Browsing Category
Breaking News
ଦ୍ୱିତୀୟ ଇନିଂସରେ ଟ୍ୱିଷ୍ଟ ଶୋ’: ଚହଲଙ୍କ ଫିରକି ଆଗରେ ଚିତପଟାଙ୍ଗ ହେଲା କୋଲକାତା
ମୁମ୍ବାଇ: ଟସ ହାରିବା ପରେ କେକେଆର ବିପକ୍ଷ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ରାଜସ୍ଥାନ । ଦଳର ଷ୍ୟାର ବୋଲର ୟୁଜବେନ୍ଦ୍ର ଚହଲଙ୍କ ଫିରକି ଆଗରେ କୋଲକାତାର ସମସ୍ତ ବ୍ୟାଟ୍ସମ୍ୟାନ ଚିତପଟାଙ୍ଗ ମାରିଛନ୍ତି । ୧୮ତମ…
ଡେରୀ ଫାର୍ମ ଖୋଲିବାକୁ ଚାହୁଛନ୍ତି କି? ଏହି ଯୋଜନାର ନେଇପାରିବେ ଫାଇଦା, ୨୫% ରହିଛି ସବସିଡି
ଗାଁରେ କୃଷକମାନେ ଚାଷକାର୍ଯ୍ୟ ବ୍ୟତୀତ ପଶୁପାଳନକୁ ମଧ୍ୟ ଏକ ସୁବିଧାଜନକ ବିକଳ୍ପ ଭାବରେ ସାମ୍ନାକୁ ଆସିଛି । ନିକଟରେ ଦେଖାଯାଇଛି ପଶୁପାଳନକୁ ଆପଣାଇଥିବା କୃଷକଙ୍କ ସଂଖ୍ୟା ବଢ଼ିଛି । କୃଷକଙ୍କ ପାଇଁ ପଶୁପାଳନ ସବୁବେଳେ…
ବାବା ସିଦ୍ଧିକିଙ୍କ ଇଫତାର ପାର୍ଟି: ଯୋଗଦେଲେ ବଲିଉଡର ବହୁ କଳାକାର
ଇଫତାର ପାର୍ଟିରେ ବଲିଉଡ ତାରକାଙ୍କ ମେଳ । ମୁମ୍ବାଇରେ ବାବା ସିଦ୍ଦିକିଙ୍କ ତରଫରୁ ହୋଇଥାଏ ପ୍ରତିବର୍ଷ ଇଫତାର ପାର୍ଟି । ଯାହାକି ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଅନେକ ସେଲିବ୍ରେଟି ପ୍ରତି ବର୍ଷ ବାବା…
୪ ଦିନିଆ ରିମାଣ୍ଡରେ ଗଲେ ଦୁଇ କୋକେନ ଅଭିଯୁକ୍ତ: ଓଡ଼ିଶାରେ କୋକେନର କଳା ସାମ୍ରାଜ୍ୟ ବିସ୍ତାର କରିବା ଅଭିଯୋଗରେ ହୋଇଥିଲେ ଗିରଫ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ବିଶ୍ୱକପ୍ ପୂର୍ବରୁ ଓଡ଼ିଶାରେ କୋକେନର କଳା ସାମ୍ରାଜ୍ୟ ତିଆରି ପାଇଁ ଯୋଜନା କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗତ ଏପ୍ରିଲ ୧୫ ତାରିଖ ଶୁକ୍ରବାର ଗିରଫ କରିଥିଲା ଏସଟିଏଫ୍ । ଗିରଫ କରିବା…
ଲଖିମପୁର ଖେରୀ ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି, ଆଶିଷ ମିଶ୍ରଙ୍କ ଜାମିନ ରଦ୍ଦ
ନୂଆଦିଲ୍ଲୀ: ଲଖିମପୁର ଖେରୀ ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ବଡ ପୁଅ ଆଶିଷ ମିଶ୍ରଙ୍କ ଜାମିନ ନାମଞ୍ଜୁର ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ ଆହ୍ଲାବାଦ…
ମନମୋହୁଛି Halchal Dhamal : କମେଡି ସହ ସାମାଜିକ ବାର୍ତ୍ତାକୁ ପସନ୍ଦ କରୁଛନ୍ତି ଲୋକେ, ଗୋଟିଏ ଦିନରେ ଦେଖିଲେ ୭୦୦୦ ଦର୍ଶକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜର ଚିତ୍ତବିନୋଦନ ପାଇଁ ବିଭିନ୍ନ ରାସ୍ତା ଆପଣାଇଛନ୍ତି । ତେବେ ଅନେକ ସମୟରେ ଲୋକମାନେ ମନୋରଞ୍ଜନ ପାଇଁ କମେଡି କାର୍ଯ୍ୟକ୍ରମ ଦେଖିବାକୁ ପସନ୍ଦ…
ବଡ଼ଗଡ଼ ହାଜତ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ: ମୃତକଙ୍କର ଅଛନ୍ତି ୨ ପତ୍ନୀ! ଏଯାଏଁ ଜଣାପଡ଼ୁନି ପ୍ରକୃତ ପରିଚୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଡ଼ଗଡ଼ ଥାନା ପୋଲିସ ହେପାଜତରେ ମୃତ୍ୟୁ ହୋଇଥିବା ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ମୃତ ଦେହ ଦାବି କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହ ବାହାରେ ହୋହାଲ୍ଲା କରୁଛନ୍ତି…
ସିଝୁଛି ସାରା ଓଡ଼ିଶା: ୪୩.୫ଂ ସହ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର, ଟ୍ୱିନ ସିଟିରେ ତାପମାତ୍ରା ଛୁଇଁଲା ୪୦ଂ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜାରି ରହିଛି ପ୍ରଚଣ୍ଡ ରୌଦ୍ରତାପ । ତାତିରୁ ମିଳୁନାହିଁ ନିସ୍ତାର । ପରିସ୍ଥିତି ଏପରି ହୋଇଛି ଯେ ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଏହାରି ମଧ୍ୟରେ ସୋମବାର ୪୦ଂ…
କମିଲା ଖରା ଦିନ ଛୁଟି: କରୋନା ପାଇଁ ପିଲାଙ୍କ ଛୁଟିରେ ପରିବର୍ତ୍ତନ ଆଣିଲେ ସରକାର
ଭୁବନେଶ୍ୱର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରାଛୁଟି କମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଖରାଛୁଟି ପାଇଁ ସ୍ଥିର ହୋଇଥିବା ଅବଧିରେ ଆସିଛି ପରିବର୍ତ୍ତନ । ନୂଆ ନିୟମ ଅନୁସାରେ ପିଲାମାନଙ୍କ ପାଇଁ ଖରାଦିନ ଛୁଟି…
ସ୍ଥଳସେନାର ନୂଆ ମୁଖ୍ୟ ହେଲେ ମନୋଜ ପାଣ୍ଡେ: ପ୍ରଥମ ଇଞ୍ଜିନିୟର ଭାବେ ପାଇଲେ ଦାୟିତ୍ୱ
ଲେପ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ନୂଆ ସ୍ଥଳସେନା ମୂଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି । ପ୍ରଥମ ଇଞ୍ଜନିୟର ଭାବରେ ସ୍ଥଳସେନା ମୁଖ୍ୟ ଭାବରେ ସେ ଦାୟିତ୍ୱ ଗ୍ରହଣ କରିବେ । ୨୯ ତମ ସ୍ଥଳ ସେନା ଭାବେ ସେ ଜେନେରାଲ ମନୋଜ…