Browsing Category

Breaking News

ଆଜି ରାଜ୍ୟରେ ୧୨୪୩ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଗୋଲ୍ଡ ଜିତିବା ପରେ ନୀରଜଙ୍କ ଉପରେ ଟଙ୍କାବର୍ଷା, ଜାଣନ୍ତୁ କିଏ ଦେଲେ କେତେ ଟଙ୍କା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସଫଳତାର ପତାକା ଉତ୍ତୋଳନ କରିଥିବା ନୀରଜ ଚୋପ୍ରା ସମଗ୍ର ଦେଶକୁ ଖୁସି କରିଛନ୍ତି । ସଫଳତା ତାଙ୍କୁ ମିଳିଛି ସତ, କିନ୍ତୁ ସମଗ୍ର ଦେଶ ଓ ସରକାର ଏହାକୁ ପାଳନ କରୁଛନ୍ତି । ପିରଜଙ୍କୁ…

କାଠଯୋଡିରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର

କଟକ(ଓଡ଼ିଶା ଭାସ୍କର): କାଠଯୋଡ଼ି ନଦୀରେ ଭାସି ନିଖୋଜଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ଥାନା ମୁଣ୍ଡମୁହାଣ ବାଲିଘାଟରୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତଦେହ ଉଦ୍ଧାର ହୋଇଛି । ତେବେ ଗତକାଲି…

ରାଜଧାନୀରେ ଭୁଶୁଡିଲା୨ ମହଲା କୋଠା; ଜଣେ ମୃତ, ୩ ଗୁରୁତର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଶନିବାର ତିନି ମହଲା ବିଶିଷ୍ଟ ଏକ କୋଠା ଭୁଶୁଡି ପଡିଛି । ଶନିବାର ସାଢେ ଗୋଟାଏ ନନ୍ଦନଗରୀ ଅଞ୍ଚଳରେ ଏକ ଦୁଇ ମହଲା କୋଠା ଅଚାନକ ଭୁଶୁଡି ପଡିଥିଲା । ତେବେ ଅନେକ ଲୋକ କୋଠା ତଳେ ଦବି…

ଅଗଷ୍ଟ ୯ରେ ମିଳିବ ପିଏମ୍‌-କିଷାନର ପରବର୍ତ୍ତୀ କିସ୍ତି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅଗଷ୍ଟ ୯ ଅପରାହ୍ନ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌- କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର…

ଥଣ୍ଡା କ୍ଷୀର ପିଇବା ଦ୍ୱାରା ଶରୀରକୁ ମିଳିଥାଏ ପ୍ରଚୁର ଶକ୍ତି

ସମସ୍ତେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହାର ଲାଭ ଶୁଣିବା ପରେ ସମସ୍ତେ ଏହାକୁ ଔଷଧ ଭାବରେ ପିଇପାରିବେ । କ୍ଷୀରକୁ ଗରମ କିମ୍ବା ଥଣ୍ଡା ଭାବରେ ପିଇବାକୁ ଲୋକମାନେ ପସନ୍ଦ କରିଥାନ୍ତି । ଏଥିରେ ଅନେକ…

ତାପଙ୍ଗ ପାହାଡରେ ବୃଦ୍ଧ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ, ୩ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌): ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ତାପଙ୍ଗ ହାତୀଆମୁ୍‌ରଣ୍ଡିଆ ପାହାଡ ନିକଟରେ ଘଟିଥିବା ବୃଦ୍ଧଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ପୋଲି ୩ଜଣଙ୍କୁ…

ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ

ନୂଆଦିଲ୍ଲୀ, ଜେଇଇ ମେନ୍‌ ତୃତୀୟ ସେସନ୍‌ର ରେଜଲ୍ଟ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୧୭ ଜଣ ୧୦୦ ପରସେଣ୍ଟାଇଲ ସ୍କୋର କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ଆନ୍ଧ୍ରପ୍ରଦେଶର…

ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡ୍‌ଲାଇନ୍, ଦିନ ୧୧ଟା ଯାଏ କୋହଳ ହେବ କଟକଣା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଚଳିତ ମାସ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ପାଇଁ ଶନିବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ୧୫ ତାରିଖ ରବିବାର ପଡୁଥିବାରୁ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ…

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ ସୁନ୍ଦରଗଡ଼ ଗସ୍ତ: ୫୦ ସରକାରୀ ହାଇସ୍କୁଲର ହେବ ରୂପାନ୍ତରଣ କାର୍ଯ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ…