Browsing Category
Breaking News
ପୂର୍ବତଟ ପକ୍ଷରୁ ୪ ଟ୍ରେନ୍ ବାତିଲ, ଜାଣନ୍ତୁ କେଉଁଟି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଗୁଳ-ତାଳଚେର ରୋଡ୍ ଖରାପ ପାଇଁ ପୂର୍ବତଟ ପକ୍ଷରୁ ୪ଟି ଟ୍ରେନ୍ ବାତିଲ ହୋଇଛି । ରାଉରକେଲା-ପୁରୀ ସ୍ପେଶାଲ ଟ୍ରେନ୍ ବାତିଲ ହେବା ସହିତ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ, ପୁରୀ-ରାଉରକେଲା…
ଆଜିଠୁ +୨ ନାମଲେଖା ଆରମ୍ଭ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ +୨ ପାଇଁ ଆଜିଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଡମିଶନ ସମୟରେ କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କଲେଜଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅଫଲାଇନ୍ ବ୍ୟତୀତ…
ମହିଳାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କଲେ ଦୁର୍ବୃତ୍ତ; ମାରଣାସ୍ତ୍ର ଦେଖାଇ ଆକ୍ରମଣ କଲେ
ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ଥାନା ରଡ ବଜାରରେ କେତେକ ବ୍ୟକ୍ତି ହାତରେ ମାରଣାସ୍ତ୍ର ଧରି ମହିଳାଙ୍କ ଘରେ ପଶି ଆକ୍ରମଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣକାରୀଙ୍କ ଆକ୍ରମଣରେ…
ଲଗାଣ ବର୍ଷାରେ ବାଲେଶ୍ୱର ବେହାଲ
ବାଲେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ରେକର୍ଡ ବର୍ଷାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଏହାରି ମଧ୍ୟରେ ଲଗାଣ ବର୍ଷାରେ…
ଏସ୍ସିବିରେ ଏକ୍ମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ, ଏବେ ଆଉ ୨ ଜଣଙ୍କ ଚାଲିଛି ଚିକିତ୍ସା
କଟକ,(ଭାସ୍କର ନ୍ୟୁଜ୍): କଟକ ବଡ଼ ଡାକ୍ତରଖାନାରେ ଏକ୍ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏସ୍ସିବିରେ ଏକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି…
ବ୍ରାଉନ୍ସୁଗର ଚାଲାଣ ବେଳେ ମାଡ଼ି ବସିଲା ପୋଲିସ, ୨୫ ଗ୍ରାମ ଧଳାଜହର ସହ ବାଇକ ଓ ମୋବାଇଲ ଜବତ, ୨ ଗିରଫ
ଜଗତସିଂହପୁର (ଭାସ୍କର ନ୍ୟୁଜ): ଜଗତସିଂହପୁର ଥାନା ପକ୍ଷରୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋମବାର ରାତି ପ୍ରାୟ ୭.୩୦ ମିନିଟ୍ ସମୟରେ ପୁଲିସ ପକ୍ଷରୁ ଅଚାନକ ଭାବେ ଚଢ଼ାଉ କରାଯାଇ ସ୍ଥାନୀୟ ଓଡିଶୋ ନିକଟରୁ ଏକ ପଲିଥିନ…
Freeରେ ପାଇବେ ୧ କୋଟିର ବେନିଫିଟ୍: ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ BOI ଲଞ୍ଚ କଲା Salary Plus Account
ନୂଆଦିଲ୍ଲୀ: ବ୍ୟାଙ୍କ ଅଫ୍ ଇଣ୍ଡିଆ) ପକ୍ଷରୁ ସରକାରୀ କର୍ମଚାରୀଙ୍କ ପାଇଁ ଏକ ନୂଆ ସାଲାରୀ ପ୍ଲସ୍ ଆକାଉଣ୍ଟ ଲଞ୍ଚ କରାଯାଇଛି । ଏହି ସାଲାରୀ ପ୍ଲସ୍ ଆକାଉଣ୍ଟ ମାଧ୍ୟମରେ ଆପଣମାନେ ମାଗଣାରେ ୧ କୋଟି ଟଙ୍କାର ବେନିଫିଟ୍…
ସବୁ ମନ୍ଦିରରେ ଉଚ୍ଚାରଣ ହେଉ ତାମିଲ ମନ୍ତ୍ର: ଜାଣନ୍ତୁ କାହିଁକି ଏପରି କହିଲେ କୋର୍ଟ
ଚେନ୍ନାଇ: ଦକ୍ଷିଣ ଭାରତ ସ୍ଥିତ ତାମିଲନାଡୁରେ ତାମିଲ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଏଭଳି ପରିସ୍ଥିତିରେ ତାମିଲକୁ ଈଶ୍ୱରଙ୍କ ଭାଷା କହିଛନ୍ତି ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟଙ୍କ ମତରେ, ଦେଶର ସମସ୍ତ…
ଚୌକି ମିଳିଗଲା ସିନା, ଶାନ୍ତି ନାହିଁ: ମାତ୍ର ବର୍ଷକ ମଧ୍ୟରେ ଏହି ୭ଟି ଚ୍ୟାଲେଞ୍ଜ ପୂରଣ କରିବେ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ
ନୂଆଦିଲ୍ଲୀ: ଗୁଜରାଟର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଚୌକି ହାସଲ କରିବାରେ ସକ୍ଷମ ହୋଇଥିଲେ ହେଁ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ । ଆସନ୍ତା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ…
୧୧ ଟଙ୍କାର ଏହି ରିଚାର୍ଜ କରନ୍ତୁ ନାହିଁ, ହ୍ୟାକ୍ ହୋଇଯିବ ମୋବାଇଲ!
ନୂଆଦିଲ୍ଲୀ: ସାଇବର ଅପରାଧର ମାତ୍ରା ଏତେ ବଢ଼ିଯାଇଛି ଯେ, ପ୍ରତି ମିନିଟ୍ ସଜାଗ ରହିବାକୁ ପଡୁଛି । ଯଦି ଆପଣ ସାବଧାନ୍ ନ ରୁହନ୍ତି ତେବେ କୌଣସି ବି ଲୋକ ଆପଣଙ୍କୁ ଠକିଦେଇପାରେ । ସେହିପରି ଏକ ମାମଲା ମହାରାଷ୍ଟ୍ରର…