fbpx
BSKY
BJD MC SKY
BJD MS SKY
Browsing Category

Breaking News

ଭର୍ତ୍ତୃହରି ମହତାବଙ୍କ ପରିବାରକୁ ଝଟକା, ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ

କଟକ(ଓଡ଼ିଶା ଭାସ୍କର): ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ଆସିଛି ଯୌତୁକ ନିର୍ଯାତନା ଅଭିଯୋଗ । ଭର୍ତ୍ତୃହରିଙ୍କ ବୋହୂ ସାକ୍ଷୀ ମହତାବ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଭୋପାଳ ମହିଳା ଥାନାରେ ଏଫଆଇଆର…

କଳିଯୁଗର ପୁଅ: ମାତ୍ର ୨୫୦୦ ଟଙ୍କା ପାଇଁ ବାପାକୁ ମାରିଦେଲା

ଗୁମଲା: ଝାଡଖଣ୍ଡର ଗୁମଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ କଳିଯୁଗର ପୁଅ ମାତ୍ର ୨୫୦୦ ଟଙ୍କା ପାଇଁ ନିଜ ପିତାକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଅଭିଯୁକ୍ତ ପୁଅ ଏକ କୋଦାଳରେ ନିଜ ବାପାଙ୍କୁ…

ଗଛ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ଏହି ୨ ମହିଳା, ଏପରି କରୁଛନ୍ତି ରୋମାନ୍ସ

ପ୍ରେମରେ ପଡିଲେ ଲୋକମାନେ କ’ଣ ଠିକ୍ ଓ କ’ଣ ଭୁଲ୍, ତାହାର ବାଛବିଚାର କରନ୍ତି ନାହିଁ । ପ୍ରେମର ଅନୁଭବକୁ ଯେତେ ଲୁଚାଇଲେ ବି ଲୁଚାଇ ହୁଏନାହିଁ । ପ୍ରେମ କେତେବେଳେ ବି କାହା ସହ ହୋଇପାରେ ଓ ଏହି ଫିଲିଙ୍ଗସରେ ଦୁନିଆ ବି…

ବିଶ୍ୱ ଫଟୋଗ୍ରାଫୀ ଦିବସ: ୧୮୨ ବର୍ଷ ତଳେ ଉଠାଯାଇଥିଲା ପ୍ରଥମ ସେଲ୍ଫୀ, ଜାଣନ୍ତୁ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ଫଟୋଗ୍ରାଫୀ ହେଉଛି ଏମିତି ଏକ ଜିନିଷ ଯାହା ପ୍ରତ୍ୟେକଟି ମୁହୂର୍ତ୍ତକୁ ସ୍ମୃତି କରି ରଖିବାରେ ସାହାଯ୍ୟ କରେ । ଆମେ ସାଧାରଣ ଜୀବନରେ ପରିବାର ଓ ବନ୍ଧୁ ମାନଙ୍କ ଯାହାବି ଖୁସିର ସମୟ ବିତାଉ ସେସବୁକୁ ଏକ…

ପୋଡ଼ା ତେଲକୁ ପୁଣିଥରେ ରୋଷେଇରେ ବ୍ୟବହାର କରୁଛନ୍ତି କି? ଶରୀରରେ ହୋଇପାରେ ଗମ୍ଭୀର ରୋଗ, ଜାଣନ୍ତୁ FSSAIର ଗାଇଡଲାଇନ୍

ନୂଆଦିଲ୍ଲୀ: ଅଧିକାଂଶ ଲୋକେ ଖାଇବା ଜିନିଷକୁ ଭଲରେ ଛାଣିବା ପାଇଁ ଅଧିକ ତେଲର ବ୍ୟବହାର କରନ୍ତି । ପରେ ବଳକା ରହିଥିବା ପୋଡ଼ାତେଲକୁ ପୁନଃ ରୋଷେଇରେ ମଧ୍ୟ ବ୍ୟବହାର କରନ୍ତି । ତେବେ ଆମକୁ ଲାଗିଥାଏ କି, ତେଲ ନଷ୍ଟ ହେବା…

ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା (ବାପି)ଙ୍କ ପରଲୋକ ଘଟିଛି । ମାତ୍ର ୪୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି। ହାଇଦ୍ରାବାଦ…

ରୋମାନ୍ସ ପାଇଁ ଅଫିସ୍ ଦେଉଛି ଛୁଟି, ଦରମା ବି କଟୁନି; ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା

ନୂଆଦିଲ୍ଲୀ: ଅଫିସ୍ କାମ କରୁଥିବା ସମସ୍ତ ବ୍ୟକ୍ତି ସପ୍ତାହରେ ଥରେ ଛୁଟି ପାଇବାକୁ ନେଇ ଚାହିଁ ରହିଥାନ୍ତି । ନଚେତ୍ କୌଣସି ଜରୁରୀ କାମ ପାଇଁ ଛୁଟି ଖଣ୍ଡେ ମିଳେ । ଆଉ ଯଦି ଛୁଟି ଚକରରେ ଅଫିସ୍ ନ ଯାଆନ୍ତି ତେବେ ଦରମା…

ହ୍ୱାଟ୍ସଆପରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ, ସବୁଦିନ ପାଇଁ ବ୍ୟାନ୍ ହୋଇଯିବ ଆକାଉଣ୍ଟ୍

ନୂଆଦିଲ୍ଲୀ: ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ମଧ୍ୟରେ ହ୍ୱାଟ୍ସଆପ୍ ବେଶ ଲୋକପ୍ରିୟ । ଲୋକମାନେ ଏହାକୁ ଅଧିକ ପସନ୍ଦ କରୁଥିବା ବେଳେ ହ୍ୱାଟ୍ସଆପ୍ ସର୍ବଦା ନିଜ ଗ୍ରାହକଙ୍କୁ ନୂଆ ନୂଆ ଫିଚର୍ସ…

ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି; ୭ ଗୁରୁତର

ବାଲୁଗାଁ (ଓଡ଼ିଶା ଭାସ୍କର): ବାଲୁଗାଁରେ ଏକ ଗ୍ୟାସ ଟାଙ୍କି ଫାଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି । ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟି ଯାଇଛି । ରୋଷେଇ ବେଳେ ନିଆଁ ଲାଗି…

‘ଆମକୁ ବଞ୍ଚାଅ, ତାଲିବାନ୍ ମାଡିଆସୁଛନ୍ତି’, ଆଖିରେ ଲୁହ ନେଇ ଚିଲ୍ଲାଉଥିବା ଆଫଗାନ ମହିଳାଙ୍କ Viral Video

କାବୁଲ:ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ନିଜର ଉଗ୍ର ରୂପ ଦେଖାଉଛି ତାଲିବାନ୍ । ତାଲିବାନ୍ ଶାସନକୁ ନେଇ ମହିଳାମାନେ କେତେ ଯେ ଭୟଭୀତ, ତାହା ସୋସିଆଲ ଭିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖି ଆପଣ ବି…