Browsing Category
Breaking News
ଆଇସକ୍ରିମ୍ ଖାଇବା ପାଇଁ ସହର ଭିତରେ ହେଲିକ୍ୟାପ୍ଟରକୁ ଏର୍ମଜେନ୍ସି ଲ୍ୟାଣ୍ଡିଂ କରିଲେ ଓ ଫସିଲେ
ନୂଆଦିଲ୍ଲୀ: ଆମେ ସମସ୍ତଙ୍କୁ ଆଇସକ୍ରିମ୍ ଖୁବ୍ ଭଲ ଲାଗେ । ହେଲେ କାନାଡାର ଜଣେ ପାଇଲଟ୍ ଆଇସକ୍ରିମ୍ ଖାଇବା ପାଇଁ ସୀମା ଟପି ଯାଇଛନ୍ତି । ସେ ଆଇସକ୍ରିମ୍ ଖାଇବା ପାଈଁ ହେଲିକ୍ୟାପ୍ଟରକୁ ଗୋଟିଏ ସହର ଭିତରେ ଏମର୍ଜେନ୍ସି…
ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ମିଳିବ ସର୍ବୋଚ୍ଚ ନାଗରିକ ସମ୍ମାନ, ସଂସଦରେ ପଡ଼ିଲା ପ୍ରସ୍ତାବ
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏନେଇ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ନ୍ୟୁୟର୍କର ଜଣେ ସାଂସଦ ଏହି ପ୍ରସ୍ତାବ ଦେଇଛନ୍ତି ।…
ପତ୍ନୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୂହେଁ: କୋର୍ଟ
ମୁମ୍ବାଇ: ପତ୍ନୀ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବା ଅପରାଧ ନୂହେଁ ବା ଆଇନ ବିରୋଧୀ ନୂହେଁ । ଏହି ଭଳି ଏକ ଫଇସଲା ଶୁଣାଇଛି ମୁମ୍ବାଇ ସେସନ୍ କୋର୍ଟ । ପତ୍ନୀର ଇଚ୍ଛା ବିରୋଧରେ ଯାଇ ଶାରୀରିକ ସମ୍ବନ୍ଧ ରଖିବା…
ଆପଣଙ୍କ ହ୍ୱାଟ୍ସଆପ୍ DP କିଏ ଲୁଚି-ଛପି ଦେଖୁଛି? ଜାଣିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ
ନୁଆଦିଲ୍ଲୀ: ଦୁନିଆରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ମଧ୍ୟରେ ହ୍ୱାଟ୍ସଆପ ନମ୍ବର ୧ । ଯଦି ଆପଣ ହ୍ୱାଟ୍ସଆପରେ ପ୍ରୋଫାଇଲ ଫଟୋ ବା DP ରଖିଛନ୍ତି ଓ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ DP କିଏ-କିଏ…
ଅଗଷ୍ଟ ୧୬ରେ RRB NTPC ରେଜଲ୍ଟ
ନୂଆଦିଲ୍ଲୀ: ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ନନ୍ ଟେକ୍ନିକାଲ ପପୁଲାର କ୍ୟାଟେଗୋରି (ଏନଟିପିସି) ଆବେଦନକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ରେଳ ବିଭାଗ…
ମୋଦୀଙ୍କ ଘୋଷଣା: ଅଗଷ୍ଟ ୧୪କୁ ପାଳନ କରାଯିବ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’
ନୂଆଦିଲ୍ଲୀ: ଆଜିର ଦିନରେ ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ଭାରତର ବିଭାଜନ ହୋଇଥିଲା ଏବଂ ପାକିସ୍ତାନ ଜନ୍ମ ନେଇଥିଲା । ତେଣୁ ଗୋଟେ ପଟେ ପାକିସ୍ତାନ ଆଜିର ଦିନକୁ ନିଜର ସ୍ୱାଧୀନତା ଦିବସ ରୂପେ ପାଳନ କରୁଥିବା ବେଳେ…
ପାକିସ୍ତାନ ମନାଉଛି ସ୍ୱାଧୀନତା ଦିବସ, କଣ ଏହା ବେଆଇନ୍? ଜାଣିବାକୁ ପଢ଼ନ୍ତୁ ପୂରା ରିପୋର୍ଟ
ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ଅଗଷ୍ଟ ୧୪ ତାରିଖ । ଏହି ଦିନକୁ ପାକିସ୍ତାନ ନିଜର ସ୍ୱାଧୀନତା ଦିବସ ଭାବରେ ପାଳନ କରୁଛି । ୧୯୪୭ ମସିହାରେ, ଯେତେବେଳେ ବ୍ରିଟିଶମାନେ ଭାରତକୁ ମୁକ୍ତ କରିବା ପାଇଁ ଏକ ଆଇନ ପ୍ରସ୍ତୁତ କଲେ…
‘ଏଡୁସେଫ୍’ ରୋକିବ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ାର ଗୋପନୀୟତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଶୃତିଷା ନାୟକଙ୍କ ନୂତନ ଆଇଟି କମ୍ପାନୀ "ଫ୍ୟାକ୍ଟସିସ୍ ଟେକ୍ନୋଲୋଜି ପ୍ରା. ଲିଃ’ ଉଦଘାଟିତ ହୋଇଯାଇଛି । ଇନ୍ଫୋସିଟି ରୋଡରେ ଆରମ୍ଭ ହୋଇଥିବା ଏହି…
Go First ଦେଉଛି ମାଗଣାରେ ଗୋଆ ଓ ମାଳଦ୍ୱୀପ ବୁଲିବାର ସୁଯୋଗ, ୫ଷ୍ଟାର ହୋଟେଲରେ ରହିବା-ଖାଇବା ବି ଫ୍ରି
ନୂଆଦିଲ୍ଲୀ : ଯଦି ଆପଣ କୌଣସି ସୁନ୍ଦର ସ୍ଥାନରେ ଛୁଟିଦିନ କାଟିବାର ଯୋଜନା କରୁଛନ୍ତି, ତେବେ ଗୋଆ ଓ ମାଳଦ୍ୱୀପ ବୁଲିପାରିବେ, ଯାହାକି ସମ୍ପୂର୍ଣ୍ଣ ମାଗଣା । କଥାଟି ବିଶ୍ୱାସ ହେଉନଥିଲେ ବି ସତ । ବଜଟ ଏୟାରଲାଇନ୍ସ…
କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ଏସିଏଫ୍ ମୃତ୍ୟୁ ମାମଲା, ଖୁବଶୀଘ୍ର ମିଳିବ ନ୍ୟାୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେ ପୂରି ଯାଇଛି । ତେବେ ଏତେଦିନ ବିତିଯାଇଥିଲେ ହେଁ ତଦନ୍ତ ଯେଉଁଠାରୁ ଆରମ୍ଭ ହୋଇଥିଲା ଆଜି…