fbpx
Browsing Category

Breaking News

ମାତ୍ର ୩ ମିନିଟରେ ୩୩ ପ୍ରତିଶତ ହୋଇପାରିବ ଚାର୍ଜ: ପ୍ରଥମ ଥର ପାଇଁ Realme ଲଞ୍ଚ କରିବ ଫାଷ୍ଟ ଚାର୍ଜିଂ ଅପସନ୍ ଥିବା ସ୍ମାର୍ଟଫୋନ, ଜାଣନ୍ତୁ…

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ସ୍ମାର୍ଟଫୋନରେ ଚାର୍ଜିଂ ହେଉଛି ଏକ ମୁଖ୍ୟ ସମସ୍ୟା । ତେବେ ଆପଣଙ୍କର ଏହି ସମସ୍ୟା ଦୂର ହେବାକୁ ଯାଉଛି । ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ରିଅଲମିର ଏକ ଫୋନ, ଯେଉଁଥିରେ କି ମାତ୍ର ୩…

ଜେଲ ଯିବା ପରେ ଶାହାରୁଖ ଖାନ ଓ ଗୌରୀଙ୍କ ସହ କଥା ହେଲେ ଆର୍ଯ୍ୟନ୍, ଭିଡ଼ିଓ କଲରେ….

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ କାରବାର ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନ୍ ଓ ଗୌରୀଙ୍କ ବଡ଼ ପୁଅ ଆର୍ଯ୍ୟନ ଖାନ୍ ଏବେ ଜେଲରେ ଅଛନ୍ତି । ଜାମିନ ଆବେଦନର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଥିବାରୁ ସେପର୍ଯ୍ୟନ୍ତ ସେ ଆର୍ଥର…

ଭାରତର ଟପ୍ IT କମ୍ପାନୀରେ ନିଯୁକ୍ତି ପାଇବେ ୧ ଲକ୍ଷରୁ ଅଧିକ ଫ୍ରେଶ୍ ଗ୍ରାଜୁଏଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତର ଟପ୍ ଆଇଟି କମ୍ପାନୀଗୁଡ଼ିକରେ ୧ ଲକ୍ଷରୁ ଅଧିକ ଗ୍ରାଜୁଏଟଙ୍କୁ ନିଯୁକ୍ତି ମିଳିବ । ଏଥିରେ ସାମିଲ ହୋଇଛନ୍ତି ଟିସିଏସ, ଇନଫୋସିସ, ୱିପ୍ରୋ ଓ ଏଚସିଏଲ ଟେକ୍ନୋଲୋଜିସ୍ ଭଳି ଟପ୍ ଆଇଟି କମ୍ପାନୀ । ଏହି…

ଭୋକିଲା ତାଲିକାରେ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ: ଗ୍ଲୋବାଲ୍ ହଙ୍ଗର୍ ଇଣ୍ଡେକ୍ସ ୨୦୨୧ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ୧୧୬ଟି ଦେଶ ମଧ୍ୟରେ ଭାରତ ୧୦୧ ସ୍ଥାନରେ ରହିଛି। ଭାରତରେ ଦିନକୁ ଦିନ ବଢୁଛି ଭୋକିଲାଙ୍କ ସଂଖ୍ୟା । ଏହି ରିପୋର୍ଟରେ ଭାରତର…

କେବଳ NET କ୍ୱାଲିଫାଏଡ୍ ପ୍ରାର୍ଥୀ ହୋଇପାରିବେ Assistant Professor, ଜାଣନ୍ତୁ UGCର ନୂଆ ନିୟମ

ନୂଆଦିଲ୍ଲୀ: ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଜାରି କରାଯାଇଛି । ଦେଶର ୟୁନିଭିର୍ସିଟି ଓ କଲେଜଗୁଡ଼ିକରେ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ଭର୍ତ୍ତି ପାଇଁ ନିର୍ଦ୍ଧାରିତ ଯୋଗ୍ୟତାର ସର୍ତ୍ତରେ…

ରାଜ୍ୟରୁ ୫ ଜଣ କରୋନାରେ ପ୍ରାଣ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…

ପୋଷ୍ଟ ଅଫିସର ଆକର୍ଷଣୀୟ ସ୍କିମ୍: ଗୋଟିଏ ଥର ନିବେଶ କରି ପ୍ରତି ମାସରେ ପାଆନ୍ତୁ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: ଯଦି ଆପଣ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ପୋଷ୍ଟ ଅଫିସର ଏକ ସର୍ବୋତ୍ତମ ଯୋଜନା । ଲୋକଙ୍କୁ ପୋଷ୍ଟ ଅଫିସର ସ୍କିମରେ ଅଧିକ ଭରସା ଥିବା ବେଳେ ଏଥିରେ ନିବେଶ କରିବା…

ଡ୍ରଗ୍ସ-ଆର୍ୟନ ଖାନ-ମହାତ୍ମା ଗାନ୍ଧିଙ୍କୁ ନେଇ ଏଏସଜି ଅନିଲ ସିଂହଙ୍କ ବଡ଼ ବୟାନ୍

ନୂଆଦିଲ୍ଲୀ: ଡ୍ରଗ୍ସ କେସରେ ଫସିଥିବା ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ୟନ ଖାନଙ୍କ ଜାମିନ ଶୁଣାଣି ଆସନ୍ତା ୨୦ ତାରିଖରେ ହେବ । ଗତକାଲି ସ୍ୱତନ୍ତ୍ର ଟ୍ରାଏଲ ଜଜ୍ ଏହି ଆଦେଶକୁ ସଂରକ୍ଷଣ କରିଥିଲେ । ତେବେ ଜାମିନ ନ…

କୋଭିଡ ପାଇଁ କାଲି ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । କିନ୍ତୁ ଚଳିତ ବର୍ଷ ମଧ୍ୟ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ୍ମଦିନ…

ବୁଝି ବିଚାରି କରନ୍ତୁ Facebookରେ ପୋଷ୍ଟ, ଏଣିକିି ନିୟମ ନ ମାନିଲେ ଆକାଉଣ୍ଟକୁ ହଟାଇଦେବ କମ୍ପାନୀ

ନୂଆଦିଲ୍ଲୀ: ଫେସବୁକ ଆକାଉଣ୍ଟ, ପେଜ ଓ ଗ୍ରୁପର କଣ୍ଟେଣ୍ଟ-ଲିଙ୍କଡ ନେଟୱାର୍କ ସମାପ୍ତ ହୋଇଯିବ । ରାଜନେତା, ସାମ୍ବାଦିକ, ସେଲିବ୍ରେଟି ଆଦି ପବ୍ଲିକ ଫିଗର୍ସଙ୍କୁ ଟାର୍ଗେଟ କରୁଥିବା ସେକ୍ସୁଆଲାଇଜିଂ କଣ୍ଟେଣ୍ଟକୁ ବ୍ୟାନ…