Browsing Category
Breaking News
କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଆସୁଛି ଏକ ନୂଆ ଯୋଜନା, କୃଷକଙ୍କ ପାଇଁ ଖର୍ଚ୍ଚ ହେବ ୨୫୦୦ କୋଟି ଟଙ୍କା
ନୂଆଦିଲ୍ଲୀ: ପ୍ରାକୃତିକ ପ୍ରଣାଳୀରେ ଚାଷ କରୁଥିବା କିଷାନଙ୍କ ପାଇଁ ଏକ ଖୁସି ଖବର । ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଏକ ଯୋଜନା ପ୍ରସ୍ତୁତ କରୁଛି । ଏହି…
୨୦୨୪ ସୁଦ୍ଧା କାର୍ଯ୍ୟକାରୀ ହେବ ମାଲକାନଗିରି ଏୟାରପୋର୍ଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୪ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ମାଲକାନଗିରି ଜିଲ୍ଲାର ଏୟାରପୋର୍ଟ କାର୍ଯ୍ୟକାରୀ ହେବ । ଏଥିପାଇଁ ୭୪ ଏକର ସରକାରୀ ଜମି, ୧୨୬ ଏକର ଘରୋଇ ଜମି ଓ ୩୩ ଏକର ଜଙ୍ଗଲ ଜମିର ଆବଶ୍ୟକତା…
ପୁରୀ ଈଶାନେଶ୍ୱର ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି
ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲା ଶ୍ରୀମୁକୁନ୍ଦପୁରର ୫୦୦ ବର୍ଷର ପୁରୁଣା ଈଶାନେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି ଚୋରି କରିଛନ୍ତି…
ମାତ୍ର ୧ ଟଙ୍କା ଘରକୁ ଆଣନ୍ତୁ ସ୍କୁଟି; ମାର୍ଚ୍ଚ ୧୧ ଯାଏଁ ଅଛି ଖାସ୍ ଅଫର୍
ନୂଆଦିଲ୍ଲୀ: ଯଦି ଆପଣ ସ୍କୁଟି କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ଖାସ୍ ଅଫର୍ । ମାତ୍ର ୧ ଟଙ୍କା ଡାଉନପେମେଣ୍ଟ ଦେଇ ଆପଣ ନୂଆ ସ୍କୁଟି କିଣି ଘରକୁ ଆଣିପାରିବେ । ଦେଶର ପ୍ରସିଦ୍ଧ ଦୁଇଚକିଆ…
Apple ଲଞ୍ଚକଲା ସବୁଠାରୁ ଶସ୍ତା 5G iPhone, ଜାଣନ୍ତୁ ଏହାର ଫିଚର୍ସ ଓ ଦାମ୍
ନୂଆଦିଲ୍ଲୀ: ଆପଲ କମ୍ପାନୀ ସବୁଠାରୁ ଶସ୍ତା ୫ଜି ଆଇଫୋନ୍ ଏସଇ ୨୦୨୨ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏଥିରେ ଏ୧୫ ବାୟୋନିକ ପ୍ରୋସେସର ଦିଆଯାଇଥିବା ବେଳେ କମ୍ପାନୀ ଏହାକୁ ତିନୋଟି କନଫିଗ୍ରେସନରେ ଲଞ୍ଚ କରିଛି । ଏହାର…
ୟୁକ୍ରେନର ୫ ସହରରେ ଆଜି ସାମୟିକ ଯୁଦ୍ଧବିରତି ଘୋଷଣା
କିଭ: ଗତ ୧୪ ଦିନ ଧରି ୟୁକ୍ରେନ ଓ ରୁଷ ମଧ୍ୟରେ ଅହରହ ଯୁଦ୍ଧ ଲାଗି ରହିଛି । ଏହାରି ମଧ୍ୟରେ ଆଜି ୟୁକ୍ରେନର ୫ ସହରରେ ସାମୟିତ ଯୁଦ୍ଧବିରତି ଘୋଷଣା କରିଛି ରୁଷ । ୟୁକ୍ରେନର ୫ଟି ସହର ଯଥା- ଚେରନିଭ, ସୁମି, ଖାରକିଭ,…
ଆଜି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି, ସାଧାରଣ ଦର୍ଶନ ୩ ଘଣ୍ଟା ମନା
ପୁରୀ (ଭାସ୍କର ନ୍ୟୁଜ): ଆଜି ଫାଲ୍ଗୁନ ଶୁଳ୍କପକ୍ଷ ସପ୍ତମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି…
କ୍ଷେତ କିମ୍ବା ବଗିଚା ପାଇଁ ମାଟି ପ୍ରସ୍ତୁତ କରିବାର ସହଜ ଉପାୟ, ପଢ଼ନ୍ତୁ କେମିତି କରିବେ ପ୍ରସ୍ତୁତି
ଗୋଟିଏ ଭଲ ବଗିଚା ବା କ୍ଷେତ ପାଇଁ ଉତ୍ତମ ମାଟି ଆବଶ୍ୟକ ରହିଥାଏ । ଯଦି ଆପଣ ଆପଣଙ୍କୁ କ୍ଷେତରେ ପନିପରିବା ହେଉ କିମ୍ବା ଅନ୍ୟ କିଛିି ଚାଷ କରୁଛନ୍ତି ତେବେ ଏହି ଖବର ଆପଣଙ୍କର ସହାୟତାରେ ଆସିପାରେ । ପନିପରିବାର ଭଲ ଅମଳ…
ଭାରତରେ ୫ ନିବେଶକଙ୍କ ମଧ୍ୟରେ ମାତ୍ର ଜଣେ ମହିଳା: ସର୍ଭେ ରିପୋର୍ଟରୁ ମିଳିଲା ତଥ୍ୟ
ଭାରତରେ କୌଣସି ଆର୍ଥିକ ଯୋଜନା କରିବା, ଖାସକରି ନିବେଶ କରିବାରେ ମହିଳାଙ୍କ ଭାଗୀଦାରୀ କମ୍ ଦେଖିବାକୁ ମିଳେ । ଏହାକୁ ନେଇ ଆମ ଦେଶ ଏବେବି ପଛରେ ରହିଛି । ଏକ ଅନଲାଇନ ସର୍ଭେରେ ଅନୁଯାୟୀ ୫ରୁ ଜଣେ ମହିଳା ନିବେଶକୁ ନେଇ…
ଋଷ ଅର୍ଥବ୍ୟବସ୍ଥାକୁ ପୁଣି ଝଟକା! ଋଷରୁ ତେଲ ଓ ଗ୍ୟାସ ଆମଦାନୀ କରିବନି ଆମେରିକା
ଯୁଦ୍ଧ ସଙ୍କଟ ମଧ୍ୟରେ ଋଷ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଋଷରୁ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା । ଏନେଇ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ।…