Browsing Category

Breaking News

ଆହୁରି ୪ ଦିନ ସିଝିବ ଓଡ଼ିଶା: ୮ ଜିଲ୍ଲାକୁ ଆଇଏମଡିର ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗୀଷ୍ମପ୍ରବାହ । ରୌଦ୍ରତାପରେ ସିଝୁଛି ସାରା ଓଡ଼ିଶା । ଗରମ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଂ ଉପରେ ରହୁଛି…

ଶ୍ରୀମନ୍ଦିର ପରିକ୍ରମା ପକଳ୍ପକୁ ନେଇ ପ୍ରଶ୍ନର ଉତ୍ତର ରଖିଲେ ସଂସଦୀୟ ମନ୍ତ୍ରୀ: କହିଲେ ‘ମନ୍ଦିର ପ୍ରତି ନାହିଁ ବିପଦ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଲିଛି ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ଅଧିବେଶନର ୪ର୍ଥ କାର୍ଯ୍ୟଦିବସରେ ଶୂନ୍ୟକାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହି…

୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟର ଅଭିବୃଦ୍ଧି ହାର ୧୦.୧ % ରହିବା ନେଇ ଆକଳନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରକାଶ ପାଇଲା ୨୦୨୧-୨୨ ର ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୧-୨୨ ମସିହା ଓଡ଼ିଶା ଅର୍ଥନୈତିକ ସର୍ଭେ ଅନୁଯାୟୀ ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସଡିପି) ୧୦.୧ ପ୍ରତିଶତ ହାରରେ ବୃଦ୍ଧି…

ପୁରୀ ସହରରେ ଆରମ୍ଭ ହେବ ‘ମୋ ବସ୍’ ସେବା: ଜାଣନ୍ତୁ କେବେ ଓ କେଉଁ ରୁଟରେ କରିବ ଚଳାଚଳ

ପୁରୀ ସହରରେ ଚାଲିବ ‘ମୋ ବସ୍’ । ଏଣିକି ପୁରୀବାସୀ ମଧ୍ୟ ଉଠାଇପାରିବେ ‘ମୋ ବସ୍’ ସେବାର ଲାଭ । କାରଣ ପୁରୀରେ ‘ମୋ ବସ୍’ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି କ୍ରୁଟ୍ । ପୁରୀରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ…

‘ବିକାଶ ନାଁରେ ବିପଦ ସୃଷ୍ଟି ହେଲେ ସରକାର ଦାୟୀ ରହିବେ’: ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ

ଚାଲିଛି ବିଧାନସଭା ବଜେଟ ଅଧିବେଶନ । ବିଧାନସଭା ଅଧିବେଶନର ୪ର୍ଥ କାର୍ଯ୍ୟଦିବସରେ ଶୂନ୍ୟକାଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ଏହି ପ୍ରକଳ୍ପ ପ୍ରସଙ୍ଗରେ କମିଟି ଗଠନ…

ଭିଜିଲାନ୍ସ ଜାଲରେ ତାଳଚେର RWS&S ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଯନ୍ତ୍ରୀ । ତାଳଚେର RWS&S ସହକାରୀ ଯନ୍ତ୍ରୀ ସନ୍ତୋଷ ସାହୁଙ୍କୁ ଧରିଛି ଭିଜିଲାନ୍ସ । ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସନ୍ତୋଷଙ୍କୁ ଭିଜିଲାନ୍ସ ଧରିଥିବା…

କାଠଯୋଡ଼ି ନଦୀର ପାଣି ଏତେ ବିଷାକ୍ତ ଯେ ସେଥିରେ ମାଛ ବି ବଞ୍ଚି ପାରିବ ନାହିଁ, ମଣିଷର ଅବସ୍ଥା କ’ଣ ହେବ ଥରେ ଭାବନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ପ୍ରବାହିତ କାଠଯୋଡ଼ି ନଦୀର ଜଳ ଅତ୍ୟନ୍ତ ନିମ୍ନମାନର । ଏହି ଜଳରେ ଅମ୍ଲଜାନ ଧାରଣ କ୍ଷମତା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହି ନଦୀର ଜଳ ଏବେ…

ସାଧାରଣ ଲୋକଙ୍କୁ ଡବଲ ମହଙ୍ଗା ମାଡ଼: ପେଟ୍ରୋଲ-ଡିଜେଲ ପରେ ବଢ଼ିବାରେ ଲାଗିଛି ଡାଲି ରେଟ୍

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପଡିଛି ଡବଲ ମହଙ୍ଗା ମାଡ଼ । ପେଟ୍ରୋଲ-ଡିଜେଲ ପରେ ଏବେ ଡାଲି ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ବର୍ତ୍ତମାନ ଡାଲି ଦର କିଲୋ ପିଛା ୧୦୫ରୁ ୧୧୦ ଟଙ୍କାରେ…

ଭୂକମ୍ପରେ ଥରିଲା ଜମ୍ମୁ କଶ୍ମୀର ଓ ଲଦ୍ଦାଖ

ନୂଆଦିଲ୍ଲୀ: ଆଜି ସକାଳୁ ଜମ୍ମୁ କଶ୍ମୀର ଓ ଲଦ୍ଦାଖର ଲେହ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ଝଟକାର ତୀବ୍ରତା ୪.୩ ରହିଥିବା ବେଳେ ସକାଳ ପାଖାପାଖି ୭.୩୦ରେ ଏହା ଦେଖିବାକୁ ମିଳିଥିଲା ।…

ଏଠାରେ ପ୍ରତି ପରିବାରକୁ ବାର୍ଷିକ ୩ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା, ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟରେ ବଡ଼ ଘୋଷଣା କରିଛନ୍ତି ଗୋଆ ସରକାର ।  ନୂଆ କ୍ୟାବିନେଟର ପ୍ରଥମ ବୈଠକରେ ଗୋଆ ସରକାର ବଡ଼ ନିଷ୍ପତ୍ତି ନେଇ କହିଛନ୍ତି ଯେ, ରାଜ୍ୟର ପ୍ରତି ପରିବାରକୁ ୩ଟି ଏଲପିଜି ସିଲିଣ୍ଡର ମାଗଣାରେ ଦିଆଯିବ,…