CHARIDHAM
Browsing Category

Breaking News

ଗ୍ୟାସ୍ ବିସ୍ଫୋରଣ ଯୋଗୁଁ ଭୁଶୁଡି ପଡ଼ିଲା ପଡୋଶୀଙ୍କ ଘର: ଚାପି ହୋଇ ୪ ମୃତ, ୨ ଗୁରୁତର

ଅମରାବତୀ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଗୋଟିଏ ଘରେ ଗ୍ୟାସ୍ ସସିଲିଣ୍ଡର ବିସ୍ଫୋରଣ ହେବାରୁ ଚାଲିଯାଇଛି ୪ ଜୀବନ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପଡୋଶୀ ଘରର କାନ୍ଥ ମଧ୍ୟ…

ମହିଳା ପୋଲିସ କର୍ମୀଙ୍କ ସହ ଅଶ୍ଳୀଳ କାମ କରୁଥିବା ନଜର ଆସିଲେ କନେଷ୍ଟବଳ, ସିସିଟିଭ ଫୁଟେଜ୍ ଭାଇରାଲ

ୟୁପି: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପୋଲିସ ଷ୍ଟେସନରେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ଡେସ୍କ ସ୍ଥାପନ କରିଛନ୍ତି । ଏହାରି ମଧ୍ୟରେ କାନପୁରରେ ପୁରୁଷ ପୋଲିସ କର୍ମଚାରୀ ନିଜ ବିଭାଗର ମହିଳା…

ମଙ୍କିପକ୍ସ ପରୀକ୍ଷା ପାଇଁ ଭାରତରେ ଲଞ୍ଚ ହେଲା ନୂଆ RT-PCR କିଟ୍, ଘରେ ବସି କରିପାରିବେ ଟେଷ୍ଟ୍

ନୂଆଦିଲ୍ଲୀ: ଦୁନିଆରେ ମଙ୍କିପକ୍ସ ଭାଇରସ୍ ଦ୍ରୁତ ଗତିରେ ବଢ଼ିଚାଲିଛି, ଯାହାକୁ ନେଇ ସାଧାରଣ ଲୋକ ଓ ସରକାରଙ୍କ ଚିନ୍ତା ବଢ଼ିଛି । ଅବଶ୍ୟ ଭାରତରେ ଏହି ଭାଇରସର କୌଣସି ମାମଲା ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନି ।…

ଶନି ଜୟନ୍ତୀରେ ରାଶି ଅନୁସାରେ କରନ୍ତୁ ଦାନ: ବର୍ଷସାରା ପ୍ରତ୍ୟେକ କାର୍ଯ୍ୟରେ ମିଳିବ ସଫଳତା

ହିନ୍ଦୁ ଧର୍ମରେ ଶନି ଜୟନ୍ତୀଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ । ଅନ୍ୟପଟେ ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହକୁ ଏକ ପ୍ରଭାବଶାଳୀ ଗ୍ରହ ବୋଲି କୁହାଯାଇଛି । ତାଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା…

ମଦପ୍ରେମୀଙ୍କ ପାଇଁ ଖୁସି ଖବର: ଏହି ରାଜ୍ୟରେ ଶସ୍ତା ହେବ ୱାଇନ୍ ଓ ବିୟର, ସରକାର ଦେବେ ରିହାତି

ନୂଆଦିଲ୍ଲୀ: ମଦ ଏବଂ ବିୟର ପିଉଥିବା ଲୋକଙ୍କୁ ଖୁବଶୀଘ୍ର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ମଧ୍ୟ ପ୍ରଦେଶ ସରକାର । ଏହି ରାଜ୍ୟରେ ବିୟର ଓ ୱାଇନ୍ ଉପରେ ଆମଦାନୀ ଶୁକ୍ଳ ହ୍ରାସ କରିବାକୁ ଯାଉଛନ୍ତି ସରକାର । ରାଜ୍ୟର…

ପୋଲିସ ପରିଚୟ ଦେଇ ବନ୍ଧୁକ ମୁନରେ ଅପହରଣ : ଯୁବକଙ୍କୁ ଛାଡ଼ିବା ପାଇଁ ୭ ଲକ୍ଷ ଡିମାଣ୍ଡ କଲେ ଦୁବୃର୍ତ୍ତ, ୩ ଲକ୍ଷ ଦେଲେ ପରିବାରଲୋକ !

ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ଅପହଣର କରି ନିଆଯାଇଥିଲା । ପରେ ୭ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଯୁବକ ଜଣକ…

ରାଶିଫଳ(ଶନିବାର,୨୮ ମେ,୨୦୨୨)

ମେଷ- ଶୁଭଖବର ପାଇ ମନ ଖୁସି ହେବ ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଓ ସୁନାମ ଅର୍ଜନ କରିବେ । ବ୍ୟବସାୟରେ ଆକସ୍ମିକ ଧନ ପ୍ରାପ୍ତି ହେବା ଫଳରେ ବଢେଇବାର ପ୍ରୟାସ…

ଆତ୍ମହତ୍ୟା କଲେ ଆଉ ଜଣେ ବଙ୍ଗଳା ଅଭିନେତ୍ରୀ: ବିଦିଶାଙ୍କ ପରି ଜୀବନ ହାରିଲେ ମଞ୍ଜୁସା

କୋଲକାତା: ସିନେମା ଜଗତରେ ଏବେ ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ସାମନାକୁ ଆସୁଛି । ବିଭିନ୍ନ କାରଣକୁ ନେଇ ନିଜ ଜୀବନ ହାରି ଦେଉଛନ୍ତି ସେଲିବ୍ରିଟି ଷ୍ଟାର । ସେହିଭଳି ଆଉ ଏକ ଖବର ସାମନାକୁ ଆସିଛି…

ଆଇପିଏଲ୍-୧୫: ରାଜସ୍ଥାନ- ଗୁଜରାଟ ମଧ୍ୟରେ ଫାଇନାଲ୍‌ ମୁକାବିଲ, ଜାଣନ୍ତୁ କାହାର ପଲ୍ଲା ଭାରି, କିଏ ଜିତିବ ଟାଇଟଲ୍…

ଅହମଦାବାଦ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲେରକୁ ହରାଇ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୯ ତାରିଖ ଦିନ ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ…

ପୁଣି ଫେରିଲା ତାତି: ଆହୁରି ଦୁଇଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, କଲବଲ କରିବ ଗୁଳୁଗୁଳି

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ରାଜ୍ୟକୁ ପୁଣି ଫେରିଛି ତାତି । କିଛି ଦିନର ବ୍ୟବଧାନ ପରେ କଲବଲ କରୁଛି ଖରା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ…