Browsing Category

Breaking News

ବିଶ୍ୱର ଅଧିକାଂଶ ଦେଶରେ ଏବେ ସୃଷ୍ଟି ହୋଇଛି ଆର୍ଥିକ ସଙ୍କଟ: ଜାଣନ୍ତୁ ଏହା ପଛର ୫ଟି କାରଣ

ନୂଆଦିଲ୍ଲୀ: ବିଶ୍ୱକୁ ପୁଣି ଥରେ ଘୋର ଆର୍ଥିକ ସଙ୍କଟ ଘାରିଛି । ଅଧିକାଂଶ ଦେଶ ଆର୍ଥିକ ସଙ୍କଟରୁ ମୁକୁଳିବାକୁ ସଂଘର୍ଷ ଜାରି ରଖିଛନ୍ତି । ଏହି ପରିସ୍ଥିତିକୁ ଦେଖି ବିଶ୍ୱର ଏକନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ ମଧ୍ୟ…

ତାତିରୁ ନିସ୍ତାର ନାହିଁ, ରାଜ୍ୟରେ ପୁଣି ବଢ଼ିବ ତାପମାତ୍ରା: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟବାସୀ ଗରମରେ କଲବଲ ହେଉଥିବା ବେଳେ ଏନେଇ ନୂଆ ଅପଡେଟ୍ ଆସିଛି । ପୁଣି ରାଜ୍ୟର ତାପମାତ୍ରା ବୃଦ୍ଧି ହେବ । ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହେବାରେ ଲାଗିଛି ।…

ରାଜ୍ୟ କ୍ୟାବିନେଟରେ ୩୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମାପ୍ତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

ମୁଣ୍ଡକା ଅଗ୍ନିକାଣ୍ଡ: ୨୭ ଜଣଙ୍କ ମୃତ୍ୟୁ ପାଇଁ ବିଜେପିର ୩ ଜଣ ବଡ଼ନେତା ଦାୟୀ: AAP, ଏହି ଅଭିଯୋଗ କ’ଣ ସତ

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଉକ୍ତ ଘଟଣା ପରେ ବର୍ତ୍ତମାନ ପୋଲିସ ପ୍ରଶାସନ ଡିଏନଏ ଟେଷ୍ଟ କରିବା ସହ ବାୟୋ ପ୍ରୋଫାଇଲିଂ…

ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଉପରାଜ୍ୟପାଳ ଅନିଲ ବୈଜଲ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୩ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ବିଜେପିରେ ମିଶିବେ କି ହାର୍ଦ୍ଦିକ, ଇସ୍ତଫା ପଛରେ ଭାଜପାର ବଡ଼ ଷଡ଼ଯନ୍ତ୍ର: କଂଗ୍ରେସ

ନୂଆଦିଲ୍ଲୀ: ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା । ରାଜ୍ୟର ଜଣେ ବଡ଼ ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକ…

ଏଣିକି ସରକାରୀ କ୍ୱାର୍ଟରରେ ପୋଷା କୁକୁର ରଖିପାରିବେ ନାହିଁ ପୋଲିସ ଅଧିକାରୀ: ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁହେଲା ଏହି ନିୟମ

ନୂଆଦିଲ୍ଲୀ: ନିଜ ଘରେ ପୋଷା କୁକୁର ରଖିବା ଅଧିକାଂଶ ଲୋକଙ୍କର ସଉକ ରହିଥାଏ । ପୋଷା ପଶୁପକ୍ଷୀଙ୍କୁ ଘରେ ରଖିବା ସହ ସେମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ମଧ୍ୟ ବହୁ ପଶୁପ୍ରେମୀ ଗ୍ରହଣ କରିଥାନ୍ତି । କିଛି ଲୋକ ନିଜର…

ରାଜସ୍ଥାନୀ ସିଙ୍ଗରଙ୍କ କମାଲ୍: କାନ୍ସ ରେଡ୍ କାର୍ପେଟରେ ଚାଲିଲେ ପ୍ରଥମ ଭାରତୀୟ ଲୋକ କଳାକାର

ନୂଆଦିଲ୍ଲୀ: ଜଣେ ରାଜସ୍ଥାନୀ ସିଙ୍ଗର କାନ୍ସ ରେଡ୍ କାର୍ପେଟରେ ୱାକିଂ କରି ଭାରତ ପାଇଁ ଗୌରବ ଆଣିଛନ୍ତି । ପ୍ରଥମ ଭାରତୀୟ ଫୋଲ୍କ ଆର୍ଟିଷ୍ଟ ଭାବେ ସେ କାନ୍ସ ରେଡ୍ କାର୍ପେଟରେ ଚାଲି ଏକ ବିରଳ ରେକର୍ଡ କରିଛନ୍ତି । ଆର…

ମୁହାଁମୁହିଁ ଧକ୍କା ହେଲା ୨ ବସ୍, ପବନରେ ଉଡ଼ିଗଲା ଡ୍ରାଇଭର: ଦେଖନ୍ତୁ ଦୁର୍ଘଟଣାର ଛାତିଥରା CCTV ଫୁଟେଜ୍

ସଲେମ: ତାମିଲନାଡ଼ୁର ସଲେମ ଜିଲ୍ଲାରେ ୨ଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ୧୦ ମେ’ ତାରିଖ ସନ୍ଧ୍ୟାରେ ହୋଇଥିଲା । ୩୦ ଜଣ ଯାତ୍ରୀଙ୍କୁ ଇଦାପଦିରୁ ଯାତ୍ରା…