Browsing Category

Breaking News

ମେଣ୍ଢା ଉପରେ ହତ୍ୟା ଅଭିଯୋଗ, କୋର୍ଟ ଶୁଣାଇଲେ ଅଜବ ଦଣ୍ଡାଦେଶ

ଦକ୍ଷିଣ ସୁଡ଼ାନରେ ରୁମ୍ବେକ ଇଷ୍ଟ କାଉଣ୍ଟରେ ୪୦ ବର୍ଷୀୟା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ମାମଲାରେ ଅଭିଯୁକ୍ତ ମେଣ୍ଢାକୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଘଟଣା ଏହି ମାସ ଆରମ୍ଭରେ…

ଏବେ ବିମାନରେ ବି ଚାଲିବ ଇଣ୍ଟରନେଟ୍, ଏହି ଏୟାରଲାଇନ ଆରମ୍ଭ କରିବ।କୁଯାଉଛି ସେବା

ଭାରତ ଦୁନିଆରେ ସବୁଠୁ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଦେଶ ମଧ୍ୟରୁ ଗୋଟିଏ ପାଲଟିଛି । ଭାରତରେ ଇଣ୍ଟରନେଟ୍ ଡାଟାର ବ୍ୟବହାର ବଢ଼ିଛି । ଏହାକୁ ଦୃଷ୍ଟିରେ ଏକ ପ୍ରମୁଖ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟ୍…

ବର୍ଷାଙ୍କୁ ଅନୁଭବଙ୍କ ଚ୍ୟାଲେଞ୍ଜ: ରିଲିଜ୍ କଲେ ୩ୟ ଭିଡିଓ, ଜାଣନ୍ତୁ ଏଥର କ’ଣ କହିଲେ

କଟକ(ଓଡ଼ିଶା ଭାସ୍କର): ଅଭିନେତା ତଥା  ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । କୋର୍ଟକଚେରୀ ଚକ୍କରରେ ଉଭୟଙ୍କ ସମୟ ବିତୁଥିବା ବେଳେ ଏବେ ଘଟଣାରେ ଆସିଛି…

କ୍ୱାଡ ସମ୍ମିଳନୀରେ ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍, ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଲେ ଏମିତି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଟୋକିଓରେ ଆୟୋଜିତ କ୍ୱାଡ ବୈଠକରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ବାଇଡେନ ପୁଟିନଙ୍କ ଉପରେ ବର୍ଷିଛନ୍ତି । ସେ ଋଷ-ୟୁକ୍ରେନ ଯୁଦ୍ଧର ବୈଶ୍ୱିକ କାରଣ କହିବା ସହ…

କୁତୁବ୍ ମୀନାରର ମସଜିଦରେ ନମାଜ ପାଠ ଉପରେ ଏଏସଆଇର ପ୍ରତିବନ୍ଧକ

କୁତୁବ୍ ମୀନାର ମାମଲାରେ ଆଜି କୋର୍ଟରେ ଶୁଣାଣି ହେବ । ଏହା ପୂର୍ବରୁ କୁତୁବ୍ ମୀନାରର ମସଜିଦର ଇମାମ ଶେର ମୋହମ୍ମଦ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଏସଆଇ କୁତୁବ୍ ମୀନାରରେ ନମାଜ ପଢ଼ିବା ବନ୍ଦ କରିଦେଇଛି ।…

ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଖାଲି ହୋଇଥିବା ରାଜ୍ୟସଭା ଆସନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ବିଧାନସଭା ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାଲି ହୋଇଥିବା ୩ଟି ଆସନ…

ବିଫ୍ କୁ ନେଇ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

କର୍ଣ୍ଣାଟକର ବିରୋଧୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଫକୁ ନେଇ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ । ସେ କହିଛନ୍ତି ଯେ ସେ ହିନ୍ଦୁ ଏବଂ ସେ ଏପର୍ଯ୍ୟନ୍ତ ବିଫ୍ ଖାଇନାହାଁନ୍ତି । କିନ୍ତୁ ସେ…

ଏଣିକି ଅଫିସରେ ୪ ଦିନ କାମ ଓ ୨ ଦିନ ଲକଡାଉନ୍: ପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର ନୂଆ ପ୍ଲାନ୍

ଇସଲାମବାଦ: ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ…

ଠାକୁରଙ୍କ ଚାପଖେଳ ବେଳେ ବୁଡ଼ିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ଭକ୍ତ ଓ ସେବାୟତ

ନୟାଗଡ଼(ଓଡ଼ିଶା ଭାସ୍କର): ନୟାଗଡ଼ ଶରଣକୂଳ ଲଡ଼ୁବାବାଙ୍କ ପୀଠରେ ଘଟିଛି ଅଘଟଣ । ଠାକୁରଙ୍କ ଚାପ ଖେଳ ବେଳେ ଓଲଟିଯାଇଛି ଡଙ୍ଗା, ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୨୭ ଭକ୍ତ ଓ ସେବାୟତ । ସୂଚନା ଅନୁସାରେ, ଚନ୍ଦନଯାତ୍ରା…

ଏମାର ମଠରେ ଆଜି ପୁଣି ଚାଲିଛି GPRS ସର୍ଭେ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଏମାର ମଠର ଖନନ ସ୍ଥଳରେ ଆଜି ପୁଣି ଚାଲିଛି ଜିପିଆରଏସ ସର୍ଭେ । ରାତିରେ ସର୍ଭେ ଖବର ପ୍ରସାରଣ ପରେ ସକାଳେ ହୋଇଛି ସର୍ଭେ କାମ । ଜିପିଆରଏସରେ ୩ଟି ମେସିନ୍, ୫ ଇଞ୍ଜିନିୟର ଓ ୮ କର୍ମଚାରୀ…