fbpx
Browsing Category

Breaking News

ୟୁଏଇର ଗୋଲ୍ଡେନ୍ ଭିସା ପାଇଲେ ଉର୍ବଶୀ, ପ୍ରଥମ ଭାରତୀୟ ମହିଳା ଭାବେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୦ ବର୍ଷ ପାଇଁ ହାସଲ କଲେ ଭିସା

ମୁମ୍ବାଇ (ଭାସ୍କର ନ୍ୟୁଜ୍): ବଲିଉଡରେ ଉର୍ବଶୀ ରୌତେଲା ନିଜର ବୋଲ୍ଡନେସ୍‌ ସହିତ ଆକ୍ସନ୍‌ ଏବଂ ଫିଟନେସ୍‌ ପାଇଁ ଜଣାଶୁଣା । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ନିକଟରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ…

REET Paper Leak ଖୁଲାସା: ଚପଲରେ ଲୁଚାଇ ନେଇଥିଲେ ଇଲେକ୍ଟ୍ରୋନିକ୍ ଡିଭାଇସ୍, ଚଳନ୍ତା ବସରେ ଦିଆଯାଇଥିଲା ଟ୍ରେନିଂ

ନୂଆଦିଲ୍ଲୀ: ରାଜସ୍ଥାନରେ ହୋଇଥିବା ରିଟ୍ ପେପର ଲିକ୍ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଦ୍ଦାଫାସ୍ ହୋଇଛି । ଅଭିଯୁକ୍ତମାନେ ଚପଲରେ ଇଲେକ୍ଟ୍ରୋନିକ୍ ଡିଭାଇସ୍ ଲୁଚାଇ ନେଇଥିଲେ । କେବଳ ଏତିକି ନୁହେଁ, ସେମାନଙ୍କ ପାଇଁ…

ନୂଆ ଦଳ ଗଢିବେ ଅମରିନ୍ଦର ସିଂ ! ପଞ୍ଜାବରେ ଜୋର ଧରିଲା ଚର୍ଚ୍ଚା

ଚଣ୍ଡିଗଡ: ପଞ୍ଜାବ ରାଜନୈତିକ ଅସ୍ଥିରତା ମଧ୍ୟରେ ଚର୍ଚ୍ଚା ଏବେ ଅମିରିନ୍ଦର ସିଂଙ୍କ ନୂଆ ପାର୍ଟିକୁ ନେଇ । ଆଗାମୀ କିଛିଦିନ ମଧ୍ୟରେ ଅମରିନ୍ଦର ରାଜ୍ୟରେ ଆଉ ଏକ ନୂଆ ଦଳ ଯାହାର ନାଁ ‘ପଞ୍ଜାବ ବିକାଶ ପାର୍ଟି’ଗଠନ…

ଆଜି ରେଢ଼ାଖୋଲ ଗସ୍ତ କରିବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଢ଼ାଖୋଲ ଗସ୍ତ କରିବେ । ସନ୍ଥ କବି ଭୀମ ଭୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ଏହି ପରିପ୍ରେକ୍ଷୀରେ ରେଢ଼ାଖୋଲ ଜନସାଧାରଣଙ୍କ ପକ୍ଷରୁ…

ଯୁକ୍ତ ୩ ପାଇଁ ସ୍ପଟ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର(ଓଡିଶା ଭାସ୍କର): ଯୁକ୍ତ ୩ ଦ୍ଵିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଖାଲିଥିବା ଆସନ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି…

ଅକ୍ଟୋବର ୪ରୁ ମିଳିବ ମାଟ୍ରିକ୍ ସାର୍ଟିଫକେଟ୍, ୩୦ଟି ଜିଲ୍ଲା ପାଇଁ ୩୦ଟି କେନ୍ଦ୍ରର ବ୍ୟବସ୍ଥା

କଟକ (ଭାସ୍କର ନ୍ୟୁଜ୍‌): ଓଡିଶା ମାଧ୍ୟମିକ ଶିକ୍ଷାପରିଷଦ (ବୋର୍ଡ) ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖଠାରୁ ଚଳିତବର୍ଷ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରାଯିବ । ରାଜ୍ୟରେ ବୋର୍ଡ ପକ୍ଷରୁ ୩୦ଟି କେନ୍ଦ୍ର ନିର୍ଦ୍ଧାରଣ…

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଭେରିସିବିୟର ସାଇକ୍ଲୋନିକ ଷ୍ଟର୍ମରେ ରୂପ ନେବ ‘ଶାହିନ୍‌’, ଘଣ୍ଟା ପ୍ରତି ୨୦ କିମି ବେଗରେ ମାଡ଼ି ଆସୁଛି….

ମୁମ୍ବାଇ : ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଶୁକ୍ରବାର ଘୂର୍ଣ୍ଣିବାତ୍ୟା ‘ଶାହିନ୍‌’ରେ ପରିଣତ ହୋଇଥିଲା।  ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଆହୁରୀ ଘନିଭୂତ ହୋଇ ଭେରିସିବିୟର ସାଇକ୍ଲୋନିକ ସର୍କଲରେ ପରିଣତ ହେବ…

ଆସୁଛି ପ୍ରଥମ କୋଭିଡ୍ ଟାବଲେଟ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଇଥିବା କରୋନା ମହାମାରୀକୁ ନେଇ ସମସ୍ତେ ଚିନ୍ତିତ । ବର୍ତ୍ତମାନ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଥିଲେ ମଧ୍ୟ ଟଳିନି ବିପଦ । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ…

ସେପ୍ଟେମ୍ବରରେ ଭୁବନେଶ୍ୱରରୁ ସାଇବର ଲୁଟ୍ ୬୦ ଲକ୍ଷରୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଲୋକମାନେ ଯେତେ ଅପଡେଟ ହେଉଛନ୍ତି, ସାଇବର ଲୁଟେରା ସେତିକି ମାତ୍ରାରେ ଲୁଟ୍ କରୁଛନ୍ତି । ଗତ ମାସ ଅର୍ଥାତ୍ ସେପ୍ଟେମ୍ବରରେ ରାଜଧାନୀ ଭୁବନେଶ୍ୱରରୁ ସାଇବର ଲୁଟ୍ ୬୦ ଲକ୍ଷରୁ ଅଧିକ…