Browsing Category

Breaking News

ନିଟ୍ ପିଜି ପରୀକ୍ଷା ସ୍ଥଗିତ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲେ କେବେ ହେବ ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ରହିଲା ୨୦୨୨ ନିଟ୍ ପିଜି ପରୀକ୍ଷା । ପରୀକ୍ଷା ସ୍ଥଗିତ ରଖିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ୬ରୁ ୮ ସପ୍ତାହ ପର୍ଯ୍ୟନ୍ତ ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ…

ଆଜି ଖୋଳା ହେବ ଏମାର ମଠ

ପୁରୀ(ଓଡ଼ିଶା ଭାସ୍କର): ଆଜି ପୁଣି ଖୋଳା ହେବ ପୁରୀ ଏମାର ମଠ । ପୁରୀରୁ ଚିହ୍ନଟ କରାଯାଇଥିବା ୩ଟି ସ୍ଥାନକୁ ଖୋଳିବ ପ୍ରଶାସନ । ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ୍ ଓ ପୋଲିସ୍ ର ଉପସ୍ଥିତିରେ ଏମାର ମଠ…

ରାଜ୍ୟରେ ବଢ଼ିଲା ମୃତ୍ୟୁସଂଖ୍ୟା: ଆଜି କୋଭିଡରେ ୨୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ଗତ କିଛି ଦିନ ଧରି…

ଦେଶରେ ଦିନକରେ ୧୦୭୨ ମୃତ, ୧.୪୯ ଲକ୍ଷ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୯ ହଜାର ୩୯୪ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର…

ବିବାହ କାରଣରୁ ପ୍ରଥମ ଦିନିକିଆ ଖେଳିବେନି କେଏଲ୍ ରାହୁଲ!

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିଟି ମ୍ୟାଚ୍ ର ଦିନିକିଆ ସିରିଜ୍ ଫେବୃଆରୀ ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ୱାନଡେ ସିରିଜ୍ ପରେ ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବି ଖେଳାଯିବ । ୱେଷ୍ଟ…

ନୂଆ ମୋଡ଼ ନେଲା ନୟାଗଡ଼ ଶିଶୁପୁତ୍ର ନିଖୋଜ ଘଟଣା: ନର୍ସ ସହ ମିଶି ବାପା-ମାଆ ବିକ୍ରି କରିଥିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ଼ ଶିଶୁ ନିଖୋଜ ମାମଲାକୁ ନେଇ ଆସିଛି ନୂଆ ଅପଡେଟ୍ । ପୂର୍ବରୁ ମେଡିକାଲର ଜଣେ ନର୍ସ ନବଜାତ ଶିଶୁକୁ ଗାଏବ କରିଦେଇଥିବା ନେଇ ଅଭିଯୋଗ ଆସୁଥିଲେ ହେଁ ଏହି ମାମଲା ଏବେ…

ରାଜ୍ୟରେ କମିଲା କୋଭିଡ୍ ସଂକ୍ରମଣ: ୩ ହଜାର ତଳେ ପଜିଟିଭ୍ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ଥରେ ଧୀରେଧୀରେ କରୋନା ବଢ଼ିବାରେ ଲାଗିଛି । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆତଙ୍କ ସୃଷ୍ଟି ହେବା ପରଠାରୁ ସଂକ୍ରମଣ ଉଦ୍ଧ୍ୱର୍ଗାମୀ ହେବାରେ ଲାଗିଛି । ତେବେ ଖୋର୍ଦ୍ଧା…

ରାତି ପାହିଲେ ଶ୍ରୀପଞ୍ଚମୀ, ଜ୍ଞାନଦାତ୍ରୀଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ବାଲିାଟଣା (ଭାସ୍କର ନ୍ୟୁଜ୍‌) : ରାତି ପାହିଲେ ପୂଜା ପାଇବେ ଜ୍ଞାନଦାତ୍ରୀ ଦେବୀ ମା' ସରସ୍ୱତୀ । ଶ୍ରୀପଞ୍ଚମୀ ପାଇଁ ମା'ଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦବାରେ ଲାଗିଡିଛନ୍ତି ବାଲିପାଟଣାସ୍ଥିତ ପିରିଖାପାଟଣା ଗ୍ରାମର…

‘ପୁଷ୍ପା’ ଷ୍ଟାଇଲରେ ଚୋରୀ! ଟ୍ରକରୁ ଜବତ ହେଲା ୨ କୋଟି ୪୫ ଲକ୍ଷର ଲାଲଚନ୍ଦନ କାଠ

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଫିଲ୍ମ ଆପଣ ମାନେ ନିଶ୍ଚୟ ଦେଖିସାରିଥିବେ । କିପରି ପୋଲିସ୍ ଆଖିରେ ଧୂଳି ଦେଇ ଓ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ଲାଲଚନ୍ଦନ କାଠର କାରବାର କରୁଥିଲେ ପୁଷ୍ପା । ଫିଲ୍ମଟି ଏବେ…

ଫେସବୁକ୍ ଦେଉଛି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍, ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ କୌଣସି ଏକ ସ୍ମଲ୍ ବିଜନେସ୍ ଆରମ୍ଭ କରୁଛନ୍ତି, ତାହେଲେ ଆପଣ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବ୍ୟବସାୟକୁ ବଢ଼ାଇପାରିବେ । ଏଥିରେ କେବଳ ଆପଣ ବିଜ୍ଞାପନ ଜରିଆରେ ବ୍ୟବସାୟକୁ ପ୍ରସାର…