CHARIDHAM
Browsing Category

Breaking News

ଓଡିଶାର ୧୬ ଜିଲ୍ଲାକୁ ବର୍ଷା ଏବଂ ବଜ୍ରପାତର ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି

ଭୁବନେଶ୍ୱର: ଆଜି ରାଜ୍ୟର ସମଗ୍ର ଅଞ୍ଚଳକୁ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ସୂଚାନ ଦେଇଛନ୍ତି ଭାରତୀୟ ପାଣୀପାଗ ବିଭାଗ। ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୪ରୁ ୫ ଦିନ ରାଜ୍ୟର ଉପକୁଳ ଓଡ଼ିଶା ସମେତ…

ଜୁନ୍ ୨୭ରୁ ପିଜି ପାଇଁ ଆବେଦନ: ଆସିଲା ବିଜ୍ଞପ୍ତି

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଜୁନ୍ ୨୭ରୁ ଏସଏଏମଏସ ଜରିଆରେ ଆବେଦନ କରାଯିବ । ଏହାର ଶେଷ ତାରିଖ ଜୁଲାଇ ୧୨ ରହିଛି । ଏହା ପରେ ଅଗଷ୍ଟ ୧ ତାରିଖରୁ…

ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ: କିଏ ଏହି ସନ୍ତୋଷ ପାତ୍ର ?

ଭୁବନେଶ୍ୱର: ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ । ମୃତ୍ୟୁ ମାମଲାରେ ଏଣ୍ଟ୍ରି ମାରିଛନ୍ତି ସନ୍ତୋଷ ପାତ୍ର । ତେବେ କିଏ ଏହି ସନ୍ତୋଷ ? ଏ ନେଇ ଉଠିଛି ଏକ ବିରାଟ ପ୍ରଶ୍ନ । ସେପଟେ…

“ଅଗ୍ନିବୀର’ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା ଭାରତୀୟ ସେନା, ଜାଣନ୍ତୁ କେବେ ଆରମ୍ଭ ହେବ ନାମ ପଞ୍ଜିକରଣ

ନୁଆଦିଲ୍ଲୀ: ଭାରତୀୟ ସେନା "ଅଗ୍ନିବୀର' ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଜୁଲାଇରୁ ନାମ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ନିକଟରେ ଘୋଷଣା ହୋଇଥିବା "ଅଗ୍ନିପଥ' ଯୋଜନା ମାଧ୍ୟମରେ ଶସସ୍ତ୍ର ବଳ…

ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ

ନୂଆଦିଲ୍ଲୀ: ଆଜି ସାରା ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ସବୁ ପ୍ରାନ୍ତକୁ ପ୍ରବେଶ କରି ପ୍ରବାହିତ ହେଉଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି…

ବିମାନକୁ ଜରୁରୀକାଳୀନ ଅବତରଣ କରି ଛାଇଗଲେ ମୋନିକା ଖନ୍ନା: ଏପରି ବଞ୍ଚାଇଲେ ୧୮୫ ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ସ୍ପାଇସଜେଟର ବିମାନ ଏସଜି-୭୨୩କୁ ରବିବାର ଦିନ ବିହାରର ପାଟନା ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା, ଯେଉଁଥିରେ ୧୮୫ ଲୋକ ଥିଲେ । ବିମାନଟି ଉଡ଼ାଣ ଭରିବା ପରେ ଇଞ୍ଜିନରେ ନିଆଁ ଲାଗିଥିଲା,…

ରାସ୍ତାରେ ବୁଲୁଥିଲେ ରାହୁଲଙ୍କ ସମର୍ଥକ, ଲିପ୍ଟ ଦେଇ ସାଙ୍ଗରେ ନେଇଗଲେ ପ୍ରିୟଙ୍କା ଗାନ୍ଧୀ

ନୁଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ମଧ୍ୟ ରାହୁକ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପଚରାଉଚରା ଜାରି ରଖିଛି। ପୁର୍ବ ପରି ଆଜି ମଧ୍ୟ ତାଙ୍କ ଭଉଣି ପ୍ରିୟଙ୍କା ଗାନ୍ଧୀ ତାଙ୍କ ସହିତ ଇଡି…

(Video) ଜନଗହଳି ରାସ୍ତାରେ ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ: ‘ହିରୋ’ ପରି ସାମ୍ନା କଲେ ସବ୍ ଇନ୍ସପେକ୍ଟର

ନୂଆଦିଲ୍ଲୀ: କେରଳ ପୋଲିସ ଉପରେ ଜଣେ ବ୍ୟକ୍ତି ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣର ଏକ ଭିଡିଓ ଜାରି ହୋଇଛି, ଯେଉଁଥିରେ ଆକ୍ରମଣକାରୀକୁ ଜଣେ ପୋଲିସ ଅଧିକାରୀ…

ରଥଯାତ୍ରା ପୂର୍ବରୁ ଦୁର୍ଘଟଣା: ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପିଟିହେଲା ପିକଅପ୍, ୨ ପର୍ଯ୍ୟଟକ ଗୁରୁତର

ପୁରୀ(ଓଡ଼ିଶା ଭାସ୍କର): ପୁରୀ ରଥାଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଘଟିଛି ଦୁର୍ଘଟଣା । ମହାପ୍ରଭୁଙ୍କ ନନ୍ଦିଘୋଷ ରଥରେ ପିଟି ହୋଇଛି ପିକଅପ୍ । ପୁରୀ ରଥଖଳା ନିକଟରେ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେବା ପରେ ଏହି…

ସସପେନ୍ସରେ ଅଭିନେତ୍ରୀ ରଶ୍ମିଙ୍କ ମୃତ୍ୟୁ: ଆତ୍ମହତ୍ୟା ନା ଲୁଚିଛି କିଛି ବଡ ରହସ୍ୟ?

ଭୁବନେଶ୍ୱର: ଟେଲିଭିଜନ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ଏହା ଆତ୍ମହତ୍ୟା ନା ଏହା ପଛରେ କିଛି କାରଣ ରହିଛି ସେ ନେଇ ଉଠିଛି ଏକ ବିରାଟ ପ୍ରଶ୍ନ । ପୋଲିସ ଘଟଣାର ତଦନ୍ତ ଜାରି…