
Browsing Category
Breaking News
ଏଲଆଇସିର ନୂଆ ଧନ ସଞ୍ଚୟ ପ୍ଲାନ: ୫ ରୁ ୧୫ ବର୍ଷରେ ହେବ ମ୍ୟାଚୁରିଟି
ନୂଆଦିଲ୍ଲୀ: ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ (ଏଲଆଇସି) ନୂଆ ବୀମା ପଲିସୀ ଲଞ୍ଚ କରିଛି । ଯାହାର ନାମ ରହିଛି ଏଲଆଇସି ଧନ ସଞ୍ଚୟ ସେଭିଙ୍ଗ ପ୍ଲାନ୍ । ଏହି ଜୀବନ ବୀମା ଯୋଜନା ସୁରକ୍ଷା ଏବଂ ସେଭିଙ୍ଗ୍୍ସ…
ପୁରୀ ରଥଯାତ୍ରା ପାଇଁ ୮୧ ଜଣ ମାଜିଷ୍ଟ୍ରେଟଙ୍କୁ ମିଳିଲା ଦାୟିତ୍ୱ, ରାଜ୍ୟ ସରକାର ଜାରି କଲେ ସମ୍ପୂର୍ଣ୍ଣ ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସ ପହିଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ତେଣୁ ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୮୧ ଜଣ ମାଜିଷ୍ଟ୍ରେଟଙ୍କୁ…
ଶ୍ରୀଲଙ୍କାରେ ବଢ଼ିଲା ଇନ୍ଧନ ସଙ୍କଟ, ଆସନ୍ତା ସପ୍ତାହରୁ ସରକାରୀ ଅଫିସ୍ ଓ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ
ଶ୍ରୀଲଙ୍କା ସରକାର ଆସନ୍ତା ସୋମବାର ଠାରୁ ଏକ ସପ୍ତାହ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ଘୋଷଣା କରିଛନ୍ତି । କାରଣ ଆର୍ଥିକ ସଙ୍କଟ ସହ ଜୁଝୁଥିବା ଦେଶରେ ଇନ୍ଧନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ଏହାସହ ବିଜୁଳି…
ଚିହ୍ନଟ ହେଲା Pegasus ପରି ଆଉ ଏକ Spyware, ବିଭିନ୍ନ ଦେଶର ଲୋକଙ୍କ ଉପରେ ରଖୁଛି ନଜର
ନୂଆଦିଲ୍ଲୀ: ପୁଣି ଆସିଲା ପେଗାସସ୍ ଝଡ଼ । ପେଗାସସ୍ ପରି ଏକ ନୂଆ ସ୍ପାଇୱେୟରକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି । ଏହି ସ୍ୱାଇୱେୟରର ବ୍ୟବହାର କରାଯାଇ ଲୋକଙ୍କ ଉପରେ ନଜର ରଖାଯାଉଛି । ଅନେକ ଦେଶର ଲୋକଙ୍କର ଫୋନରେ ହରମିଟ…
ଅଗ୍ନିଶମ ବିଭାଗ ଗାଡ଼ି ଚାଳକଙ୍କୁ ମିଳିବ ୫ ଲକ୍ଷର ବୀମା: କଟକ ଓ ଖୋର୍ଦ୍ଧାର ଦମକଳ ଗାଡ଼ି ପାଇଁ ଲାଗୁ ହେବ Post Paid Fuel Card
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗ୍ନିଶମ ବିଭାଗ ପକ୍ଷରୁ ଆସିଛି ନୂଆ ନିୟମ । ବିଭାଗ ପାଇଁ ବ୍ୟବହୃତ ହେଉଥିବା ଗାଡ଼ି ଓ ଏଥିପାଇଁ କିଣାଯାଉଥିବା ଇନ୍ଧନରେ ସ୍ୱଚ୍ଛତା ଆଣିବା ପାଇଁ ନିଆଯାଇଛି ନୂଆ ପଦକ୍ଷେପ । ପାଇଲଟ୍…
IPL ରେ ବଢ଼ିବ ମ୍ୟାଚ୍ ସଂଖ୍ୟା, ସୂଚନା ଦେଲେ ବିସିସିଆଇ ସଚିବ
ନୂଆଦିଲ୍ଲୀ: ଆଇପିଏଲ ର ଆଗାମୀ ପାଞ୍ଚ ବର୍ଷର ମିଡିଆ ରାଇଟ୍ସ ପାଇଁ ୪୮,୩୯୦ କୋଟିର ରାଜସ୍ୱ ହାସଲ କରିବା ପରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଦୁନିଆର ଦ୍ୱିତୀୟ ସବୁଠୁ ଦାମୀ ଲିଗ୍ ପାଇଁ ୱିଣ୍ଡୋ ବଢ଼ାଯିବ ଏହା ସହ…
ଏଇଟା ଗାଡ଼ିଆ ନା ପୋଖରୀ! ଯୁବକଙ୍କ ପେଟରୁ ଡାକ୍ତର ବାହାର କଲେ ୨୫୦ଟି ଲୁହାକଣ୍ଟା, ୩୫ଟି କଏନ୍ ଓ ପଥର ଖଣ୍ଡ
ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଆମ ଚାରିପାଖରେ ଅନେକ ଅଜବ ଧରଣର ଘଟଣା ସବୁ ଦେଖିବାକୁ ମିଳିଥାଏ । ତେବେ ନିକଟରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜଣେ ଯୁବକଙ୍କ ପେଟରୁ ଏପରି କିଛି ଜିନିଷ ବାହାରିଛି, ଯାହାକୁ ଶୁଣିଲେ…
HDFC ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସିଖବର, FD ଉପରେ ପୁଣି ବଢ଼ିଲା ସୁଧ
ଯଦି ଆପଣ ଏଚଡିଏଫସି ବ୍ୟାଙ୍କର ଗ୍ରାହକ ତେବେ ଏହି ଖବର ପଢ଼ିବା ପରେ ଆପଣ ନିଶ୍ଚୟ ଖୁସିହେବେ । ଆଜ୍ଞା ହଁ ଏଚଡିଏଫସି ବ୍ୟାଙ୍କ ଏକ ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ଫିକ୍ସ ଡିପୋଜିଟରେ ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ…
WWEରେ ଧମାଲ୍ ମଚିବ: ଜୁଲାଇ ମାସରେ ମୁହାଁମୁହିଁ ହେବେ ରୋମାନ-ବ୍ରୋକ୍
ନୂଆଦିଲ୍ଲୀ: ଡବ୍ଲ୍ୟୁଡବ୍ଲ୍ୟଇ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ସମରସ୍ଲାମରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ରୋମନ ରେନସ୍ ଓ ବ୍ରୋକ୍ ଲେସନର । ଅନଡିସପ୍ୟୁଟେଡ୍ ୟନିଭର୍ସଲ ଚାମ୍ପିୟନସିପ୍ ପାଇଁ ଦୁଇ ସୁପରଷ୍ଟାରଙ୍କ…
ଆସନ୍ତାକାଲି ସମବାୟ ନିର୍ବାଚନ: ୭୩୧ଟି ସମବାୟ ସମିତିରେ ହେବ ଭୋଟ ଗ୍ରହଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ ଆରମ୍ଭ ହେବ । ଏହାପରେ ଆସନ୍ତା ୨୬ ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ ଦିବସର ନିର୍ବାଚନ ହେବ । ମୋଟ ୩୨୫୨ଟି ପ୍ରାଥମିକ…