Browsing Category

Breaking News

ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ଗାଏବ ହେଲା BGMI, ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ

ନୂଆଦିଲ୍ଳୀ: ବ୍ୟାଟେଲଗ୍ରାଉଣ୍ଡ୍ସ ମୋବାଇଲ ଇଣ୍ଡିଆ BGMI ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍ପଲ ଆପ୍ ଷ୍ଟୋରରୁ ହଟାଯାଇଛି । ଏବେ ଆଣ୍ଡ୍ରଏଡ୍ ,ବଂ ଆଇଓଏସ୍ ୟୁଜର୍ସ ନିଜ ସ୍ମାର୍ଟଫୋନରେ ଗେମ୍ କୁ ଡାଉନଲୋଡ କରିପାରିବେ ନାହିଁ ।…

ସୁନ୍ଦରଗଡରେ ବ୍ୟାପିଲା ଟମାଟୋ ଫ୍ଲୁ! ୩ ଜଣଙ୍କ ଦେହରେ ଭାଇରସ ଥିବା ଆଶଙ୍କା

ସୁନ୍ଦରଗଡ: ରାଜ୍ୟରେ କରୋନା ମହାମାରୀର ସଂକ୍ରମଣ ଏବେ ବୃଦ୍ଧି ପାଇଥିବା ବେଳେ ଦେଶରେ ମଙ୍କିପକ୍ସ ଭାଇରସ ମୁଣ୍ଡ ଉପରେ ଖଣ୍ଡା ଝୁଲିବା ଭଳି ପରିସ୍ତିତି ସୃଷ୍ଟି କରିଛି । ଏହା ଉପରେ ଆଉ ଏକ ଚିନ୍ତାର କାରଣ ପାଲଟିଛି…

ମିଗ୍ ବିମାନ କ୍ରାସ: ଅଧ କିଲୋମିଟର ପର୍ଯ୍ୟନ୍ତ ବିଛାଡି ହୋଇ ପଡିଲା ଭଗ୍ନାଂଶ

ରାଜସ୍ଥାନ: ରାଜସ୍ଥାନରେ ଘଟିଯାଇଛି ଏକ ହୃଦୟଥରା ଘଟଣା । ବାଡମେରରେ ଏକ ମିଗ ବିମାନ କ୍ରାସ ହୋଇଥିବା ନେଇ ଖବର ସାମନାକୁ ଆସିଛି । ତେବେ ଏହି ବିମାନରେ ୨ ଜଣ ପାଇଲଟ ରହିତିବା ଜଣାଯାଇଛି । ଏହି ଦୁର୍ଘଟଣାର ଭିଡିଓ ଏବେ…

ଚାକିରି ପାଇଁ ବିଦେଶକୁ ଯାଉଥିବା ବ୍ୟକ୍ତିଙ୍କୁ ସରକାରଙ୍କ ବଡ଼ ଅଫର୍, କେନ୍ଦ୍ରମନ୍ତ୍ରୀ କଲେ ଘୋଷଣା

ଯଦି ଆପଣ ମଧ୍ୟ ଚାକିରି ପାଇଁ ବିଦେଶ ଯିବାକୁ ଚାହାଁନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ର ସରକାର ଆମେରିକା ଏବଂ ବ୍ରିଟେନ ସହ ସାମାଜିକ ସୁରକ୍ଷା ଚୁକ୍ତିନାମା (ଏସଏସଏ) ଉପରେ ଆଲୋଚନା କରୁଛନ୍ତି ।…

ଅଗଷ୍ଟ ୧ରେ ସମସ୍ତେ ପିନ୍ଧିବେ ସମ୍ବଲପୁରୀ ବସ୍ତ୍ର: କର୍ମଚାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୧ ତାରିଖରେ ପାଳନ ହେବାକୁ ଯାଉଛି ସମ୍ବଲପୁରୀ ଦିନ । ଓଡିଶାର ପ୍ରସିଦ୍ଧ ତଥା ଭିନ୍ନ ସହର ସମ୍ବଲପୁରକୁ ସମ୍ମାନ ଜଣାଇବାର ଏକ ଦିନ । ତେଣୁ ଏହି ଦିନ ସମସ୍ତଙ୍କୁ ସମ୍ବଲପୁରୀ ବସ୍ତ୍ର…

