fbpx
Browsing Category

Breaking News

୩ ଦିନିଆ ଓମାନ ଗସ୍ତରେ ନୌସେନା ମୁଖ୍ୟ କରମବୀର ସିଂ, ନୌସେନା ମଧ୍ୟରେ ସମ୍ମନ୍ୱୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ୩ ଦିନିଆ ଓମାନ ଗସ୍ତରେ ଯାଇଛନ୍ତି ଭାରତୀୟ ନୌସେନାର ଭାଇସ ଆଡମିରାଲ କରମବୀର ସିଂ । ଏହି ଗସ୍ତ ସମୟରେ ଦୁଇ ଦେଶର ନୌସେନା ମଧ୍ୟରେ ସମ୍ମନ୍ୱୟ ଓ ଜ୍ଞାନ କୌଶଳ ସହଭାଗିତା ଉପରେ ଆଲୋଚନା ହେବ । ଓମାନ ନୌସେନା…

ଚନ୍ନିଙ୍କ ନୂଆ ଟିମ୍‌: ଶପଥ ନେଲେ ୧୫ ମନ୍ତ୍ରୀ, ୭ ନୂଆ ଚେହେରାଙ୍କୁ ସୁଯୋଗ

ଚଣ୍ଡିଗଡ : ପଞ୍ଜାବରେ ଚରଣଜିତ ସିଂହ ଚନ୍ନୀଙ୍କ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ସଂପ୍ରସାରଣ ହୋଇଛି । ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ୍‌ ଚଣ୍ଡିଗଡ଼ ରାଜଭବନରେ ୧୫ ଜଣ ନୂତନ ମନ୍ତ୍ରୀ ଭାବେ ପଦ ଏବଂ ଗୋପନୀୟତାର…

ଖୁବଶୀଘ୍ର ବାୟୁସେନା ପାଇଁ ବିମାନ ତିଆରି କରିବ ଟାଟା, ୪୦ଟି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଏୟାରବସ ସହ ଚୁକ୍ତି

ନୂଆଦିଲ୍ଲୀ: ଟାଟା ଗ୍ରୁପରTata advance system କମ୍ପାନୀ ଖୁବଶୀଘ୍ର ବାୟୁସେନା ପାଇଁ ତିଆରି କରିବ ବିମାନ । ଏଥିପାଇଁ କମ୍ପାନୀ ଏୟାରବସ ସହ ଏକ ଚୁକ୍ତି କରିଛି । ଏନେଇ ରତନ ଟାଟା ସୂଚନା ଦେଇଛନ୍ତି । ଭାରତୀୟ…

ଗଭୀର ଅବପାତରେ ପରିଣତ ହେଲା ‘ଗୁଲାବ’, ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶଶ ଭାସ୍କର): ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ‘ଗୁଲାବ’ । ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୪ କିମି ବେଗରେ ‘ଗୁଲାବ’ ଗତି କରୁଛି । ଗୋପାଳପୁରରୁ ୨୨୦ କିମି ଦୂରରେ ରହିଛି ‘ଗୁଲାବ’ । ଏହାର…

ଆଜି ଡିଜିଟାଲ ହେଲ୍‌ଥ ମିଶନର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଦେଶରେ ଜାତୀୟ ଡିଜିଟାଲ ହେଲ୍‌ଥ ମିଶନ (ଏନ୍‌ଡିଏଚ୍‌ଏମ୍‌) ର ଶୁଭାରମ୍ଭ କରିବେ । ତେବେ ଏହାର ନାମ ବଦଳାଯାଇ ପ୍ରଧାନମନ୍ତ୍ରୀ ଡିଜିଟାଲ…

ଆଜି ଭାରତ ବନ୍ଦ, ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ବଳବତ୍ତର ରହିବ

ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ତିନି କୃଷି ଆଇନକୁ ବିରୋଧ କରି ଆଜି ଚାଷୀମାନେ ପୁଣି ଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ତେଣୁ ସୋମବାର ସକାଳ ୬ଟାରୁ ଅପରାହ୍ନ ୪ଟା…

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା: IMD

ଭୁବନେଶ୍ଵର (ଓଡ଼ିଶା ଭାସ୍କର): ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ମଧ୍ୟରାତ୍ର ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରୀ ରହିବ । ଏହାର ବିଶେଷ ପ୍ରଭାବ ଗଂଜାମ ଓ ଗଜପତି ଜିଲ୍ଲାରେ ପଡିବ ବୋଲି…

ସନ୍ଧ୍ୟା ୬ଟାରେ ଗୁଲାବ କରିବ ଲ୍ୟାଣ୍ଡଫଲ୍, ଗୋପାଳପୁର ଠାରୁ ୯୫ କିମି ଦୂରରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’ । ଅପରାହ୍ନ ୫ଟା ସୁଦ୍ଧା ଗୋପାଳପୁର ଠାରୁ ୯୫ କିମି ଦୂରରେ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ଆଉ ୮୫ କିମି ଦୂରରେ…

ବାତ୍ୟା ‘ଗୁଲାବ’କୁ ନେଇ ନବୀନଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ନବୀନଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ବାତ୍ୟା ସମୟରେ ସବୁ…

ସମୁଦ୍ରରେ ଭାସିଗଲେ ୨ ଜଣ ପର୍ଯ୍ୟଟକ

ଜଳେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ପଟେ ବାତ୍ୟା ଗୁଲାବ ଧୀରେ ଧୀରେ ସ୍ଥଳଭାଗ ମୁହାଁ ହେଉଥିବା ବେଳେ ସମୁଦ୍ର ଉତ୍ତେଜିତ ଅବସ୍ଥାରେ ରହିଛି । ଆଉ ଅନ୍ୟପଟେ ଲୋକମାନେ ବାତ୍ୟା ଆଶଙ୍କାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା…