Browsing Category
Breaking News
ବସ୍ତି ବାସିନ୍ଦାଙ୍କ ଭୋଟ ନିର୍ଣ୍ଣୟ କରିବ କିଏ ହେବ ଭୁବନେଶ୍ୱର ମେୟର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସିଟ୍ ପାଇଁ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ ଓ କଂଗ୍ରେସରୁ ମଧୁସ୍ମିତା…
ବାପାର ଜୁଇ ଜଳୁଥିବା ବେଳେ ପୁଅର ଆସିଲା ମୃତ୍ୟୁ ଖବର, ଦୁଃଖରେ ଭାଙ୍ଗିପଡିଲେ ପରିବାରଲୋକ ଓ ଗ୍ରାମବାସୀ
ବାରଙ୍ଗ (ଭାସ୍କର ନ୍ୟୁଜ୍): ବାରଙ୍ଗ ବ୍ଲକ ଅନ୍ତର୍ଗତ କୁହ୍ନେଇପଡା ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଘଟିଛି ଏକ ଦୁଃଖଦ ଘଟଣା । ଏହି ଗ୍ରାମର ପୁରୁଷୋତ୍ତମ ସ୍ୱାଇଁ (୫୫) ଦୀର୍ଘ ଦିନ ଧରି ବ୍ରେନ କ୍ୟାନସରରେ ପିଡିତ ହୋଇ ନିଜ…
ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ-ଡିଜେଲ ଦର: ୫ ଦିନରେ ୩.୨୦ ଟଙ୍କା ମହଙ୍ଗା, ଜାଣନ୍ତୁ ଆଜିର ରେଟ୍
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି । ଭାରତୀୟ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲ ଦାମକୁ ଆଜି ଅର୍ଥାତ୍ ୨୬ ମାର୍ଚ୍ଚରେ ପୁଣି ମହଙ୍ଗା କରିଛନ୍ତି । ସପ୍ତାହର ୫ମ ଦିନରେ ପେଟ୍ରୋଲ-ଡିଜେଲ ଦର…
ସ୍ୱତନ୍ତ୍ର ଡ୍ରାଇଭକୁ ବଡ ସଫଳତା: ୧୧ କୋଟିରୁ ଉର୍ଦ୍ଧ ଟଙ୍କାର ମଦ ଜବତ କଲା ଅବକାରୀ ବିଭାଗ
କଟକ (ଭାସ୍କର ନ୍ୟୁଜ୍): ରାଜ୍ୟର ସହରାଞ୍ଚଳ ଆଞ୍ଚଳିକ ପରିଷଦ ଓ ୩ଟି ମହାନଗର ନିଗମ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ଭାବରେ କରାଇବା ପାଇଁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି…
ମାଛଧରାଳିଙ୍କ ଜାଲରେ ପଡ଼ିଲା ବିଶାଳକାୟ କୁମ୍ଭୀର, ଧୀବରଙ୍କୁ କାମୁଡ଼ି କଲା ରକ୍ତାକ୍ତ
ତିହିଡ଼ି (ଭାସ୍କର ନ୍ୟୁଜ୍): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଶ୍ୱର୍ରେ ଥିବା ଗେଙ୍ଗୁଟିର ଶାଖା ନଦୀରେ କିଛି ମାଛଧରଳି ଜାଲ ପକାଇ ମାଛ ଧରୁଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଜଣେ…
ଆଜି ପୌର ନିର୍ବାଚନ ରେଜଲ୍ଟ: ସକାଳ ୮ଟାରୁ ଆରମ୍ଭ ହେବ ଗଣତି, ସିଲ୍ ଇଭିଏମ୍ରୁ ଖୋଲିବ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଜି ପୌର ନିର୍ବାଚନ ହେବ ଗଣତି । ସିଲ୍ ଇଭିଏମ୍ରୁ ଖୋଲିବ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ। ସକାଳ ୮ଟାରୁ ବାଲାଟ ପେପରୁ ଭୋଟ କାଉଣ୍ଟିଂ ଆରମ୍ଭ ହେବ। ଏଥିନେଇ ରାଜ୍ୟ ନିର୍ବାଚନ…
ରାଶିଫଳ(ଶନିବାର,୨୬ ମାର୍ଚ୍ଚ,୨୦୨୨)
ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ସୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ସୃଷ୍ଟି ହେବ,…
୮ ବର୍ଷରୁ ଅଧିକ ପୁରୁଣା କମର୍ସିଆଲ ଗାଡ଼ି ଉପରେ ଲାଗୁହେବ ନୁଆ ନିୟମ… ଏହି ଟେଷ୍ଟ ନକଲେ ହେବ ବଡ଼ ଜରିମାନା
ନୂଆଦିଲ୍ଲୀ: ସଡ଼କ ସୁରକ୍ଷା ଏବଂ ପରିବେଶ ପ୍ରଦୂଷଣକୁ କମ୍ କରିବା ଦିଗରେ କେନ୍ଦ୍ର ସରକାର ୧ ଏପ୍ରିଲ ୨୦୨୩ ଠାରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି । ଏହି ନିୟମ ଅନୁଯାୟୀ ୮ ବର୍ଷ ପୁରୁଣା କମର୍ସିଆଲ ଗାଡ଼ିଗୁଡ଼ିକୁ…
ଆସୁଛି କି କରୋନାର ୪ର୍ଥ ଲହର! ୭ ରାଜ୍ୟରୁ ମିଳିଲା ନୂଆ ଭାରିଆଣ୍ଟ, ଜାଣନ୍ତୁ କ’ଣ ଏହାର ଲକ୍ଷଣ
ବିଶ୍ୱରେ କରୋନାର ତୃତୀୟ ଲହର କମି କମି ଆସୁଥିବାବେଳେ ଏବେ ପୁଣି ଏକ ନୂଆ ଭାରିଆଣ୍ଟ ବଢ଼ିବାରେ ଲାଗିଛି । ଧୀରେ ଧୀରେ କରୋନା କଟକଣା ହଟୁଥିବାବେଳେ ଏବେ ପୁଣିଥରେ ନୂଆ ଭାରିଆଣ୍ଟକୁ ନେଇ ଖବର ଆସୁଛି । ନିକଟରେ ଏକ ତଥ୍ୟ…
ବିଜେପି କଲେଜ ଷ୍ଟ୍ରଙ୍ଗ ରୁମ୍ ଭିତରକୁ ଯୁବକଙ୍କ ପ୍ରବେଶ ନେଇ ତାତିଲେ ଲୋକ: ଯୁବକଙ୍କୁ ମାଡ଼ ମାରି କଲେ ଲହୁଲୁହାଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି କଲେଜ ଷ୍ଟ୍ରଙ୍ଗ ରୁମ୍ ବାହାରେ ଉତ୍ତେଜନା । ଷ୍ଟ୍ରଙ୍ଗ୍ ରୁମ୍ ଭିତରକୁ ଜଣେ ଯୁବକ ପଶିବାକୁ ନେଇ ଷ୍ଟ୍ରଙ୍ଗ ରୁମ୍ ବାହାରେ ପ୍ରବଳ ଉତ୍ତେଜନା । ଭୋଟ ଟାମ୍ପରିଂ ଅଭିଯୋଗ ନେଇ ତାତିଲେ…