୍ତି ଭୁଲ ଉତ୍ତର । ସୀମା ବିବାଦ ଓଡ଼ିଶାରେ ଅଛି ଏହାର ସମାଧାନ ପାଇଁ ରାଜ୍ୟ ସରକାର କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି । ତଥ୍ୟ ଉପସ୍ଥାପନ କଲେ ମଧ୍ୟ…

ଆଲାସ୍କାରେ ଭୁକମ୍ପ: ତୀବ୍ରତା ୮.୨, ଦିଆଗଲା ସୁନାମୀ ଚେତାବନୀ

ନୂଆଦିଲ୍ଲୀ: ଆମେରିକାର ଆଲାସ୍କାରେ ଉପଦ୍ୱୀପରେ ବୁଧବାର ରାତିରେ ଭୟାନକ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୨ ରେକର୍ଡ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହି…

ଆର୍ଥିକ ସ୍ତରରେ ଦୁର୍ବଳ ଓ OBC ପିଲାଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏହି ପରିପ୍ରେକ୍ଷୀରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ ୧୦% ସଂରକ୍ଷଣ ଦିଆଯିବ । ସେହିପରି ଓବିସି…

ଜନ୍ମଦିନରେ ଦୁଷ୍କର୍ମର ଶିକାର ହେଲେ ମହିଳା, ଡେଟିଂ ଆପ୍ ଜରିଆରେ ପରିଚିତ ହୋଇଥିଲେ ଅଭିଯୁକ୍ତ ବୟଫ୍ରେଣ୍ଡ

ମୁମ୍ବାଇ: ଜଣେ ମହିଳାଙ୍କୁ ତାଙ୍କ ଜନ୍ମଦିନରେ ଫାଇଭ୍ ଷ୍ଟାର୍ ହୋଟେଲରେ ମଦ ପିଆଇ ଦୁଷ୍କର୍ମ କରାଯାଇଛି । ଏନେଇ ମହିଳା ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ତେବେ…

Cognizant ଦେବ ୧ ଲକ୍ଷ ନିଯୁକ୍ତି, ୪୫ ହଜାର ଫ୍ରେସରଙ୍କୁ ମିଳିବ ଚାକିରି

ଓଡ଼ିଶା ଭାସ୍କର ବ୍ୟୁରୋ: ନୂଆ ଚାକିରି ସୁଯୋଗ । ଜଣେ ଦି ଜଣ ନୁହେଁ, ଆମେରିକୀୟ ଏକ କମ୍ପାନି ଦେବ ୧ ଲକ୍ଷ ନୂଆ ନିଯୁକ୍ତି । ଏଭଳି ସୁଯୋଗ ଦେଇଥିବା କମ୍ପାନି ହେଉଛି କଗଜିନାଣ୍ଟ । ଆଉ ଏଥିରେ ୪୫ ହଜାର ଭାରତୀୟ ଯୁବପିଢ଼ି…