Browsing Category

Breaking News

ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି , ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ…

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ଗଠନ ହେବ ଟାସ୍କଫୋର୍ସ

ଭୁବନେଶ୍ୱର: କୋଭିଡର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଏସିଏସଙ୍କ ଚିଠି । ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏସିଏସଙ୍କ ଚିଠି । ସବୁ ମେଡିକାଲ କଲେଜ କର୍ତ୍ତୃପକ୍ଷ, କ୍ୟାପିଟାଲ ହସ୍ପିଟାଲ…

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ

ପୁରୀ: ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର । ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ । ମୁକ୍ତିମଣ୍ଡପକୁ ପ୍ରତିନିଧିତ୍ୱ କରିବେ ଅଶୋକ…

ପୌର ନିର୍ବାଚନ ପାଇଁ ମାମଲା ଦାଏର

ଭୁବନେଶ୍ୱର: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ୍ ଦାଏର ହୋଇଛି । ଭୁବନେଶ୍ୱର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ରଙ୍କ ପିଟିସନ୍ ଦାଖଲ ।…

ଲଜ୍ଜା: ୭ ବର୍ଷର ଝିଅକୁ ଯୌନ ଶୋଷଣ, ଦାଦା-ମାମୁଁ-ଭାଇ ଉପରେ ଅଭିଯୋଗ, ସାହାଯ୍ୟ ଆଳରେ ଜଣଙ୍କ ପରେ ଜଣେ….

ଚେନ୍ନାଇ: ଦୁନିଆର ଏପରି ଯୌନ ଶୋଷଣ ମାମଲା ସାମ୍ନାକୁ ଆସୁଛି, ଯେଉଁଥିରେ ବାପା-ଭାଇ, ଦାଦା, ମାମୁଁ ଆଦି ନିଜ ସମ୍ପର୍କକୁ ବଳି ଦେଉଛନ୍ତି । ସେହିପରି ଚେନ୍ନାଇରେ ୭ ବର୍ଷର ନାବାଳିକା ସହ ଯୌନ ଶୋଷଣ ଘଟଣା ସାମ୍ନାକୁ…

‘ଚନ୍ଦ୍ରାୟନ-୨’ ମିଶନର ବଡ଼ ସଫଳତା, ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ 'ଚନ୍ଦ୍ରାୟନ-୨' ଚନ୍ଦ୍ରପୃଷ୍ଠରେ ଜଳଅଣୁର ସନ୍ଧାନ କରିଛି । ମିଶନ ସମୟରେ ମିଳିଥିବା ତଥ୍ୟରୁ ଏହା ପ୍ରକାଶ ପାଇଛି । ଚନ୍ଦ୍ରାୟନ-୨ ମିଶନର ଅର୍ବିଟର ବର୍ତ୍ତମାନ ବି ଚନ୍ଦ୍ରର…

ଇ-ସ୍କଲାରସିପରେ ହେରାଫେରି: ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟେରୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହେଲେ ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଅଣ୍ଡର ସେକ୍ରେଟେରୀ । ଅବସରପ୍ରାପ୍ତ ଅଣ୍ଡର ସେକ୍ରେଟେରୀ ପ୍ରକାଶ ଚନ୍ଦ୍ର ରଥଙ୍କୁ ଗିରଫ କରିଛି ଇଓଡବ୍ଲୁ । ଇ-ମେଧାବୃତ୍ତି ସ୍କଲାରସିପରେ…

ଲକଡାଉନ୍ କେବେ ହେବ? ମୁଖ୍ୟମନ୍ତ୍ରୀ କହିଲେ ଏମିତି

ଓଡ଼ିଶା ଭାସ୍କର ବ୍ୟୁରୋ: ହଟିନି କରୋନା ଭୟ । ସମ୍ଭାବ୍ୟ ତୃତୀୟ ତରଙ୍ଗ ଆଶଙ୍କା ଦୂର ହୋଇନି । ମହାମାରୀ କରୋନା ଭାଇରସ୍ ପାଇଁ ନଆଯାଇଛି ଅନେକ କଡ଼ା ପଦକ୍ଷେପ । ସେହିପରି ଭାଇରସ୍ ଚେନ୍ ଭାଙ୍ଗିବା ପାଇଁ ବାଧ୍ୟ ହୋଇ ସରକାର…

ରାଜ୍ୟସଭାରେ ସରକାର-ବିରୋଧୀ ଯୁଦ୍ଧ: କ୍ଷମା ମାଗିବାକୁ କହିଲେ ୭ କେନ୍ଦ୍ରମନ୍ତ୍ରୀ, ସାମ୍ନାକୁ ଆସିଲା ଧସ୍ତାଧସ୍ତିର ଭିଡିଓ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ବୁଧବାର ଦିନ ଅଧିବେଶନ ଶେଷ ହୋଇଗଲା । କିନ୍ତୁ ମୌସୁମୀ ଅଧିବେଶନର ଶେଷ ଦିନରେ ଯାହା ହେଲା, ତାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ…

ଟ୍ରେଣ୍ଡ୍ କରୁଛି #SanctionPakistan, ତାଲିବାନଙ୍କୁ ସହଯୋଗ କରୁଛି ପାକ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀ ଆତଙ୍କ ପଛରେ ପାକିସ୍ତାନର ହାତ ରହିଛି । ଆଫଗାନ୍ ସରକାର ଏହାର ବିରୋଧ କରୁଥିବାବେଳେ ସେଠାକାର ନାଗରିକମାନେ ମଧ୍ୟ ତାଲିବାନ ଓ ପାକ୍ ବିରୋଧେରେ ସୋସିଆଲ୍…