CHARIDHAM
Browsing Category

Breaking News

ମହିଳାଙ୍କର ରହିଛି ସ୍ୱତନ୍ତ୍ର ବ୍ୟବସାୟ, ପଶୁଙ୍କ ସହ କଥା ହୋଇ ଆୟ କରୁଛନ୍ତି ଲକ୍ଷ ଲକ୍ଷ!

ନୂଆଦିଲ୍ଲୀ: ଆପଣ କେବେ ମଣିଷକୁ ପଶୁଙ୍କ ସହ କଥା ହେବାର ଶୁଣିଛନ୍ତି କି? ଏକଥା ଶୁଣିଲେ ଆପଣ ହୁଏତ ଭାବିବେ ଏହା କିପରି ସମ୍ଭବ? କେହି ପଶୁଙ୍କ ସହ କେମିତି କଥା ହୋଇପାରିବ? କିନ୍ତୁ ଦୁନିଆରେ ଏଭଳି ଲୋକ ଅଛନ୍ତି…

୫୦୦ ଟଙ୍କାରୁ କମରେ Jioର ଦମଦାର ପ୍ଲାନ: ମିିଳିବ ୮୪ ଜିବି ଡାଟା ସହ ଅଧିକ ଅଫର

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ଜିଓ ଏହାର ୟୁଜର୍ସଙ୍କୁ ସବୁବେଳେ ଶସ୍ତା ଏବଂ ଆକର୍ଷଣୀୟ ପ୍ଲାନ ଦେଇଥାଏ । ଆଜି ଆମେ ଜିଓର ଏହିଭଳି ଏକ ପ୍ରିପେଡ ପ୍ଲାନ ବିଷୟରେ କହୁଛୁ ଯାହା ୫୦୦ ଟଙ୍କାରୁ କମରେ ବଢ଼ିଆ ବେନିଫିଟ୍ ଦେଉଛି…

ମନମାନି କରୁଛି ଛତିଶଗଡ଼ ସରକାର, ଚୁପ ବସିଛି ଓଡ଼ିଶା: ବର୍ଷା ପୂର୍ବରୁ କଲମା ବ୍ୟାରେଜ୍‌ର ସବୁ ଗେଟ୍‌ ଖୋଲିବକୁ ନିର୍ଦ୍ଦେଶ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରି ନାହିଁ । ମହାନଦୀ ଓଡ଼ିଶାର ଜୀବନରେଖା…

ରାଶିଫଳ(ରବିବାର,୧୨ ଜୁନ,୨୦୨୨)

ମେଷ : ଆଜି ମାନସିକ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି। ଶାରୀରିକ ରୂପରେ ଆଳସ୍ୟ ହୋଇପାରେ। ଧନର ନିବେଶ ସମ୍ଭାଳିକରି କରନ୍ତୁ, କମ ଲାଭର ଆଶଙ୍କା ଅଛି। ଆବଶ୍ୟକ କାଗଜପତ୍ରଙ୍କ ଉପରେ ଅଧିକ ଧ୍ୟାନ ଦେବେ। ମଧ୍ୟାହ୍ନ…

ଆଜି ବାରବାଟୀ ଲଢ଼େଇ, ଘଣ୍ଟି ବଜାଇ ମ୍ୟାଚ୍‌ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

କଟକ/ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) : ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଦର୍ଶକଙ୍କୁ ଘାରିଲାଣି କ୍ରିକେଟ୍‌ ଫିଭର । ସେମାନଙ୍କ ମନରେ ଅସୀମ ଉତ୍ସାହ ଓ…

କୁଲଗାମ ଏବଂ ପୁଲୱାମାରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁଲଗାଭ ଏବଂ ପୁଲୱାମା ଜିଲ୍ଳାରେ ଶନିବାର ସୁରକ୍ଷାକର୍ମୀଙ୍କ ଦୁଇଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ । ଏମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି । ପୋଲିସର ସୂଚନା…

ରଜରେ ଓଡ଼ିଶାକୁ ଭିଜାଇବ ମୌସୁମୀ ବର୍ଷା, ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଚାଷୀମାନଙ୍କ ପାଇଁ ଖୁସି ଖବର । ଖୁବ୍‌ ଶୀଘ୍ର ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

ଭାରତବର୍ଷରେ ବୃଦ୍ଧି ପାଉଥିବା ହିଂସା ପଛରେ ରହିଛି ପାକିସ୍ତାନ ହାତ, କେନ୍ଦ୍ରମନ୍ତ୍ରୀ ଦେଲେ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ: ଗତ କିଛିଦିନ ଧରି ସମଗ୍ର ଭାରତବର୍ଷରେ ଲଗାତର ଭାବେ ହିଂସା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳମାନେ ପରସ୍ପର ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି । ଅନେକଙ୍କ ମନରେ ଏହି…

ଡାଇବେଟିସକୁ କଣ୍ଟ୍ରୋଲ କରିପାରେ ଆମ୍ବପତ୍ର, ଏହି ଉପାୟରେ କରନ୍ତୁ ସେବନ

ନୂଆଦିଲ୍ଲୀ: ଆଜିକା ସମୟରେ ଡାଇବେଟିସ ଏକ ସାଧାରଣ ରୋଗ ପାଲଟିଗଲାଣି । ଲକ୍ଷ ଲକ୍ଷ ଲୋକ ଏହି ରୋଗରେ ଆକ୍ରନ୍ତ ହେଉଛନ୍ତି । ଡାଇବେଟିସ ରୋଗୀଙ୍କ ପାଇଁ ସାଧାରଣ ଜୀବନ ଅତିବାହିତ କରିବା ସହଜ ହୋଇନଥାଏ । ଏମିତି ସମୟରେ…

ପୂର୍ବତନ ବିଶ୍ୱ ସୁନ୍ଦରୀଙ୍କର ଦୁଇବର୍ଷ ପର୍ଯ୍ୟନ୍ତ ହେଲା ନାହିଁ ପିରିୟଡସ୍, ମହିଳାମାନେ ଏପରି ଖରାପ ଅଭ୍ୟାସ କଦାପି କରନ୍ତୁ ନାହିଁ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମହିଳା ଆଧୁନିକତାର ଦ୍ୱାହି ଦେଇ ଅନେକ ଜିନିଷ ପ୍ରତି ଅଣଦେଖା କରିଥାନ୍ତି । ତେବେ ଏହାର ପରିଣାମ ସେମାନେ ପରବର୍ତ୍ତୀ ସମୟରେ ଭୋଗିଥାନ୍ତି । ଏହି ସମସ୍ୟା କାରଣରୁ ଜଣେ ମହିଳାଙ୍କର ୨…