Browsing Category

Breaking News

ମହିଳାଙ୍କ ପାଇଁ ସହଜ ହୋଇନଥାଏ ଛାଡ଼ପତ୍ର ନେବା: ଏହି କାରଣରୁ ଅଲଗା ହେବାକୁ ହୋଇଥାନ୍ତି ବାଧ୍ୟ

କୌଣସି ମହିଳାଙ୍କ ପାଇଁ ଛାଡ଼ପତ୍ର ନେବା ନିଷ୍ପତ୍ତି ସହଜ ହୋଇନଥାଏ । କାରଣ ଜଣେ ମହିଳା ପୁରୁଷଙ୍କ ତୁଳନାରେ କୌଣସି କଥାକୁ ଅଧିକ ସହ୍ୟ କରିପାରନ୍ତି ସହିପାରନ୍ତି କିନ୍ତୁ କିଛି କଥା ଏପରି ଥାଏ ଯାହା ସହ ସେମାନେ କେବେବି…

ଶ୍ରଦ୍ଧାଳୁ କରିପାରିବେ ଚନ୍ଦନ ଯାତ୍ରା ଦର୍ଶନ: କରୋନା ମହାମାରୀ ଯୋଗୁଁ ଦେଖିବାରୁ ବଞ୍ଚିତ ଥିଲେ ଭକ୍ତ

ପୁରୀ: ଦୁଇବର୍ଷ ଧରି ଭକ୍ତଶୂନ୍ୟ ଭାବରେ କରାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଏବେ ଦେଖିପାରିବେ ଶ୍ରଦ୍ଧାଳୁ । କାରଣ ଚଳିତ ବର୍ଷ ଚନ୍ଦନ ଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରିବା ଲାଗି ନିଷ୍ପତ୍ତି…

ଚାଉଳ ଓ ଗହମ ଯୋଗାଣ ପ୍ରସଙ୍ଗ: ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଲେ କେନ୍ଦ୍ର ସରକାର ଆପଣାଉଛନ୍ତି ଦୋମୁହାଁ ନୀତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ସରଗରମ ହେଲା ଚାଉଳ ରାଜନୀତି । ରାଜ୍ୟକୁ ଗହମ ବଦଳରେ ୧୦୦ ପ୍ରତିଶତ ଚାଉଳ ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିଲା ଯୋଗାଣ ବିଭାଗ । ମଙ୍ଗଳବାର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର…

ଏପ୍ରିଲ ୧୮ ରୁ ଶିକ୍ଷାନୁଷ୍ଠାନରେ ବାୟୋମେଟ୍ରିକ ଉପସ୍ଥାନ: କରୋନା ସଂକ୍ରମଣ ହ୍ରାସ ପରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଯୋଗୁଁ ଶିକ୍ଷାନଷ୍ଠାନଗୁଡ଼ିକରେ ବନ୍ଦ ରହିଥିବା ବାୟୋମେଟ୍ରିକ ଉପସ୍ଥାନକୁ ପୁନଃ କାର୍ଯ୍ୟକାରୀ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି । ଚଳିତ ଏପ୍ରିଲ ୧୮ ରୁ…

୨ ଦିନ ବନ୍ଦ ରହିବ ଏମ୍ସ ଓପିଡି ସେବା: ଜାଣନ୍ତୁ କେବେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୪  ଏବଂ ୧୫ ତାରିଖ(ଗୁରୁବାର ଏବଂ ଶୁକ୍ରବାର)ରେ ଯଥାକ୍ରମେ ‘ମହାବୀର ଜୟନ୍ତୀ’ ଏବଂ ‘ଗୁଡ୍ ଫ୍ରାଇଡେ’ ଉପଲକ୍ଷେ ବହିର୍ବିଭାଗ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ ରହିବ । ମାତ୍ର…

ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିଚାଳନା: ଅନେକ ମୃତାହତ ହୋଇଥିବା ସୂଚନା

ମଙ୍ଗଳବାର ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଅନେକ ଲୋକଙ୍କ ଉପରେ ଆଖିବୁଜା ଗୁଳିଚାଳନା ହୋଇଛି । ଏହି ଘଟଣା ନ୍ୟୁୟର୍କର ବ୍ରୁକଲିନ୍ ସବୱେ ଷ୍ଟେସନରେ ହୋଇଛି । ବିଦେଶୀ ମିଡିଆ ଅନୁଯାୟୀ ଏହି ଫାୟାରିଂରେ ଅନେକ ଲୋକ ପ୍ରାଣ…

(Video) ଭାରି ପଡ଼ିଲା କର୍ମଚାରୀଙ୍କୁ ଗୁଡ୍ ଗାର୍ଲ କହି ନିକଟତର ହେବା: କୋର୍ଟରେ କେସ୍ କରିଦେଲେ ମହିଳା

ବାରମ୍ବାର ଅଫିସରେ ମହିଳା କର୍ମଚାରୀଙ୍କୁ ଗୁଡ୍ ଗାର୍ଲ କହିବା ଓ ଅନୁମତି ବିନା ଅତି ନିକଟତର ହେବା ଜଣେ ବସଙ୍କ ପାଇଁ ଭାରି ପଡ଼ିଛି । ମହିଳା ଜଣକ ବସଙ୍କ ବିରୋଧରେ କୋର୍ଟ କେସ କରିଛନ୍ତି । ଆଉ ବ୍ରିଟିସ କୋର୍ଟ ମହିଳାଙ୍କ…

ପଳାଶୁଣୀ ଛକ ବ୍ଲାକ ସ୍ପଟ ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ: ଅତ୍ୟାଧୁନିକ ଲିଫ୍ଟ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ନେଇ ଦେଲେ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣାର ବ୍ଲାକ ସ୍ପଟ ରସୁଲଗଡ଼ ପଳାଶୁଣୀ ଛକ । ଏଠାରେ ଦୁର୍ଘଟଣାରେ ଅନେକ ମୁଣ୍ଡ ଗଡ଼ିଛି । ମଙ୍ଗଳବାର ଏହି ସ୍ଥାନକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଏନଏଚଏଆଇର ଆଞ୍ଚଳିକ…

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ: ବାରମ୍ବାର ସମନ ସତ୍ତ୍ୱେ ହେଉନଥିଲେ ହାଜର

କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନ । ପୂର୍ବରୁ ତାଙ୍କ ନାମରେ ଜନଜାତି ଉତ୍ପୀଡ଼ନର ବିଭିନ୍ନ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହାକୁ…

ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳିଲା ଅନୁମତି; ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଖୋଲିବ ରିସେପ୍ସନ କାଉଣ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବେ ଗଣମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ମିଳିଲା ଅନୁମତି । ଆସନ୍ତା ଏପ୍ରିଲ ୧୮ ତାରିଖରୁ ଲୋକସେବା ଭବନ…