Browsing Category

Breaking News

ପାଟନାରେ ଚପଲମାର ହୋଲି! ୱାଟରପାର୍କରେ ରଙ୍ଗ ବଦଳରେ ଉଡ଼ିଲା ଜୋତା-ଚପଲ, ସାମ୍ନାକୁ ଆସିଲା Video

ପାଟନା: ହୋଲିର ପର୍ବରେ ଲୋକମାନେ ନିଜ ନିଜ ଉପାୟରେ ରଙ୍ଗ ଲଗାନ୍ତି । କିଏ ଲାଠିମାର ହୋଲି ଖେଳନ୍ତି ତ କିଏ ଫୁଲ ଓ ରଙ୍ଗ ସହ ଖେଳନ୍ତି । କିନ୍ତୁ ବିହାରର ରାଜଧାନୀ ପାଟନାରେ ଏପରି ଖୋଳି ଖେଳାଯାଇଛି, ଯେଉଁଥିରେ…

ଭଗବାନ ଶିବ ତୃତୀୟ ନୟନରେ କାମଦେବଙ୍କୁ କାହିଁକି ଭସ୍ମ କରିଦେଇଥିଲେ, ଜାଣନ୍ତୁ ହୋଲିର ଏହି ପୌରାଣିକ କଥା

ହୋଲି ହିନ୍ଦୁ ଧର୍ମର ଏକ ମୁଖ୍ୟ ପର୍ବ ହୋଇଥିବାରୁ ଏହାକୁ ଆଜି ସମସ୍ତେ ଧୁମଧାମରେ ପାଳନ କରୁଛନ୍ତି । ମାତ୍ର ହୋଲି ପାଳନ ପଛର ପୌରାଣିକ ଗାଥା ବିଷୟରେ ହୁଏତ କାହାର ଅବଧାରଣା ନଥିବ । ଆଜିର ଦିନରେ ଭଗବାନ ଶିବ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି…

ଢାକାରେ ଇସ୍କନ ମନ୍ଦିର ଉପରେ ହମଲା: ଅନେକ ଲୋକ ଆହତ, ମୂଲ୍ୟବାନ ସାମଗ୍ରୀ ଲୁଟ୍

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇଛି । ରାଜଧାନୀ ଢାକା ସ୍ଥିତି ଇସ୍କନ ରାଧାକାନ୍ତା ମନ୍ଦିର ଉପରେ ଏକ ହମଲା କରାଯିବା ସହ ବହୁ ମୂଲ୍ୟବାନ ସାମଗ୍ରୀ ଲୁଟ୍ ହୋଇଥିବା…

The Kashmir Filesର ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ: ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୱାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ ପରସେପସନ…

ମହିଳା ଜୁନିୟର ହକି ବିଶ୍ୱକପ୍ ଟିମ୍ ଘୋଷଣା: ଭାରତୀୟ ଦଳରେ ଓଡ଼ିଶାର ଦୁଇ ଖେଳାଳି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଏପ୍ରିଲ ୧ ତାରିଖରୁ ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହେବାକୁ ଯାଉଛି ଜୁନିୟର ମହିଳା ହକି ବିଶ୍ୱକପ୍ । ବିଶ୍ୱକପ ପାଇଁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ସଲିମା ଟେଟେଙ୍କୁ…

BJP ପାଖରେ କମ୍ ବିଧାୟକ ଅଛନ୍ତି, ସମସ୍ତ ବିରୋଧୀ ଏକଜୁଟ୍ ହେଲେ ଭାଜପା ରାଷ୍ଟ୍ରପତି ନିର୍ବାଚନ ଜିତି ପାରିବନି: ମମତା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସମାପ୍ତ ପରେ ଏବେ ସମସ୍ତଙ୍କର ନଜର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି । କାରଣ ଆସନ୍ତା ଜୁଲାଇ ୨୪ ତାରିଖରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ…

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼: ସୁନାବେଶ ଦେଖିବାକୁ ଧସେଇ ହୋଇ ପଶିଲେ ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ନୀତି ବିଳମ୍ବ ପାଇଁ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ବନ୍ଦ ଥିଲା । ଦର୍ଶନ ଆରମ୍ଭ…

ରୁଷର ବୋମାମାଡ଼ରେ ୟୁକ୍ରେନର ପ୍ରସିଦ୍ଧ ଅଭିନେତ୍ରୀ ଓକସାନା ଶଭେଟସଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ଆଜି ୨୩ ଦିନରେ ପହଞ୍ଚିଛି । ଏହାମଧ୍ୟରେ ଏକାଧିକ ବାର ଦୁଇ ରାଷ୍ଟ୍ର ମଧ୍ୟରେ ଆଲୋଚନା ହୋଇଥିଲେ ହେଁ ସମାଧାନର ସୂତ୍ର ବାହାରି ପାରିନାହିଁ । ତେଣୁ ଆଜି ରୁଷର ଆକ୍ରମଣର ଶିକାର…

ସମସ୍ତ ରାଜ୍ୟଗୁଡ଼ିକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଜେନମ ସିକ୍ୱେନ୍ସିଂ ଓ ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଟେଷ୍ଟ-ଟ୍ରାକ-ଟ୍ରିଟ୍…