(Video) ପାଣିରେ ଦେଖାଗଲା ବିଚିତ୍ର ଜୀବ, ମାଛ ନା’ ଆଉ କିଛି…

ନୂଆଦିଲ୍ଳୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ, ଯାହା ଖୁବ୍ ଆଶ୍ଚର୍ଯ୍ୟକର ହୋଇଥାଏ । ଏଭଳି ଏକ ଆଶ୍ଚର୍ଯ୍ୟକର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପାଣି ଭିତିରେ ଏକ…

ବଢ଼ିଚାଲିଛି ସାଇବର ଠକାମୀ; ଦିବ୍ୟାଙ୍ଗଙ୍କଠାରୁ ଲୁଟିଲେ ୬ ଲକ୍ଷରୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ବଢ଼ିଚାଲିଛି ସାଇବର ଠକେଇ । ପରିସ୍ଥିତି ଏପରି ହେଲାଣି ପ୍ରତିଦିନ ଅନେକ ଲୋକ ସାଇବର ଠକେଇର ଶିକାର ହେଉଛନ୍ତି । ଆଖି ପିଛୁଳାକେ ଲୁଟ୍ କରୁଛନ୍ତି ସାଇବର ଠକ । ବିଭିନ୍ନ ଲୋଭନୀୟ…

ମିଳିଲା ଗୁଳି ଖାଇ ବୁଲୁଥିବା ହାତୀ, ୫ ଦିନ ହେଲାଣି ଆହତ ଅବସ୍ଥାରେ ବୁଲୁଥିଲା ଜଙ୍ଗଲରେ

ନରସିଂହପୁର: ମିଳିଲା ଗୁଳି ଖାଇ ବୁଲୁଥିବା ହାତୀ । ବଡ଼ମ୍ବା ପଶ୍ଚିମ ରେଞ୍ଜ ବାର୍ସିଗାଁ ଜଙ୍ଗଲରୁ ଗୁଳିବିଦ୍ଧ ଦନ୍ତା ହାତୀର ଖୋଜ୍ ମିଳଛି । ହାତୀ ଦେହରେ ୫ ଟି ଗୁଳି ବାଜିଥିବା ପ୍ରାଣୀ ଚିକିତ୍ସକ ସୂଚନା ଦେଇଛନ୍ତି ।…

ଆରମ୍ଭ ହେଲା ଚେସ୍ ଅଲିମ୍ପିୟାଡ୍, ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାଗ ନେଲାନି ପାକିସ୍ତାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେସ୍ ଅଲିମ୍ପିୟାଡ୍ ର ଉଦଘାଟନ କରିଛନ୍ତି । ତାମିଲନାଡୁର ମାମଲ୍ଲାପୁରମରେ ଆଜିଠାରୁ ୪୪ ତମ ଚେସ୍ ଅଲିମ୍ପିୟାଡ୍ ଆରମ୍ଭ ହୋଇଛି । ଏଥର ଚେସ୍ ରେ ଋଷ ଏବଂ ଚୀନ୍ ଏଥର ଭାଗ…

OCS ପ୍ରିଲିମ ପାଇଁ ଆସିଲା ନୋଟିସ: ଏହି ତାରିଖରେ ହେବ ପରୀକ୍ଷା

ଭୁବନେଶ୍ୱର: ୨୦୨୧ ଓଡିଶା ସିଭିଲ ସର୍ଭିସ ପ୍ରିଲିମ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଆସନ୍ତା ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଓସିଏଓ ପ୍ରିଲିମ ପରୀକ୍ଷା । ଏ ନେଇ ଓପିଏସସିଙ୍କ ତରଫରୁ ସୂଚନା…