Browsing Category

Breaking News

ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା: ଆଜି ରାତି ୯ଟାରେ ଦେଖନ୍ତୁ Sudhir Chaudhary on AajTak

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜତକରେ ଆସୁଛନ୍ତି ଜଣାଶୁଣା ଚେହେରା ତଥା ବିଶିଷ୍ଟ ସାମ୍ବାଦିକ ସୁଧୀର ଚୌଧରୀ । ଆଜି ରାତି ୯ଟାରେ ସୁଧୀର ନିଜର ନୂଆ ଶୋ’ ମାଧ୍ୟମରେ ଆଜତକ ସାଥିରେ ନିଜର ଯାତ୍ରା ଆରମ୍ଭ…

ଦେଶରେ ବ୍ୟାନ୍ ହେଲା ୭୮ Youtube ନ୍ୟୁଜ୍ ଚ୍ୟାନେଲ୍

ନୂଆଦିଲ୍ଲୀ: ସୂଚନା ପ୍ରସାରଣ ମନ୍ତ୍ରୀ ମଙ୍ଗଳବାର ୭୮ ୟୁଟ୍ୟୁବ ଚ୍ୟାନେଲ ଏବଂ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ କରିବାକୁ ଆଦେଶ ଦେଇଛନତି । ଆଇଟି ଆକ୍ଟ ୨୦୦୦ ର ଧାରା ୬୯ଏ ଉଲ୍ଲଂଘନ ଅଭିଯୋଗରେ ଏହି…

୨୪ ଘଣ୍ଟିଆ ରାସନ ପାଇବେ ରାଜ୍ୟବାସୀ: ରାଜ୍ୟ ସରକାର ପ୍ରଚଳନ କରିବେ ‘Any Time Grain’ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସନକୁ ନେଇ ରାଜ୍ୟ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେବ ‘ଏଟି ଟାଇମ୍ ଗ୍ରେନ୍’ ବ୍ୟବସ୍ଥା । ରାଜ୍ୟବାସୀଙ୍କୁ ଖାଦ୍ୟ ଯୋଗାଣ ନେଇ ରାଜ୍ୟ ସରକାର ଏହି…

ଡାଲି, ଚାଉଳ, ଦହି, ଲସି ଉପରେ କାହିଁକି ଲାଗିଲା ୫ ପ୍ରତିଶତ ଜିଏସଟି: ଲଗାତର ୧୪ଟି ଟ୍ୱିଟ୍ କରି ସଫେଇ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ମାସ ୧୮ ତାରିଖରୁ ପ୍ୟାକେଜଡ ଓ ଲେବଲଯୁକ୍ତ ଦୁଧ, ଦହି, ଡାଲି, ଅଟା ପରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ୫ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି । ଏହାଫଳରେ ସାଧାରଣ ଜନତାଙ୍କ…

କାହିଁକି ହେଉନି ବର୍ଷା? ଅଭିଯୋଗ କରି ଇନ୍ଦ୍ରଙ୍କୁ ଲେଖିଲେ ପତ୍ର

ଗୋଣ୍ଡ: ଅନେକ ସମୟରେ ବର୍ଷା ହେବା ପାଇଁ ଗ୍ରାମବାସୀମାନେ ଇନ୍ଦ୍ରଙ୍କ ପୂଜା କରନ୍ତି କିମ୍ବା ହୋମଯଜ୍ଞ କରିଥାନ୍ତି ଯେପରି ଭଲ ବର୍ଷା ହେବ । କିନ୍ତୁ ବର୍ଷା ହେଉନଥିବାରୁ ଇନ୍ଦ୍ରଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଜଣେ ଚାଷୀ…

ମଟର ପନିର ଖାଇପାରିଲେନି, କିନ୍ତୁ କଲେ କିଛି ଏମିତି, ରେଷ୍ଟୁରାଣ୍ଟ ଦେଲା ୨୦ ହଜାର

ଗ୍ୱାଲିୟର: ଥରେ ଭାବନ୍ତୁ ତ' ଆପଣଙ୍କ ଭୋକରେ ଥିବେ ଆଉ ଆପଣ ଖାଇବା ସାମ୍ନାରେ ବସିଥିବେ କି ଆପଣଙ୍କୁ ଜଣାପଡ଼ିବ ଯେ ଆପଣ ଏହି ଖାଦ୍ୟ ଖାଇପାରିବେ ନାହିଁ... ସେତେବେଳେ ଆପଣଙ୍କୁ କେମିତି ଲାଗିବ... ତାହା ଜାଣିପାରୁଥିବେ ।…

ଯୁକ୍ତ ଦୁଇରେ ୧୦୦ ପ୍ରତିଶତ ସିଲାବସ୍ ରହିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୨-୨୩ ଶିକ୍ଷାବର୍ଷରେ ଯୁକ୍ତ ଦୁଇରେ ୧୦୦ ପ୍ରତିଶତ ସିଲାବସ୍ ରହିବ । ଗତ ୨୦୧୯-୨୦ ଶିକ୍ଷାବର୍ଷ ପରି ଏଥିରେ ପ୍ରଶ୍ନପତ୍ର ଆସିବ । ୨୦୨୨ରେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀମାନେ…

ସୁପ୍ରିମକୋର୍ଟ ପ୍ରଦାନ କଲେ ଅନ୍ତରୀଣ ସୁରକ୍ଷା: ନୁପୂରଙ୍କୁ କେହି ଗିରଫ କରିପାରିବେନି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ନେଇ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କ ଉପରେ ବିଭିନ୍ନ ରାଜ୍ୟରେ ୯ଟି ଏଫଆଇଆର ଦାୟର ହୋଇଛି । ଚାରିଆଡ଼େ ଏବେ ନୁପୂରଙ୍କ ଗିରଫଦାରୀକୁ ନେଇ…

IRCTCର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଏଣିକି ରେଳ ଯାତ୍ରୀମାନେ ଚା’ ଓ କଫି ପାଇଁ ଆଉ ସର୍ଭିସ୍ ଚାର୍ଜ ଦେବେ ନାହିଁ

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ରେଳଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ଯାତ୍ରୀଙ୍କ ଖାଦ୍ୟ ଓ ପାନୀୟରେ ସର୍ଭିସ୍ ଚାର୍ଜ ଲାଗୁ ହେବ…

ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓ ଦେଖୁଥିବାରୁ ଯୁବକଙ୍କୁ ଛୁରି ଭୁସିଦେଲେ!

ଥମୁନାହିଁ ନୂପୁର ଶର୍ମା ବିବାଦ । ଅଭିଯୋଗ ହୋଇଛି ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ଭିଡିଓ ଦେଖିଥିବାରୁ ଜଣେ ଯୁବକଙ୍କୁ ଛୁରୀ ଭୁଷିଛନ୍ତି ଦୁର୍ବୁତ୍ତ । ବିହାରର ଅଙ୍କିତ କୁମାର ଓଝା ନାମକ ଜଣେ ଯୁବକଙ୍କୁ ଛୁରୀ ଭୁଷି…