Browsing Category
Breaking News
ବିଟିଂ ଦ ରିଟ୍ରିଟ୍: ପରିବେଷଣ ହେଲା ଆକର୍ଷଣୀୟ ଲାଇଟ ସୋ
ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଉଦଯାପନ ସମାରୋହ । ସମାରୋହରେ ପରିବେଷଣ ହେଲା ଆକର୍ଷଣୀୟ ରଙ୍ଗୀନ ଲେଜର ସୋ । ସୋ ରେ ୧ ହଜାରରୁ ଅଧିକ ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ୍ ଦ୍ୱାରା ପରିବେଷଣ ହୋଇଛି ଏହି ଲାଇଟ ସୋ ।
ସମାପନ ହେଲା…
ମାଛ କଲା କୋଟିପତି! କୋଟିଏ ଟଙ୍କାରେ ବିକ୍ରି ହେଲା ୧୨୧ଟି ବିରଳ ମାଛ
ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦୀଘାରେ ବିରଳ ମାଛ କୋଟିଏ ଟଙ୍କାରେ ବିକ୍ରି । କୋଟିଏରୁ ଉଦ୍ଧ୍ୱର୍ ଟଙ୍କାରେ ନିଲାମ ହେଲା ବିରଳ ପ୍ରଜାତି ମାଛ ‘ତେଲିଆ ଭଲା’ । ଏହି ମାଛ ଗୁଡ଼ିକୁ କୋଲକାତାର ଏକ ଫାର୍ମା କମ୍ପାନୀ ନିଲାମରେ…
ଗର୍ଭବତୀ ମହିଳା କର୍ମଚାରୀଙ୍କ କାମ କରିବା ପ୍ରସଙ୍ଗ: ନିୟମ ପ୍ରତ୍ୟାହାର କଲା ଏସବିଆଇ
୩ ମାସରୁ ଅଧିକ ଗର୍ଭବତୀଙ୍କୁ ଏସବିଆଇ କାମ ନ କରାଇବା ପ୍ରସଙ୍ଗ । ଏସବିଆଇକୁ ଦିଲ୍ଲୀ ମହିଳା କମିସନଙ୍କ ନୋଟିସ ପରେ ବଦଳିଲା ନିଷ୍ପତ୍ତ । ଏସବିଆଇ ଏପରି ଏକ ଗାଇଡଲାଇନ ଜାରି କରିଛି ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି…
ବିଟିଂ ଦ ରିଟ୍ରିଟ୍ ସମାରୋହ: ଉଦଯାପନ ହେଉଛି ଗଣତନ୍ତ୍ର ଦିବସ ସମାରୋହ
ଦିଲ୍ଲୀରେ ଧ୍ୱଜାବତରଣ ସମାରୋହର ଆୟୋଜନ । ଧ୍ୱଜାବତରଣ ସମାରୋହ ସହ ସାଧାରଣତନ୍ତ୍ର ଦିବସର ସମାପନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କାର୍ଯ୍ୟକ୍ରମରେ ସାମିଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ଉପସ୍ଥିତ…
ଭିଜିଲାନ୍ସ ପଞ୍ଝାରେ କୋଟିପତି ଶିକ୍ଷକ: ଦେଖନ୍ତୁ ଭିଡିଓ…
ରାୟଗଡ଼: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ଜଣେ ପ୍ରାଥମିକ ଶିକ୍ଷକଙ୍କ ସଂପତ୍ତି ଦେଖି କାବା ହେଲା ଭିଜିଲାନ୍ସ ।
ଶନିବାର ରାୟଗଡ଼ା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳିଙ୍କ ବାସଭବନରେ ରେଡ୍ କରିଛି…
ଆହୁରି ୨ ଦିନ ପ୍ରବଳ ଶୀତ: ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର: ଉତ୍ତର ପଶ୍ଚିମରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ଜାରି ରହିଛି ଶୀତ ଲହର । ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ସେପଟେ ଆହୁରି ୨ ଦିନ ଶୀତ ଲହରୀ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛନ୍ତି…
ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ୮ ନମ୍ବର ଜୋନର ବିଜୁ ଜନତା ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କର ଅକାଳ ବିୟୋଗ ଘଟିଛି। ଗତକାଲି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ପ୍ରଥମେ…
ଭୁବନେଶ୍ୱରରେ ଜାମତାରା ଗ୍ୟାଙ୍ଗ: ଗିରଫ ହେଲେ ୩ ଠକ
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବଜାରେ ଜାମତାର ଗ୍ୟାଙ୍ଗର ତିନି ଠକ । କ୍ରାଇମବ୍ରାଞ୍ଚ ପଞ୍ଝାରେ ପଡ଼ିଲେ ଜାମତାରା ଗ୍ୟାଙ୍ଗର ୩ ଠକ । ରସୁଲଗଡ଼ରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏମାନେ ମୁଖ୍ୟତଃ ସାଇବର ଠକେଇରେ ସଂପୃକ୍ତ…
ମିଳିଲେ ଉତ୍ତମ: ରୋଗରେ ପୀଡ଼ିତ ଥିବା ଜାଣି ଘରୁ ଚାଲିଯାଇଥିଲେ
ଜଳେଶ୍ୱର ଥାନା ସରିସା ଗ୍ରାମରୁ ନିଖୋଜ ଥିବା ଉତ୍ତମ ପଣ୍ଡାଙ୍କୁ ନୂଆଦିଲ୍ଲୀ ପୋଲିସ୍ ଉତ୍ତର ପ୍ରଦେଶ ଆଗ୍ରାରୁ ଉଦ୍ଧାର କରିଛି । ଉତ୍ତମ ଗତ ୨୩ ତାରିଖରେ ନିଜ ରୋଗ ବାବଦରେ ଜାଣିବା ପରେ ଏକ ଚିଠି ଲେଖି କେଉଁଆଡେ…
ପୋଲିସକୁ ମୋଷ୍ଟ ୱାଣ୍ଟେଡର ନିର୍ଧୁମ୍ ମାଡ଼
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଷ୍ଟ ୱାଣ୍ଟେଡକୁ ଗିରଫ କରିବାକୁ ଯାଇ ଲହୁଲୁହାଣ ହୋଇଛି ପୋଲିସ । ପୋଲିସକୁ ମାଡ଼ ମାରି ଖସିଯିବାକୁ ଉଦ୍ୟମ ବେଳେ ବନ୍ଧା ହୋଇଛନ୍ତି ଅଭିଯୁକ୍ତ । ଏଭଳି ଘଟଣଶ ଲିଙ୍ଗରାଜ ଥାନା ଅଞ୍ଚଳରେ…