fbpx
Browsing Category

Breaking News

ଏହି ଜିଲ୍ଲାକୁ ପ୍ରବଳ ବର୍ଷା, ଘନ କୁହୁଡ଼ି ସମ୍ଭାବନା: ଏସଆରସି ପକ୍ଷରୁ ସତର୍କ ସୂଚନା

ଭୁବନେଶ୍ୱର: ପ୍ରବଳ ବର୍ଷା ଓ ଘନ କୁହୁଡ଼ି ନେଇ ଏସଆରସିଙ୍କ ପକ୍ଷରୁ ସତର୍କ ସୂଚନା । ଆସନ୍ତାକାଲି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼କୁ, ଅନୁଗୁଳ,…

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିରୋଧ: ଅଣ୍ଡାମାଡ଼ କଲେ କଂଗ୍ରେସ କର୍ମୀ

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼ । କଳାହାଣ୍ଡି କେସିଙ୍ଗାରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଅଣ୍ଡାମାଡ଼ କରିଛନ୍ତି…

ଉଦଘାଟନ ହେଲା ୧୪ ସାଇବର ଥାନା: ଭିସି ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଉଦଘାଟନ ହେଲା ୧୪ ସାଇବର ଥାନା । ଟୁଇନ୍ ସିଟିରେ ୩ଟି ନୂଆ ଥାନା ମଧ୍ୟ ଉଦଘାଟନ ହେଲା । ଭିସିରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିୟୋଜିତ ହେବେ ୧୫୪ ପୋଲିସ୍ କର୍ମଜାରୀ ଏବଂ ୯୦…

ନନ୍ଦନକାନନରେ ବାଘୁଣୀ ବିଜୟା ଓ ମେଘା ଗର୍ଭରୁ ଜନ୍ମିତ ୬ ଛୁଆଙ୍କ ନାମକରଣ

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଛୁଆଙ୍କ ନାମକରଣ ହୋଇଛି । ବାଘୁଣୀ ମେଘା ଏବଂ ବିଜୟାର ୬ ଛୁଆଙ୍କ ନାମକରଣ କରାଯାଇଛି । ଲୋକଙ୍କ ମତାମତ ଆଧାରରେ ଏହି ନାମକରଣ କରାଯାଇଛି ।…

ଓମିକ୍ରନକୁ ନେଇ ଡାକ୍ତର କଲେ ଖୁଲାସା: ଅଧିକ ବ୍ୟାପିଲେ ବଢ଼ିବ ଲୋକଙ୍କ ଇମ୍ୟୁନିଟି

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତାର କାରଣ ପାଲଟିଛି । ନିକଟରେ ଏହା ଜଣାପଡ଼ିଛି ଯେ ଓମିକ୍ରନ ଅଧିକ ଦ୍ରୃତ ଭାବରେ ବ୍ୟାପିବାରେ ଲାଗିଛି । ତେବେ ଏପର୍ଯ୍ୟନ୍ତ ଏହାଦ୍ୱାରା ହେବାକୁ…

କରୋନା କବଜାରେ କପୁର ପରିବାର, ଅର୍ଜୁନଙ୍କ ସମେତ ୪ ପଜିଟିଭ୍ ଚିହ୍ନଟ

ମୁମ୍ବାଇ: କରୋନାକୁ ନେଇ ପୁଣି ବଲିଉଡ ଜଗତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନିକଟରେ ଅଭିନେତ୍ରୀ କରୀନା କପୁର ଓ ଅମୃତା ଆରୋରା କରୋନା ପଜିଟିଭ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ବଲିଉଡରୁ ପୁଣି ୪ଜଣ କରୋନା…

(Video) ବେଆଇନ ନିଶା କାରବାର ଉପରେ ଅବକାରୀ ବିଭାଗ ଚଢାଉ, ଜଣେ ଗିରଫ: ୯୬ ବୋତଲ କଫ୍ ସିରପ ସହ ଜବତ ହେଲା ୨ ଶହ ଇଞ୍ଜେକ୍ସନ

ନୂଆପଡ଼ା : ସଦର ବ୍ଲକ ଖରିଆର ରୋଡ ସହରରେ ବେଆଇନ ନିଶା କାରବାର ଉପରେ ନୂଆପଡ଼ା ଅବକାରୀ ବିଭାଗ ଚଢାଉ । ଜଣେ ନିଶାଦ୍ରବ୍ୟ ବ୍ୟବସାୟୀକୁ ଗିରଫ କରିବା ସହ ୯୬ ବୋତଲ କଫ୍ ସିରପ, ୨ ଶହ ଇଞ୍ଜେକ୍ସନ, ୩୮୬୬ ନିଶା ଟାବଲେଟ ଜବତ…

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭାବନୀୟ ଦୃଶ୍ୟ, ଶିଶୁ ଅଦଳବଦଳ ଅଭିଯୋଗ ଆଣିଲେ ପରିବାରବର୍ଗ.. ଦେଖନ୍ତୁ ଭିଡିଓ…

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ  ଶିଶୁ ବଦଳ ଅଭିଯୋଗ ହୋଇଛି । ସୋମବାର ଜିଲ୍ଲାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କର ନିଜ ପତ୍ନୀ ବିନିତାଙ୍କୁ ପ୍ରସବ କଷ୍ଟ ହେବା ପରେ ଜିଲ୍ଲା…

୨୫ ଟଙ୍କା କମିଲା ପେଟ୍ରୋଲ ରେଟ୍, କିନ୍ତୁ ଏପରି ସର୍ତ୍ତ ରଖିଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଦିନକୁ ଦିନ ଦରଦାମ୍ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପେଟ୍ରୋଲ ଦରରେ ବଡ଼ ହ୍ରାସ କରିଛନ୍ତି ଝାଡ଼ଖଣ୍ଡ ସରକାର । ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ହ୍ରାସ ହୋଇଥିବା ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ…

ଘରେ ରଖିପାରିବେ ଏତିକି ସୁନା, ଅଧିକ ମିଳିଲେ ହୋଇପାରେ ଅସୁବିଧା

କାନପୁରର ଅତର ବ୍ୟବସାୟୀ ପିୟୁଷ ଜୈନ ଠାରୁ ୬୪ କେଜିର ସୁନା ମିଳିଛି । ଯାହାର ବଜାର ମୂଲ୍ୟ ପ୍ରାୟ ୩୨ କୋଟି ହେବ । ତେବେ ଏହି ସୁନାକୁ ସେ ବେଆଇନ ଭାବରେ ରଖିଥିଲା । ଯାହ ଏବେ ତାକୁ ଅସୁବିଧାରେ ପକାଇଛି । ଏହା ସହ ସେ…