Browsing Category

Breaking News

EPFO ଖାତାଧାରୀଙ୍କ ପାଇଁ ଖୁସିଖବର, ଖୁବ୍ ଶୀଘ୍ର ଆସିପାରେ ପିଏଫ୍ ସୁଧ

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ଏବଂ ଅଣ-ସରକାରୀ ସଂଙ୍ଗଠିତ କ୍ଷେତ୍ରରେ କାମ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ସରକାର ଖୁବଶୀଘ୍ର ଦେଶର ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ପିଏଫ୍ ଖାରେ ଆର୍ଥିକ ବର୍ଷ ୨୦୨୨…

ଭୈରବ ଘାଟିରେ ୫୦ ଫୁଟ ଗଭୀର ଖାଇକୁ ଖସିଲା ବସ୍‌: ୫ ଯାତ୍ରୀଙ୍କ ଚାଲିଗଲା ଜୀବନ, ଆହୁରି ବଢ଼ିପାରେ ସଂଖ୍ୟା

ଇନ୍ଦୋର: ଇନ୍ଦୋର ଭୈରବ ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା। ୫୦ ଫୁଟ ଗଭୀର ଖାଇକୁ ଖସି ଓଲଟିପଡିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଯାତ୍ରୀଙ୍କୁ ମୃତ୍ୟୁ ଘଟିଛି।…

ଦେଶ ସୁରକ୍ଷା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମିଲିଟାରୀ ଡିଫେନ୍ସ ସାଟେଲାଇଟର ଭୂମିକା କ’ଣ, ଏ କ୍ଷେତ୍ରରେ ଭାରତର ସ୍ଥିତି କିପରି ରହିଛି

ନୂଆଦିଲ୍ଲୀ: ଭାରତ ପ୍ରତିରକ୍ଷା ବାହିନୀ ପାଇଁ ଅଲଗା ଅଳଗା ସାଟେଲାଇଟ୍ ଲଞ୍ଚ କରିବ ବୋଲି ଦୁଇମାସ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ସେଥିମଧ୍ୟରେ ଜିସାଟ-୭ବି ଓ ଜିସାଟ-୭ଆର ସାମିଲ ରହିଛନ୍ତି । ଅନ୍ୟ…

ନରସିଂହପୁର ପରେ ସମ୍ବଲପୁର, ଏଠିବି ଗୁଳିମାଡ଼ରେ ହାତୀର ମୃତ୍ୟୁ

ସମ୍ବଲପୁର: ସାପଲହରା ସ୍ଥିତ ଏକ ପୋଖରୀରେ ଫସି ହାତୀ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ଼ । ଗୁରୁବାର ହାତୀ ମୃତ୍ୟୁ ସଂପର୍କରେ ପ୍ରେସମିଟ୍ ରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଡିଏଫଓ । ପ୍ରେସମିଟରେ ଡିଏଫଓ କହିଛନ୍ତି…

ମହିଳା ଟି-୨୦ ସିରିଜ୍: ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୩୪ ରନରେ ମାତଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ମହିଳା ଟି-୨୦ରେ ଭାରତ ଶାନଦାର ଶୁଭାରମ୍ଭ କରିଛି । ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ୩୪ ରନରେ ପରାସ୍ତ କରିଛି । ଦାମ୍ବୁଲା ଷ୍ଟାଡିୟମରେ ହରମନପ୍ରୀତ କୌରଙ୍କ ବାହିନୀ ନିର୍ଦ୍ଧାରିତ ୨୦ ଓଭରରେ…

ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ଚାଲିଛି ଗୁପ୍ତ ଉପଚାର, ଦଶମୀ ତିଥିରେ ଶେଷ ଓଷ ଲାଗି ପରେ ଚକା ବିଜେ କରିବେ ମହାପ୍ରଭୁ

ପୁରୀ (ଭାସ୍କର ନ୍ୟୁଜ): ଶ୍ରୀମନ୍ଦିରରେ ଚାଲିଛି କାଳିଆ ଠାକୁରଙ୍କ ମାନବୀୟ ଲୀଳା । ୧୦୮ ଗରା ଜଳ ସ୍ନାନ ପରେ ଅଣସର ଘରେ ଜ୍ବରରେ ପୀଡ଼ିତ ଠାକୁରେ । ଅଣସର ବିଜେ ଅସୁସ୍ଥ ଶ୍ରୀବିଗ୍ରହଙ୍କ ଗୋପନରେ ସେବାୟତ ମାନେ ପ୍ରାଣପଣେ…

ଭିତରୁ ସୁନ୍ଦର ହେବା ପାଇଁ ଚୋବାଇ ଚୋବାଇ ଖାଇଲେ ସାବୁନ୍

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଶୁଣିଥିବେ ସୁନ୍ଦରତା ମଣିଷ ମନରେ ଥାଏ ଚେହେରାରେ ନଥାଏ । ଚେହେରାରୁ ମଣିଷ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ମନ ସଫା ନଥିଲେ ସେ ସୁନ୍ଦରତାର କୌଣସି ମୂଲ୍ୟ ନଥାଏ । ଏହାର ଅର୍ଥ ହେଉଛି ମଣିଷ…

ପ୍ରେମିକାର ତଣ୍ଟି ଚିପି ହତ୍ୟା କଲେ, ଟ୍ରେନ ଆଗକୁ ଡେଇଁ ନିଜେ ଜୀବନ ହାରିଲେ ବୃଦ୍ଧ: ହତ୍ୟା ପଛର ରହସ୍ୟ ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ପ୍ରେମିକାକୁ ତଣ୍ଟି ଚିପି ବିଭତ୍ସ ଭାବେ ହତ୍ୟା କରିବା ପରେ ଟ୍ରେନ୍ ଆଗକୁ ଡେଇଁପଡିଲା ୬୮ ବର୍ଷିୟ ପ୍ରେମିକ।  ପ୍ରେମିକା ମୃତଦେହ ଗାରଫର ଫ୍ଲାଟରୁ ଉଦ୍ଧାର କରାଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାତାରେ…

କାଳ ସାଜିଲା ପାଣି ଭର୍ତ୍ତି ଗାତ, ନେଇଗଲା ୪ ଶିଶୁଙ୍କ ଜୀବନ

କୋରାପୁଟ: ପାଣି ଭର୍ତ୍ତି ଗାତ ନେଇଗଲା ୪ ନିରୀହ ଶିଶୁଙ୍କ ଜୀବନ । ଗାତରେ ପାଣି ଭରି ରହିଥିବା ଜାଣିନପାରି ସେଥିରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୂଯାୟୀ, କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକ୍…

ହରିଦ୍ୱାରରୁ ଗଙ୍ଗାସ୍ନାନ କରି ଫେରୁଥିଲେ ଗୋଟିଏ ପରିବାର: ଡ୍ରାଇଭରର ଭୁଲ୍ ପାଇଁ ୧୧ ଜଣ ଯାତ୍ରୀଙ୍କର ହୋଇଗଲା ରକ୍ତସ୍ନାନ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଆଜିକାଲି ଏକ ମୁଖ୍ୟ ସମସ୍ୟା । ଅନେକ ସମୟରେ ଡ୍ରାଇଭରଙ୍କର ବେପରୁଆ ଗାଡ଼ିଚାଳନା ଯୋଗୁଁ ଅନେକ ଯାତ୍ରୀଙ୍କର ଅକାଳରେ ପ୍ରାଣହାନୀ ଘଟିଥାଏ । ତେବେ ଉତ୍ତରପ୍ରଦେଶରୁ ଏଭଳି ଏକ…