Browsing Category
Breaking News
ବେତନୀ ନଦୀରେ ଅଘଟଣ: ପାଣି ମଝିରେ ଭାରସାମ୍ୟ ହାରାଇ ଓଲଟି ଡଙ୍ଗା, ୧୨ ନିଖୋଜ, ୧୨ ଉଦ୍ଧାର
କୋଲକାତା: ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ବେତନୀ ନଦୀରେ ଏକ ଅଘଟଣ ଘଟିଛି । ଭାରସାମ୍ୟ ହାରାଇ ଏକ ଡଙ୍ଗା ଓଲଟି ପଡ଼ିଥିବା ବେଳେ ସେଥିରେ ଥିବା ୧୨ଜଣ ଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି । ଅନ୍ୟ ୧୨ଜଣ ଅଳ୍ପକେ…
ପୁଣି ମେଡିକାଲ କଲେଜରେ କରୋନା ଆତଙ୍କ: ୪୩ ଅନ୍ତବାସୀଙ୍କ ସହ ଷ୍ଟାଫ୍ ସଂକ୍ରମିତ, ଆହୁରି ବଢ଼ିପାରେ ସଂଖ୍ୟା
ହାଇଦ୍ରାବାଦ: ଶିକ୍ଷାନୁଷ୍ଠାନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ । ସ୍ଥାନୀୟ ଏକ ମେଡିକାଲ କଲେଜରେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଲେଙ୍ଗାନାର କରିମନଗର ଜିଲ୍ଲାର ବୋମକ୍କଲରେ ସ୍ଥିତ ଆନନ୍ଦ…
ଆଜିଠୁ ରାଜ୍ୟରେ ଶୁଖିଲା ପାଗ, ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ ରାତିର ତାପମାତ୍ରା
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ତେଣୁ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନଥିବା ଭୁବନେଶ୍ୱରସ୍ଥିତ…
ତିଆରି ହେଉଛି ଏଭଳି ଚୁଇଙ୍ଗମ: ଚୋବାଇଲେ ମୁହଁରେ ହିଁ ନାଶ ହୋଇଯିବ କରୋନା ଭାଇରସ!
କରୋନା ଭାଇରସ ସହ ଲଢ଼େଇ ପାଇଁ ଏପର୍ଯ୍ୟନ୍ତ ଭାକ୍ସିନକୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି । ଅନେକ ଔଷଧ କମ୍ପାନୀ ଟାବଲେଟ ମଧ୍ୟ ଲଞ୍ଚ କରିଛନ୍ତି, ଯାହା ସଂକ୍ରମଣକୁ କମ୍ କରିବାରେ ସହାୟକ ହେଉଛି । କିନ୍ତୁ ଖୁବଶୀଘ୍ର…
ଧରାପଡ଼ିଲେ ଲାଞ୍ଚୁଆ SI, ଲାଞ୍ଚ ନେଉଥିବାବେଳେ ପଡ଼ିଲେ ଭିଜିଲାନ୍ସ ଜାଲରେ
ଚାଲିଥିଲା ଲାଂଚ କାରବାର, ଧରିନେଲା ଭିଜିଲାନ୍ସ । ୬ହଜାର ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ । ଏଭଳି ଅଭିଯୋଗ ଆସିଛି ଯାଜପୁର ବିଞ୍ଜାରପୁରରୁ । ବିଝାଂରପୁର ଥାନା ଏସଆଇ ଫକିର ସିଂହ ୬୦୦୦…
ଲଞ୍ଚ ହେଲା Samsung Galaxy A03 Core ବଜେଟ୍ ସ୍ମାର୍ଟଫୋନ, ରହିଛି 5000 mAhର ବ୍ୟାଟେରୀ
ନୂଆଦିଲ୍ଲୀ: Samsung ଏହାର କମ୍ ବଜେଟ ସ୍ମାର୍ଟଫୋନ Galaxy A03 Coreକୁ ଲଞ୍ଚ କରିଛି । ଏହା ଏକ ଏଣ୍ଟ୍ରି ଲେଭଲ ସ୍ମାର୍ଟଫୋନ ଅଟେ । ଏହା ପ୍ରଥମ କରି ଏବଂ କେବଳ ଭିଡିଓ କିମ୍ବା ଇଣ୍ଟରନେଟ୍ ସର୍ଚ୍ଚିଂ ଭଳି କାମ…
ମହାରାଷ୍ଟ୍ରରେ ଚିହ୍ନଟ ହେଲେ ଆଉ ୨ ଓମିକ୍ରନ ଆକ୍ରାନ୍ତ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ବୃଦ୍ଧି
ମୁମ୍ବାଇ: ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ଓମିକ୍ରନ ଭ୍ୟାରିଆଣ୍ଟ ଏବେ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହି କ୍ରମରେ ସୋମବାର ମହାରାଷ୍ଟ୍ରରୁ ପୁଣି ଚିହ୍ନଟ ହୋଇଛନ୍ତି ଓମିକ୍ରନ ସଂକ୍ରମିତ ।…
ଫେଲ୍ ମାରିଲା ସର୍ବଦଳୀୟ ବୈଠକ; ମଙ୍ଗଳବାର ଯାଏଁ ଗୃହ ମୁଲତବୀ
ଭୁବନେଶ୍ୱର: ଫେଲ ମାରିଲା ସର୍ବଦଳୀୟ ବୈଠକ, ଲଗାତାର ୫ ଦିନ ଧରି ଅଚଳ ହେଉଥିବା ଗୃହକାର୍ଯ୍ୟକୁ ସ୍ୱାଭାବିକ କରିବାକୁ ବାଚସ୍ପତି ଡକାଇଥିବା ସର୍ବଦଳୀୟ ବୈଠକ ଫେଲ୍ ମାରିଛି । ସୋମବାର ସନ୍ଧ୍ୟାରେ ଡକାଯାଇଥିବା ସର୍ବଦଳୀୟ…
ମମିତା ମେହେର ହତ୍ୟା ମାମଲା; ବିଧାନସଭାରେ ଉତ୍ତର ରଖିଲେ ଗୃହମନ୍ତ୍ରୀ
ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିଧାନସଭାରେ ଉତ୍ତର ରଖିଲେ ଗୃହମନ୍ତ୍ରୀ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ବର୍ତ୍ତମାନ…
ବିଶ୍ଵ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ହରାଇ ଶୀର୍ଷ ସ୍ଥାନ ଦଖଲ କଲା ଭାରତୀୟ ଦଳ
ନୂଆଦିଲ୍ଲୀ : ଭାରତୀୟ ଦଳ ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ହରାଇ ଐତିହାସିକ ବିଜୟ ହାସଲ କରିଛି। ଏଥିସହ ଭାରତୀୟ ଦଳ ଟେଷ୍ଟ ମାନ୍ୟତାରେ ଶୀର୍ଷକୁ ଉଠିଛି। ଆଇସିସି ଦ୍ଵାରା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ…