fbpx
Browsing Category

Breaking News

ୟୁପି ପୁଲିସର ପଚରାଉଚରା ପୂର୍ବରୁ ଅଗ୍ରିମ ଜାମିନ୍ ଆବେଦନ କଲେ ଟୁଇଟର୍ ଇଣ୍ଡିଆ ମୁଖ୍ୟ

ଗାଜିଆବାଦ୍: ଉତ୍ତରପ୍ରଦେଶର ଗାଜିଆବାଦ୍ ରେ ମୁସଲମାନ୍ ବୃଦ୍ଧଙ୍କର ଜୋରଜବରଦସ୍ତି ଦାଢ଼ି କାଟିବା ଓ ମାରପିଟ୍ କରିବା ଭିଡିଓ ଭାଇରାଲ୍ ହେବାକୁ ନେଇ ବିବାଦ ଲାଗିରହିଛି । ଟୁଇଟର୍ ରେ ଭିଡ଼ିଓ ଭାଇରାଲ୍ ହୋଇଥିବା ବେଳେ ଏବେ…

ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍, ମୁକେଶ ଅମ୍ବାନୀ କଲେ ଘୋଷଣା

ନୂଆଦିଲ୍ଲୀ: ଜିଓ ନେଟୱର୍କ ୪୨.୫ କୋଟି ଗ୍ରାହକଙ୍କୁ ସେବା ଯୋଗାଉଛି । ସେହିପରି ଚଳିତ ବର୍ଷରୁ ଆରମ୍ଭ ହେବ ଜିଓ ଇନଷ୍ଟିଚ୍ୟୁଟ୍ । ରିଲାଏନ୍ସ ଇଣ୍ଡଷ୍ଟ୍ରିର ୪୪ତମ ସାଧାରଣ ବୈଠକରେ ଉଦବୋଧନ ଦେଇ ଏହାର ଅଧ୍ୟକ୍ଷ ମୁକେଶ…

କୁଆଁରୀ ଝିଅମାନେ ସ୍ୱପ୍ନ ଦେଖିଲେ ମିଳିଥାଏ ଏହି ସଂକେତ  

ଅନେକ ସମୟରେ ଗଭୀର ନିଦରେ ବିଭିନ୍ନ ପ୍ରକାର ସ୍ୱପ୍ନ ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଦେଖୁଥିବା ଘଟଣା ବ୍ୟକ୍ତିର ଜୀବନ ସହ ଗଭୀର ସଂଯୋଗ ରହିଥାଏ। ନିଦରେ ଦେଖାଯାଉଥିବା ଘଟଣାଗୁଡିକ ଭବିଷ୍ୟତ ଜୀବନ…

ଜନ୍ମଦିନ ପାର୍ଟିରେ ସାଙ୍ଗମାନେ ଲଗାଇଦେଲେ ଡ୍ରଗ୍ସ ଇଞ୍ଜେକସନ୍, କାଟିବାକୁ ପଡ଼ିଲା ହାତ

ବେଙ୍ଗାଲୁରୁ: ଜନ୍ମଦିନ ପାର୍ଟିକୁ ଯିବା ଜଣେ ୧୭ ବର୍ଷର ଯୁବକଙ୍କୁ ମହଙ୍ଗା ପଡ଼ିଛି । ପାର୍ଟିରେ ଉକ୍ତ ଯୁବକଙ୍କୁ ସାଙ୍ଗମାନେ ବିଷାକ୍ତ ଡ୍ରଗ୍ସ ଇଞ୍ଜେକସନ୍ ଲଗାଇ ଦେଇଥିଲେ । ଯାହାଫଳରେ ତାଙ୍କ ହାକୁ କାଟିବାକୁ ପଡ଼ିଥିଲା…

ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏଥିରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦକୁ ସର୍ବାଧିକ ୬୦୦୦ ଟଙ୍କା…

ମହାପ୍ରଭୁଙ୍କ ‘ସ୍ନାନଯାତ୍ରା’ ସୁରୁଖୁରୁରେ ଚାଲିଛି, ଲାଗିଛି କଡ଼ା କଟକଣା

ପୁରୀ(ଓଡ଼ିଶା ଭାସ୍କର): ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ସୁରୁଖୁରୁରେ ଚାଲିଛି । ପବିତ୍ର ଜ୍ୟୋଷ୍ଠ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦିବ୍ୟ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇଛନ୍ତି ।…

କୋଭାକ୍ସିନକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁମତି ମିଳିବାର ସମ୍ଭାବନା ନାହିଁ

ହାଇଦ୍ରାବାଦ: ଭାରତ ବାୟୋଟେକର କୋଭିଡ-୧୯ ଟିକା ‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୭୭.୮ % ପ୍ରଭାବଶଳୀ ହୋଇଥିଲେ ବି ଆସନ୍ତା ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନୁମୋଦନର ସମ୍ଭାବନା ନାହିଁ । ଜଣେ ବରିଷ୍ଠ…

ନକଲି ଔଷଧ କାରବାରର ମାଷ୍ଟରମାଇଣ୍ଡ ଗିରଫ

କଟକ(ଓଡ଼ିଶା ଭାସ୍କର): ନକଲି ଔଷଧ କାରବାର ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ଗିରଫକୁ ଆଜି ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ ଏସଟିଏଫ୍ । ମୁଖ୍ୟ ଅଭିଯୁକ୍ତ ହେଉଛି ଶିବ ଜେନା । ତାକୁ ଗିରଫ କରାଯାଇ କଟକ…

ମିସ୍ ସୁପରନୋଭା ପିଜଣ୍ଟ ଟାଇଟଲ୍ ଜିଣିଲେ ସମ୍ବଲପୁରୀ ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚମକିଲେ ଓଡିଆ ଝିଅ । ସମ୍ବଲପୁର ଝିଅ ମିମାଂଶା ପ୍ରିୟଦର୍ଶିନୀ ରଥ ମିସ୍ ସୁପରନୋଭା ପେଜଅଣ୍ଟରେ ପ୍ରଥମ ରନର୍ସଅପ୍ ହୋଇ ରାଜ୍ୟ ପାଇଁ ଗର୍ବ ଗୌରବ ଆଣିଛନ୍ତି । ତେବେ ଏହି ପ୍ରତିଯୋଗିତା ୩୧…

କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ, ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କେତେ ସଂକ୍ରମିତ 

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେବି ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଚିନ୍ତା ବଢ଼ିଛି । ଏହାରି ମଧ୍ୟରେ କରୋନାର ଡେଲଟା ପ୍ଲସ ଭାରିଆଣ୍ଟ ଅଧିକ ଭୟଙ୍କର ହେବାରେ ଲାଗିଛି । ଏହାରି…