Browsing Category

Breaking News

କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ପାଳିବା ପଡ଼ିଲା ମହଙ୍ଗା, ବିଧାୟକଙ୍କ ସହ ୧୮ ଜଣଙ୍କ ବିରୋଧରେ FIR

ମୁମ୍ବାଇ: ମହାରାଷ୍ଟ୍ରରେ ଏବେବି କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଲୋକମାନେ କେଉଁଠି ସ୍ଥାନୀୟ ଟ୍ରେନ୍ ଚଳାଇବାକୁ ଆନ୍ଦୋଳନ କରୁଛନ୍ତି ତ ଆଉ କେଉଁଠି ଜନସାମଗମରେ ଜନ୍ମଦିନ ପାଳନ କରୁଛନ୍ତି । ଏହାରି ମଧ୍ୟରେ…

Special 26 ଫିଲ୍ମ ଷ୍ଟାଇଲରେ କରୁଥିଲେ ଲୁଟ୍, ଗିରଫ ହେଲେ ୫ ନକଲି CBI ଅଫିସର

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସ୍ପେଶାଲ ୨୬ ଷ୍ଟାଇଲରେ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି । ଏହି ଗ୍ୟାଙ୍ଗର ୫ ନକଲି ସିବିଆଇଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି ।…

ପୋଲିସ ଷ୍ଟେସନରେ ମାନବିକ ଅଧିକାର ଅଧିକ ମାତ୍ରାରେ ଉଲ୍ଲଂଘନ ହେଉଛି: CJI

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନ.ଭି. ରମଣ ଏକ କାର୍ଯ୍ୟକ୍ରମରେ ମାନବିକ ଅଧିକାର ଉପରେ ନିଜର ମତ ରଖିଛନ୍ତି । ପୋଲିସ ଷ୍ଟେସନଗୁଡ଼ିକରେ ମାନବିକ ଅଧିକାରର ଉଲ୍ଲଂଘନ ଅଧିକ ମାତ୍ରାରେ ହେଉଛି । ବିଶେଷ…

ପରଲୋକରେ ଜଣାଶୁଣା ଅଭିନେତା ଅନୁପମ ଶ୍ୟାମ

ମୁମ୍ବାଇ: ଜଣାଶୁଣା ବଲିଉଡ ଅଭିନେତା ଅନୁପମ ଶ୍ୟାମଙ୍କର ପରଲୋକ ଘଟିଛି । କିଡନୀ ସଂକ୍ରମଣ ହେତୁ ଗତ ସପ୍ତାହରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନେକ ଅଙ୍ଗ କାର୍ଯ୍ୟ ବନ୍ଦ ହେବା ପରେ ୬୩ ବର୍ଷ ବୟସରେ…

ସାଲମନ୍ ଫିସ, ଚିକେନ୍ ଓ ବ୍ରେଡ୍ ଆମଲେଟରେ ଲୁଚି ରହିଛି ନୀରଜଙ୍କ ସଫଳତାର ରାଜ୍, ଜାଣନ୍ତୁ କିପରି ଥିଲା ଅଲିମ୍ପିକ୍ ପ୍ରସ୍ତୁତି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟି ଯାଇଛି । ସୋସିଆଲ୍ ମିଡିଆରେ ଏବେ ନୀରଜ ନ୍ୟାସନାଲ କ୍ରସ୍…

OBC ଶ୍ରେଣୀକୁ ଆଜି ବଡ଼ ଉପହାର ଦେବେ ମୋଦୀ ସରକାର, ଜାଣନ୍ତୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: ଅନ୍ୟ ପଛୁଆ ବର୍ଗ (ଓବିସି) ଉପରେ ଦ୍ୱିତୀୟ ବଡ଼ ପଦକ୍ଷେପ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମୌସୁମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ ସରକାର ରାଜ୍ୟକୁ ଓବିସି ତାଲିକା ପ୍ରସ୍ତୁତ କରିବାକୁ ଅଧିକାର…

ରାଜ୍ୟରୁ ୬୬ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…

ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨ ଶିଶୁ ଜୀବନ୍ତଦଗ୍ଧ

ଆଜମଗଡ଼: ଉତ୍ତରପ୍ରଦେଶର ଆଜାମଗଡରେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିବା କାରଣରୁ ଏକ ପରିବାରରେ ଭୟଙ୍କର ଦୁର୍ଘଟଣା ଘଟିଛି । ନିଆଁରେ ପୋଡିହୋଇ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି ।…

ରାଜ୍ୟରେ ଖସୁଛି କରୋନା: ଆଜି ୮୮୬ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଆଜିଠାରୁ ରାଜ୍ୟରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନାର ପ୍ରକୋପ ଧୀରେଧୀର କମୁଥିବାରୁ ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଉଛନ୍ତି । ଆଜିଠାରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଏହି ଅବସରରେ…