fbpx
Browsing Category

Breaking News

ଆଲାସ୍କାରେ ଭୁକମ୍ପ: ତୀବ୍ରତା ୮.୨, ଦିଆଗଲା ସୁନାମୀ ଚେତାବନୀ

ନୂଆଦିଲ୍ଲୀ: ଆମେରିକାର ଆଲାସ୍କାରେ ଉପଦ୍ୱୀପରେ ବୁଧବାର ରାତିରେ ଭୟାନକ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ଭୁକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୮.୨ ରେକର୍ଡ ହୋଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହି…

ଆର୍ଥିକ ସ୍ତରରେ ଦୁର୍ବଳ ଓ OBC ପିଲାଙ୍କ ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏହି ପରିପ୍ରେକ୍ଷୀରେ ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ ୧୦% ସଂରକ୍ଷଣ ଦିଆଯିବ । ସେହିପରି ଓବିସି…

ଜନ୍ମଦିନରେ ଦୁଷ୍କର୍ମର ଶିକାର ହେଲେ ମହିଳା, ଡେଟିଂ ଆପ୍ ଜରିଆରେ ପରିଚିତ ହୋଇଥିଲେ ଅଭିଯୁକ୍ତ ବୟଫ୍ରେଣ୍ଡ

ମୁମ୍ବାଇ: ଜଣେ ମହିଳାଙ୍କୁ ତାଙ୍କ ଜନ୍ମଦିନରେ ଫାଇଭ୍ ଷ୍ଟାର୍ ହୋଟେଲରେ ମଦ ପିଆଇ ଦୁଷ୍କର୍ମ କରାଯାଇଛି । ଏନେଇ ମହିଳା ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି । ଏହିଭଳି ଏକ ଖବର ଆସିଛି ମାୟା ନଗରୀ ମୁମ୍ବାଇରୁ । ତେବେ…

Cognizant ଦେବ ୧ ଲକ୍ଷ ନିଯୁକ୍ତି, ୪୫ ହଜାର ଫ୍ରେସରଙ୍କୁ ମିଳିବ ଚାକିରି

ଓଡ଼ିଶା ଭାସ୍କର ବ୍ୟୁରୋ: ନୂଆ ଚାକିରି ସୁଯୋଗ । ଜଣେ ଦି ଜଣ ନୁହେଁ, ଆମେରିକୀୟ ଏକ କମ୍ପାନି ଦେବ ୧ ଲକ୍ଷ ନୂଆ ନିଯୁକ୍ତି । ଏଭଳି ସୁଯୋଗ ଦେଇଥିବା କମ୍ପାନି ହେଉଛି କଗଜିନାଣ୍ଟ । ଆଉ ଏଥିରେ ୪୫ ହଜାର ଭାରତୀୟ ଯୁବପିଢ଼ି…

ଭୁବନେଶ୍ୱରକୁ ମିଳିଲା ଜାତୀୟସ୍ତରୀୟ ଆୱାର୍ଡ, କାରଣ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ମାର୍ଟସିଟି ଭୁବନେଶ୍ୱର ପୁଣି ହାତେଇଲା ଜାତୀୟସ୍ତରୀୟ ଆୱାର୍ଡ । କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାଇକେଲ ଫର୍ ଚେଞ୍ଜ ପ୍ରତିଯୋଗିତାରେ ଦେଶର ପ୍ରମୁଖ ୧୧ଟି ସହର ମଧ୍ୟରେ…

‘ସାରା ରାତି ଝିଅମାନେ କାହିଁକି ଥିଲେ ବିଚ୍ ରେ’- ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ…

ଗୋଆ: ନିକଟରେ ଦୁଇ ନାବାଳିକାଙ୍କ ସହିତ ଗୋଆରେ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ବୟାନକୁ ନେଇ ହଙ୍ଗାମା ହେବାରେ ଲାଗିଛି । ସେ ବିଧାନସଭାରେ କହିଛନ୍ତି ଯେ, ବାପା-ମାଆ…

ରେଲୱେରେ ଦଶମ ପାସ୍ ପାଇଁ ୧୬୦୦ରୁ ଅଧିକ ନିଯୁକ୍ତି ସୁଯୋଗ, ବିନା ପରୀକ୍ଷାରେ ମିଳିବ ଚାକିରି

ଉତ୍ତର କେନ୍ଦ୍ରୀୟ ରେଳବାଇ ବା ଏନସିଆର ନିଜର ଅଫିସିଆଲ୍ ୱେବସାଇଟ୍ http://rrcpryj.orgରେ ଆପ୍ରେଣ୍ଟିସ୍ ପୋଷ୍ଟ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ୨୦୨୦-୨୧ ବର୍ଷ ପାଇଁ ବିଭିନ୍ନ ବିଭାଗ ଉତ୍ତର…

କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଏହି ମଡେଲ୍, କହିଲେ- ‘ଜୋରଜବରଦସ୍ତି କିସ୍ କରିବାକୁ ଲାଗିଲେ ଓ କହିଲେ…

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ରାଜ୍ କୁନ୍ଦ୍ରା ଏବେ ଅଡ଼ୁଆରେ ବାନ୍ଧି ହୋଇଯାଉଛନ୍ତି । ଗୋଟିଏ ପରେ ଗୋଟିଏ ଅଭିନେତ୍ରୀ ତାଙ୍କ ବିରୋଧରେ ବୟାନ ଦେବାରେ ଲାଗିଛନ୍ତି । ଏବେ ପୁଣି ଜଣେ ମଡେଲ୍…

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୨ରୁ ୧୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ଆବେଦନର ସମୟସୀମା ରହିଛି । ଏହା ସହ ଅଗଷ୍ଟ ୨୩ରୁ…

ଧନବାଦ ଜଜ୍‍ ହତ୍ୟା ମାମଲା: ଅଟୋ ଡ୍ରାଇଭର ସହ ଦୁଇ ସହଯୋଗୀ ଗିରଫ

ରାଞ୍ଚି: ଧନବାଦର ଜଣେ ଅତିରିକ୍ତ ଜିଲ୍ଲା ଜଜ୍‍ ଙ୍କୁ ମର୍ଣ୍ଣିଙ୍ଗ ୱାକରେ ଯିବା ସମୟରେ ଗାଡି ଧକ୍କା କରି ହତ୍ୟା କରାଯିବା ଘଟଣାରେ ଜଣେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଦୁଇଜଣଙ୍କୁ ଗିରଫ…