Browsing Category
Breaking News
ମାତ୍ର ୧୨୦୦ ଟଙ୍କା ପାଇଁ ମହିଳାଙ୍କୁ କଲେ ଲଣ୍ଡା, ସାମ୍ନାକୁ ଆସିଲା ଭିଡିଓ
ପଟ୍ଟାମୁଣ୍ଡାଇ(ଓଡ଼ିଶା ଭାସ୍କର): ଟଙ୍କା ପାଇଁ ଲୋକମାନେ ନିଜ ମଣିଷପଣିଆକୁ ବି ଭୁଲି ଯାଆନ୍ତି, ଯାହାର ଏକ ଦୃଶ୍ୟ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି । ମାତ୍ର ୧୨୦୦ ଟଙ୍କା ପାଇଁ ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ…
ସମସ୍ତ କର୍ମଚାରୀଙ୍କର ଦରମା ହୋଇଗଲା ୫୦ ଲକ୍ଷ: ତଥାପି ଲାଭରେ ରହିଲା କମ୍ପାନୀ, ଜାଣନ୍ତୁ କିପରି
ନୂଆଦିଲ୍ଲୀ: ଆମେରିକାର ଏକ କ୍ରେଡିଟ୍ କାର୍ଡ ପ୍ରୋସେସିଂ କମ୍ପାନୀ ୬ ବର୍ଷ ପୂର୍ବରୁ ସମସ୍ତ ଷ୍ଟାଫଙ୍କ ସର୍ବନିମ୍ନ ବାର୍ଷିକ ସାଲାରୀ ୫୧ ଲକ୍ଷ କରିଦେଇଥିଲା । ସେତେବେଳେ ଗ୍ରାଭିଟି ପେମେଣ୍ଟସ ନାମକ ଉକ୍ତ କମ୍ପାନୀର…
ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍ ପରୀକ୍ଷା
ଭୁବନେଶ୍ୱର, ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ଗତକାଲିଠୁ ଏଥିପାଇଁ ପଞ୍ଜୀକରଣ ପକ୍ରିୟା ଶେଷ ହୋଇଛି । ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ବା ଆଇଆଇଟିରେ ନାମଲେଖିବା ପାଇଁ ଏହି ପରୀକ୍ଷାରେ…
ମାଉଣ୍ଟ ଏଲ୍ବ୍ରସରେ ତ୍ରିରଙ୍ଗା ଉଡ଼ାଇଲେ ଆନ୍ଧ୍ରପ୍ରଦେଶର ୮ ବର୍ଷୀୟ ଭୁବନ ଜୟ, ସର୍ବକନିଷ୍ଠ ପର୍ବତ ଆରୋହୀ ଭାବେ ନିଜ ନାଁରେ କଲେ ରେକର୍ଡ
କୁରନୁଲ (ଭାସ୍କର ନ୍ୟୁଜ୍) : ୟୁରୋପୀୟ ମହାଦ୍ୱୀପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍ବ୍ରସରେ ତ୍ରିରଙ୍ଗା ଉଡାଇଲେ ୮ ବର୍ଷୀୟ ଭୁବନ ଜୟ । ଆନ୍ଧ୍ରପ୍ରଦେଶର କୁରନୂଲ ବାସିନ୍ଦା ୮ ବର୍ଷୀୟ ବାଳକ ଗନ୍ଧମ୍ ଭୁବନ ଜୟ…
ଗୋଟିଏ କୋଲଡ୍ରିଂକ୍ସ ବୋତଲର ଦାମ୍ ୩୬ ଲକ୍ଷ ! ଡିସକାଉଣ୍ଟ୍ ଲୋଭରେ ଫସିଗଲେ ଯୁବକ
ୱାଶିଂଟନ୍: କୋଲଡ୍ରିଂକ୍ସର ସମୂର୍ଣ୍ଣ ଟଙ୍କା ନଦେଇ ଆମେରିକାର ଜଣେ ବ୍ୟକ୍ତିଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ । ଅଭିଯୁକ୍ତଙ୍କ ଉପରେ ୫୦,୦୦୦ ଡଲାର ଅର୍ଥାତ୍ ୩୬ ଲକ୍ଷ ଟଙ୍କାର ଜରିମାନା ଲାଗିଛି । କେବଳ ଏତିକି ନୁହେଁ,…
ଆଜି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି: ଚିହ୍ନଟ ହେଲେ ୭୩୪ ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ଆଜି କରୋନା…
ଆଜିଠାରୁ ମୋଦିଙ୍କର ୩ ଦିନିଆ ଆମେରିକା ଗସ୍ତ ଆରମ୍ଭ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୩ ଦିନିଆ ଆମେରିକା ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ୨୪ ତାରିଖରେ ହ୍ୱାଇଟ ହାଉସରେ ଦ୍ୱିପାକ୍ଷିକ ବୈଠକରେ ଯୋଗ…
ଏହି କାରଣ ପାଇଁ ମହିଳାମାନେ ଅନ୍ଧାରରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ପସନ୍ଦ କରିଥାନ୍ତି
ନିଜର ଜୀବନସାଥୀଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ପସନ୍ଦ, ନାପସନ୍ଦ ରହିଥାଏ । ଅଧିକାଂଶ ପୁରୁଷ ନିଜର ମହିଳା ସାଥୀଙ୍କ ସହ ଭିନ୍ନ ଢଙ୍ଗରେ ସମୟ ବିତାଇବାକୁ ଚାହିଁଥାନ୍ତି । ସେହିପରି…
ବଢ଼ୁଛି ଜଳସ୍ତର, ବିପଦ ସଙ୍କେତ ଉପରେ ଜଳକା
ଜଳେଶ୍ୱର(ଓଡ଼ିଶା ଭାସ୍କର) : ବର୍ଷା ଯୋଗୁଁ ଜଳସ୍ତର ପୁଣି ବଢ଼ିବାରେ ଲାଗିଛି । ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଏବେ ଜଳସ୍ତର ୭.୧୮ ମିଟର ରହିଛି ।…
ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତା: ଏକ ନମ୍ବର ସ୍ଥାନରେ ମିଥାଲି…
ଦୁବାଇ: ଭାରତୀୟ ମହିଳା ସୀମିତ ଓଭର କ୍ରିକେଟ ଦଳର ଅଧିନାୟିକା ମିଥାଲି ରାଜ ଆଇସିସି ମହିଳା ଦିନିକିଆ ବ୍ୟାଟିଂ ମାନ୍ୟତାରେ ଏକ ନମ୍ବର ସ୍ଥାନ ବଜାୟ ରଖି ପାରିଛନ୍ତି । ଗତକାଲି ଅନୁଷ୍ଠିତ ଅଷ୍ଟ୍ରେଲିଆ ମହିଳା ଦଳ ବିକ୍ଷ…