Browsing Category

Breaking News

ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗମୀ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦଳ ଅଦଳବଦଳ ନୀତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ଆଜି ବିଜେଡିରେ ମିଶିଛନ୍ତି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ତଳସରାର ପୂର୍ବତନ କଂଗ୍ରେସ…

CDS ବିପିନଙ୍କ ମୃତ୍ୟୁକୁ ନେଇ ଘନେଇଲା ରହସ୍ୟ: ଶତ୍ରୁରାଷ୍ଟ୍ରର ନିଦ ହଜାଇ ଦେଇଥିବା ଏହି ବୀରପୁତ୍ରଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇ ନାହିଁ ତ?

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି ଭାରତ । କେମିତି ଭୁଲିବ, ସେ ଜଣେ ସାଧାରଣ ଲୋକ ନଥିଲେ ।…

ଡବଲ ମର୍ଡର ଘଟଣା: କୋର୍ଟରେ ହାଜର ହେଲେ ମାହାଙ୍ଗା IIC

ସାଲେପୁର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଚାଲିଛି ଶୁଣାଣି । ସାଲେପୁର JMFC କୋର୍ଟରେ ଆଜି ହାଜର ହୋଇଛନ୍ତି ମାହଙ୍ଗା IIC ନିହାର ରଞ୍ଜନ ମହାନ୍ତି । ପୁନଃତଦନ୍ତ ରିପୋର୍ଟ ସହ ସିଡିଆର…

ଖୁବଶୀଘ୍ର ବନ୍ଦ ହେବ ଅନେକ ସିମ୍ କାର୍ଡ; ଆପଣଙ୍କ ନାଁରେ କେତେ ନମ୍ବର ରେଜିଷ୍ଟ୍ରର ଅଛିି ଜାଣିବାକୁ ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ : ଯଦି ଆପଣ ନୂଆ ନୂଆ ନମ୍ବରର ସିମ୍ କାର୍ଡ କିଣିବାକୁ ବା କିଛି ସମୟ ପରେ ନମ୍ବର ବଦଳାଇବାକୁ ପସନ୍ଦ କରନ୍ତି, ତେବେ ଏଥିଯୋଗୁଁ ଆପଣଙ୍କୁ ଏବେ ସମସ୍ୟା ହୋଇପାରେ । ଖୁବଶୀଘ୍ର ଅନେକ ସିମ୍ କାର୍ଡ ବନ୍ଦ…

(See Video) ଏଇଟା ପୋଲିସ ନା ରାକ୍ଷସ? ଛୋଟ ଛୁଆକୁ ବି ଗାଈଗୋରୁ ପରି ପିଟୁଛି: ଭିଡିଓ ଭାଇରାଲ୍ ପରେ ପୋଲିସ ବାବୁ ସସପେଣ୍ଡ

ନୂଆଦିଲ୍ଲୀ: ପୋଲିସ ଯେ ଏତେ ତଳକୁ ଖସିପାରେ, ତା’ର ଏକ ନଗ୍ନଚିତ୍ର ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି । ଜଣେ ଯୁବକ ନିଜ ଛୋଟ ଛୁଆକୁ ଧରିଥିବା ଅବସ୍ଥାରେ ପଶୁସମ ପୋଲିସ ବାବୁ ଗାଈଗୋରୁ ପରି ପ୍ରହାର କରୁଛି । ଏପରିକି…

ସେଲଫି ନେବାବେଳେ ବିଗିଡ଼ିଲା ବାଲାନ୍ସ, ଭାଇରାଲ ହୋଇଗଲା ଯୁବତୀଙ୍କ ଭିଡିଓ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ିମାନଙ୍କୁ ଘାରିଛି ସେଲଫି ନିଶା । ଯେକୌଣସି ସ୍ଥାନରେ ସେମାନେ ସେଲଫି ଉଠାଇବାକୁ କେବେବି ଭୁଲନ୍ତି ନାହିଁ । ବାହାଘର ବା କିଛି ଉତ୍ସବରେ ଲୋକମାନେ ସେଲଫି ନେବାକୁ ପଛଘୁଞ୍ଚା ଦିଅନ୍ତି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୮୬ ପଜିଟିଭ୍, ୩ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ପ୍ରତିଶୋଧ ନିଆଁରେ ଅପରାଧୀ ହୋଇଗଲେ ଏହି ଅଭିନେତ୍ରୀ, ସହ-କଳାକାରଙ୍କ କରିଲେ ଅଶ୍ଲୀଳ ଭିଡିଓ

ଇସଲାମାବାଦ: ପାକିସ୍ତାନର ଜଣେ ଅଭିନେତ୍ରୀଙ୍କ ଉପରେ ସହ-କଳାକାରଙ୍କ ଅଶ୍ଲୀଳ ଭିଡିଓ କରିଥିବା ଅଭିଯୋଗ ହୋଇଛି । ଅଭିନେତ୍ରୀ ଖୁସବୋଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି । ଅଭିଯୋଗ ଅନୁସାରେ, ଥିଏଟରରେ କିଛି…

ଆସନ୍ତା ଜାନୁଆରୀ ୨୦ରୁ OAS ମେନ୍ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜାନୁଆରୀ ମାସ ୨୦ ତାରିଖରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ମୁଖ୍ୟ ପରୀକ୍ଷା ଆରମ୍ଭ ହେବ । ଏହା ଜାନୁଆରୀ ୨୦ରୁ ଆରମ୍ଭ ହୋଇ ଫେବୃଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ…

ସ୍ଥଳସେନା ମୁଖ୍ୟ ନରୱଣେ ହୋଇପାରନ୍ତି ଦେଶର ପରବର୍ତ୍ତୀ CDS

ନୂଆଦିଲ୍ଲୀ: ତାମିଲନାଡ଼ୁର କୁନ୍ନୁର ହେଲିକପ୍ଟର କ୍ରାସରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) ବିପିନ ରାୱତଙ୍କ ଅଚାନକ ମୃତ୍ୟୁ ଦେଶର ଅପୂରଣୀୟ କ୍ଷତି ଘଟାଇଛି । ତେବେ ପ୍ରତିରକ୍ଷା ବିଭାଗ ଦେଶର ସବୁଠାରୁ…